Browsing Category

ଖବର

ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଗ୍ଲୁକୋମା ସପ୍ତାହ ପାଳନ

ଭୁବନେଶ୍ୱର, ୧୫/୦୩/୨୦୨୩: ବର୍ତ୍ତମାନ ବିଶ୍ବରେ ପ୍ରାୟ ୭୮ ନିୟୁତ ଗ୍ଲୁକୋମା(କଳାମୋତିଆ) ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ନିୟୁତ କେବଳ ଭାରତରେ ବାସକରୁଛନ୍ତି। ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ଚାରିରୁ-ପାଞ୍ଚ ଜଣ

ପୂର୍ବତନ ପ୍ରାଧ୍ୟାପକ ବିଜୟ କୁମାର ସାହୁଙ୍କ ଅକାଳ ବିୟୋଗରେ ଏବିଭିପି ଆଳି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା

ଆଳି, ୧୨/୦୩/୨୦୨୩: ଆଳି ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ କରିବାରେ ସେ ନେଇଥିଲେ ଅଗ୍ରଣୀ ଭୂମିକା। ଶିକ୍ଷାର ପ୍ରସାର ପାଇଁ ସେ ସଦାସର୍ବଦା ତତ୍ପର ଥିଲେ। ଗରୀବ ମେଧାବୀ ବିଦ୍ୟାର୍ଥୀ ଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଥିଲେ ଜଣେ

ଏହି ରାଜ୍ୟରେ ରାସନ କାର୍ଡ ଧାରୀଙ୍କୁ ଏଣିକି ମାଗଣା ରାସନ ସହ ମିଳିବ ୧୦୦୦ ଟଙ୍କା!

ରାସନ କାର୍ଡ ଧାରକ (Ration Card Holders) ଙ୍କ ପାଇଁ ଏକ ବଡ଼ ଖବର ଅଛି । ରାସନ କାର୍ଡ (Ration Card) ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନେକ ପ୍ରକାରର ସୁବିଧା ମିଳିଥାଏ । ବର୍ତ୍ତମାନ ରାସନ କାର୍ଡ ଧାରକମାନେ ମଧ୍ୟ ଆର୍ଥିକ ସହାୟତା ପାଇବେ । ଆଜ୍ଞା ହଁ, ଯଦି ଆପଣଙ୍କର…

ବିବାହ ବନ୍ଧନରେ ବାନ୍ଧିହେଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ। ଗତକାଲି ଗୀତାଶା ସୁଦଙ୍କୁ ବିବାହ କରିଛନ୍ତି ରିତେଶ । ଆଉ ଏହି ବିବାହ ଉତ୍ସବରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତର ଅନେକ ସିଇଓ ଯୋଗ ଦେଇଥିଲେ। ସୂଚନା ଥାଉକି , ସଫ୍ଟବ୍ୟାଙ୍କ ହେଉଛି ଏକ ଜାପାନୀ କମ୍ପାନୀ,…

ଆଜି ବିଶ୍ୱ କିଡନୀ ଦିବସ

୨୦୦୬ ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରିଆସୁଛି। ପ୍ରତିବର୍ଷ କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଟି ମଣିଷ ଚାହେଁ ସେ ସୁସ୍ଥ ଓ ଖୁସି ରହୁ। ସେଥିଲାଗି ଅନେକ ସମସୟରେ ଆମ ଶରୀରରେ ଦେଖାଦେଉଥିବା ସମସ୍ୟା…

ପୁଣି ଏକ ନୂଆ ଭାଇରସ୍‌ ବଢାଇଲାଣି ଚିନ୍ତା: ଗଲାଣି ୪ ଜୀବନ, ୯ ଦିନରେ ୪୦ ସଂକ୍ରମିତ

ନୂଆ ଭାଇରସ ‘ଆଡେନୋଭାଇରସ୍‌’ କୁ ନେଇ ଆତଙ୍କ ସୃଷ୍ଟି ହୋଇଛି କୋଲକାତାରେ । ମାତ୍ର ୯ ଦିନରେ ୪ ଜଣ ପିଲାଙ୍କ ଜୀବନ ହାନି ଘଟିଥିବା ବେଳେ ୪୦ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାଯାଇଛି । ସୂଚନାନୁଯାୟୀ, ରବିବାର ଆତିଫା ଖାତୁନ (୧୮ ମାସ) ଏବଂ ଅରମାନ ଗାଜି(୪ ବର୍ଷ) ନାମକ ଦୁଇ ଜଣ ଶିଶୁଙ୍କର ବି…

ଶୁକ୍ରବାରଠୁ ମାଟ୍ରିକ ପରୀକ୍ଷା

ଶୁକ୍ରବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଓଡ଼ିଶା ମଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ମୋଟ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଆସନ୍ତା ୨୦ ତାରିଖ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ବିଜେପିର ବରିଷ୍ଠ ନେତା ଡକ୍ଟର ମାଣିକ ସାହା ଆଜି ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଗରତାଲାର ସ୍ୱାମୀ ବିବେକାନନ୍ଦ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ତାଙ୍କୁ ପଦ ଓ…

ପରଲୋକରେ ସତୀଶ କୌଶିକ

ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।…

ଆଜି ଦୋଳ ପୂର୍ଣ୍ଣିମା : ଗାଁଠୁ ସହର ଉତ୍ସବ ମୁଖର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରୁଛନ୍ତି। ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର…