Browsing Category

ଖବର

ଶୋଭନା ମହାନ୍ତି ଓଡିଶାର ନୂଆ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ଏକ ବଡ଼ ଘଟଣାକ୍ରମରେ, ଶୋଭନା ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରାଯାଇଛି। ଓଡିଶା ସରକାର ବାଲେଶ୍ୱରର କରଞ୍ଜିଆ, ରେମୁଣାର ଶୋଭନା ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଛନ୍ତି। ମହାନ୍ତି ୫…

ଜମ୍ମୁ-କଶ୍ମୀରର ରାଜ୍ୟ ମର୍ଯ୍ୟାଦା ପୁନର୍ବହାଳ ପାଇଁ ଆବେଦନର ଶୁଣାଣି ସୁପ୍ରିମ କୋର୍ଟରେ ଆଗଷ୍ଟ ୮ରେ ହେବାକୁ ଯାଉଛି

ନୂତନ ଦିଲ୍ଲୀ, ୫ ଅଗଷ୍ଟ, ୨୦୨୫: ଭାରତର ସୁପ୍ରିମ କୋର୍ଟ ଜାମୁ ଏବଂ କଶ୍ମୀରକୁ ରାଜ୍ୟ ସ୍ଥାୟୀତ୍ୱ ପ୍ରତିସ୍ଥାପନା ସଂବନ୍ଧୀୟ ଏକ ପ୍ରତିବେଦନକୁ ୮ ଅଗଷ୍ଟରେ ଶୁଣିବ, ଯାହା ଆର୍ଟିକଲ ୩୭୦ ଉଲ୍ଲଙ୍ଘନର ସାଠ ମାସ ପରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଚିହ୍ନଟ କରେ। ଏହି ସମ୍ପୃକ୍ତ ବିଷୟକୁ ଆଜି

କଟକରେ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ

ଦୀର୍ଘ ଦିନର ବ୍ୟବଧାନ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ପୁଣି ଘଟିଛି । କଟକରେ ପୁଣି ଗୁଳିମାଡ ହୋଇଥିବାର ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଏହି ଘଟଣା କଟକର ନୂଆ ଅଂଚଳରେ ଘଟିଛି । ପୂର୍ବ ଶତ୍ରୁତାକୁ ନେଇ କିଛି ଦୁର୍ବୃତ୍ତ ଏହି ଗୁଳିମାଡ କରିଥିବା ସୂଚନା…

ମହାପ୍ରଭୁ ଲିଙ୍ଗରାଜ, ଗୋରଖନାଥ ଓ ସାରଳାଙ୍କ ପୀଠରେ ସେବା ପ୍ରତିନିଧିଙ୍କ ସେବା

ଜଗତସିଂହପୁର: ଶ୍ରାବଣ ମାସ ୧୨ ମାସ ଠାରୁ ଶ୍ରେଷ୍ଠ। ଏହି ମାସରେ ସେବା ପ୍ରତିନିଧର ମୁଖ୍ୟ ସଙ୍ଗଠକଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ପ୍ରତ୍ୟେକ ସୋମବାରରେ ଲିଙ୍ଗରାଜଙ୍କ ଗର୍ଭଗୃହ ମଧ୍ୟରେ ଥିବା ବେଲପତ୍ର, ନଡ଼ିଆ,ଦୀପ ଇତ୍ୟାଦି ସଫା କରନ୍ତି।ଶ୍ରାବଣ ମାସର ଶେଷ ସୋମବାର ଦିନ ଲିଙ୍ଗରାଜ

୧୦ କୋଟିର ଲାମ୍ବ୍ରୋଗିନି କାରରେ ଲାଗିଲା ନିଆଁ, ଭାଇରାଲ ହେଉଛି ଭିଡିଓ

ଏକ ଭାଇରାଲ କ୍ଲିପ୍‌ରେ ବେଙ୍ଗାଲୁରୁର ସୋସିଆଲ ମିଡିଆ ପ୍ରଭାବଶାଳୀ ସଞ୍ଜୀବ, ଓରଫ ନିମ୍ମା ମାନେ ମାଗା ସଞ୍ଜୁଙ୍କ ୧୦ କୋଟି ଟଙ୍କାର ଲାମ୍ବ୍ରୋଗିନି ଆଭେଣ୍ଟାଡୋରରେ ସହରର ଏକ ରାସ୍ତାରେ ନିଆଁ ଲାଗିବା ଦେଖାଯାଇଛି। ଦୁର୍ଘଟଣାଟି ଘଟିଥିଲା ଯେତେବେଳେ ପଛ ଇଞ୍ଜିନ ରୁ ହଠାତ୍ ନିଆଁ ଲାଗିଥିଲା ଏବଂ…

