Browsing Category
ଖବର
ରାହୁଲଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରାଯାଇଛି। ବିଜେପି ନେତା ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଆଣିଥିବା ସ୍ବାଧିକାର ଭଙ୍ଗ ଅଭିଯୋଗ ଆଧାରରେ ସଚିବାଳୟ ରାହୁଲଙ୍କୁ ନୋଟିସ ଜାରି କରିଛି। ନୋଟିସରେ…
ଆଦିଲ ଖାନ୍ ଦୁରାନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଇରାନ୍ ଛାତ୍ରୀ
ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ (rakhi sawant) । ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ୱାମୀ ଆଦିଲ ଖାନ ଦୁରାନୀ( adil khan durrani) ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଆଦିଲ ରାକ୍ଷୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ…
ଏମ୍ସ ଭୁବନେଶ୍ୱରରେ ପଙ୍ଗୁପ୍ରାୟ ରୋଗୀ ପାଇଲେ ନୂଆ ଜୀବନ
- ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ, ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ - ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ- ପ୍ରାୟ ୩ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର
ଭୁବନେଶ୍ୱର, ୧୧/୦୨/୨୦୨୩: ଏମ୍ସ ଭୁବନେଶ୍ବରର ପ୍ରଥମ ଦଶନ୍ଧିର ସ୍ବର୍ଣ୍ଣିମ!-->!-->!-->…
ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ମାଲକାନଗିରି: ରକ୍ତହୀନତାରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ପ୍ରକାଶ ଦୁରୁକା ନାମକ ଜଣେ ବ୍ୟକ୍ତି ଗୁରୁତର ରକ୍ତହୀନତାରେ ପୀଡ଼ିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । କିନ୍ତୁ…
ତୁର୍କୀ ଭୂମିକମ୍ପ : ଚାରି ହଜାର ଟପିଲା ମୃତ୍ୟୁ ସଂଖ୍ୟା
ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ଗତକାଲି (ସୋମବାର) ଦିନ ୩ଟି ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଏଥିରେ ୪ ହଜାରରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୂମିକମ୍ପ…
ମର୍ସିଡିଜ୍ ମାଲିକ ଟଙ୍କାକୁ ଭୂମିରେ ଫିଙ୍ଗିଦେବାରୁ କାନ୍ଦି ପକାଇଲେ ମହିଳା କର୍ମଚାରୀ, ଭାଇରାଲ୍ ଭିଡିଓ ଦେଖିବା ପରେ…
ଏକ ଭିଡିଓ ଭାଇରାଲ ହେଉଛି | ଏହା ଚାଇନାରୁ ବୋଲି ଦାବି କରାଯାଇଛି। ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ ମର୍ସିଡିଜ୍ କାରରେ ତେଲ ଭରିବା ପାଇଁ ଏକ ଗ୍ୟାସ୍ ଷ୍ଟେସନକୁ ଆସନ୍ତି | ସେଠାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ କାରରେ ତେଲ ଭର୍ତ୍ତି କରି ଟଙ୍କା ନେବାକୁ ଡ୍ରାଇଭର ସିଟକୁ ଯାଆନ୍ତି |…
ଗାଙ୍ଗୁଲିଙ୍କୁ ଧମକାଇଥିଲେ ମୁଶାରଫ, ଜାଣନ୍ତୁ ଏହା ପଛର କାରଣ
ବର୍ଷ ୨୦୦୪ ମସିହା । ସେତେବେଳେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଥିଲା । ସେହି ଗସ୍ତ ସମୟରେ ଦୁଇ ଟିମ୍ ବାଏଲେଟେରାଲ ସିରିଜ ଖେଳୁଥିଲେ। ଏହି ଟୁର ସମୟରେ କିଛି ଏମିତି ଘଟଣା ଘଟିଥିଲା ଯାହା ତତ୍କାଳିନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଶାରଫ ସୌରଭ ଗାଙ୍ଗୁଲିଙ୍କୁ ବିଳମ୍ବିତ ରାତିରେ ଫୋନ…
ଏମ୍ସ ଭୁବନେଶ୍ୱରର ଅଧୀକ୍ଷକ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା
ଭୁବନେଶ୍ବର, ୦୨/୦୨/୨୦୨୩: ଏମ୍ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା। ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ.)!-->…
ଆକାଶ ବାଇଜୁସ୍ର ଛାତ୍ର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମ୍ଆର୍ବିପି) ୨୦୨୩…
କଟକ, ୨ ଫେବୃଆରୀ ୨୦୨୩: ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟ ଲିଡର୍, ଆକାଶ ବାଇଜୁସ୍ ଆଜି ଏହାର କଟକ ସେଂଟର୍ର ଛାତ୍ର ସମ୍ଭବ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଛି । ନିକଟରେ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ଅତୁଳନୀୟ ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍…
ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ନୃତ୍ୟ ପର୍ବ ଉଦ୍ଘାଟିତ
ଭୁବନେଶ୍ୱର: ଭୁବନେଶ୍ୱରର ଓଡ଼ିଶୀ ରିସର୍ଚ୍ଚ ସେଂଟରଠାରେ ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଂଗୀତ ଉତ୍ସବ ୨୦୨୩ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ଚଳିତ ଜାନୁଆରୀ ୩୦ ଓ ୩୧ ତାରିଖ ଦୁଇଦିନ ଧରି ଆୟୋଜିତ ହେଉଛି । ଉତ୍ସବର ପ୍ରଥମ …