ପରଲୋକରେ ଶିବୁ ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଶିବୁ ସୋରେନଙ୍କର ଦୀର୍ଘ ଅସୁସ୍ଥତା ପରେ ସୋମବାର ସକାଳେ ୮୧ ବର୍ଷ ବୟସରେ ନୂଆଦିଲ୍ଲୀରେ ଦେହାନ୍ତ ହୋଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୁଅ ହେମନ୍ତ ସୋରେନ X ରେ ଏକ ପୋଷ୍ଟରେ ନେତାଙ୍କ…

ଅବକାରୀ ବିଭାଗର ଚଡାଉ, ମାଟିରେ ମିଶିଲା ଦେଶୀ ମଦ ଭାଟି

ଅବକାରୀ ବିଭାବ ପକ୍ଷରୁ କଟକ ଜିଲ୍ଲା ଆଠଗଡ ଠାରେ ଏକ ଦେଶୀମଦ ଭାଟୀ ଉପରେ ଚଡାଉ କରାଯାଇଛି । ଏହି ଚଡାଉ ବେଳେ ଉପ-ଜିଲ୍ଲାପାଳଙ୍କ ସମେତ ଡିଏସପି, ଆଇଆଇସି ଓ ଆଠଗଡ ଅବକାରୀ ବିଭାଗ ଅଧିକାରୀ ଏବଂ ଗୋଟିଏ ପ୍ଲାଟୁନ ପୋଲିସ ଉପସ୍ଥିତ ଥିଲେ । ଚଡାଉ ଦେଖି ମଦ ମାଫିଆ ଘଟଣାସ୍ଥଳୁ ଫେରାର ହୋଇଯାଇଥିଲେ…

ଯୌନକର୍ମୀ ପରୀ ଭାଉଜଙ୍କୁ ନିର୍ମମ ହତ୍ୟା

ଉତ୍ତର ପ୍ରଦେଶର ଗାଜିଆବାଦ ଜାତୀୟ ରାଜପଥ ନାଳରୁ ମିଳିଥିବ ମୃତ୍ୟୁଦେହର ପ୍ରକୃତ ପରିଚୟ ପୋଲିସ ପ୍ରାପ୍ତ କରିଛି । ଏହ ମୃତ୍ୟୁ ଦେହଟି ଦିଲ୍ଲୀରୁ ଗାଜିଆବାଦ ପର୍ଯ୍ୟନ୍ତ ଚର୍ଚ୍ଚିତ ଥିବା ପୂଜା ସିଂହ ଓର୍ଫ ପରି ଭାଉଜଙ୍କର ଅଟେ । ଗାଜିଆବାଦର କ୍ରସିଙ୍ଗ ରିପବ୍ଲିକ ଅଂଚଳରେ ଯୌନକର୍ମୀ ପରୀ…

ସାପ କାମୁଡାରେ ଦୁଇ ମହିଳାଙ୍କର ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲାରେ ବିଷାକ୍ତ ସାପ କାମୁଡାରେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ବର୍ତ୍ତମାନ ସାମନାକୁ ଆସିଛି । ଏହି ଦୁଇଟି ଘଟଣାଟି ଶନିବାର ଉଦଳା ଏବଂ କପ୍ଟିପଦା ଥାନା ଅନ୍ତର୍ଗତ ଅଂଚଳରେ ଘଟିଥିଲା । ପ୍ରଥମ ଘଟଣାରେ କପ୍ଟିପଦା ଥାନା ଅନ୍ତର୍ଗତ ଗୋଲାଗଡିଆ…

କାଉଡିଆଙ୍କ ଗାଡି ଧକ୍କାରେ ବାପା-ପୁଅଙ୍କ ମୃତ୍ୟୁ

ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଓ ପୁଅ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ସ୍ଥିତ କନ୍ୟାଶ୍ରମ ନିକଟସ୍ଥ ୩୨୬ ଜାତୀୟ ରାଜପଥ ଠାରେ କାଉଡିଆଙ୍କୁ ନେଇ ଯାଉଥିବା ଏକ ଭ୍ୟାନଟିରେ ବାଇକ ଯୋଗେ ଯାଉଥିବା ବାପା ଓ ପୁଅ ମାଡ ହୋଇଯିବା ଫଳରେ ଦୁର୍ଭାଗ୍ୟବଶତଃ ଏହି ଘଟଣାଟି…