Browsing Category

ଖବର

ରୋହିତ ଓ କୋହଲିଙ୍କ ଭବିଷ୍ୟତ କ’ଣ ହେବ, ତାହାକୁ ନେଇ ମୁହଁ ଖୋଲିଲା ବିସିସିଆଇ

ଚାଲିଥିବା କଳ୍ପନାଜଳ୍ପନାକୁ ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) କ୍ରିକେଟ୍ ତାରକା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ODI ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବାକୁ ଶୀଘ୍ର ନୁହେଁ । ଅକ୍ଟୋବରରେ ଭାରତର ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ODI ସିରିଜ୍ ପାଖେଇ ଆସୁଥିବାରୁ ଏହି…

ଓଡିଶା ଅଭିବୃଦ୍ଧିରେ ଯୋଗ ଦେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୫:   ଆନ୍ତର୍ଜାତୀୟ ସ୍ତରର ଦୁଇ ଦିନିଆ ଜାତୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ଭୁବନେଶ୍ୱର ୨୦୨୫ର ଉଦ୍‌ଘାଟନୀ ସଂସ୍କରଣ ଆଜି ଉଦ୍ଭାବନ, ଏଆଇ-ଚାଳିତ ଅଭିବୃଦ୍ଧି ଓ ଆନ୍ତର୍ଜାତୀୟ ସହଭାଗିତା ପ୍ରତି ଦୃଢ ପ୍ରତିବଦ୍ଧତା ସହ ଶେଷ ହୋଇଛି । ଟାଇ ଭୁବନେଶ୍ୱର…

ଭୁବନେଶ୍ୱରରେ ପ୍ରଥମଥର ଟାଇକନ ୨୦୨୫ ଆୟୋଜିତ

-ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପୂର୍ଣ୍ଣ ସମର୍ଥନର ଆଶ୍ୱାସନା, ନବସୃଜନ ପାଇଁ ଆହ୍ୱାନ ଭୁବନେଶ୍ୱର: ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ରାଜଧାନୀରେ ଏକ ଜାତୀୟ ସ୍ତରୀୟ ଏବଂ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ଉଦ୍ୟୋଗିତା ସମ୍ମିଳନୀ, ଟାଇକନ ୨୦୨୫ ଆୟୋଜନ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ

କଳିଙ୍ଗନଗର, ଅଗଷ୍ଟ ୯, ୨୦୨୫ : ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) କଳିଙ୍ଗନଗର ଶନିବାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ଗୋବରଘାଟିରେ ଥିବା ଟାଟା ଷ୍ଟିଲ ବୀର୍ସା ମୁଣ୍ଡା ପୁନର୍ବାସ କଲୋନୀରେ ୨୦୦୦ରୁ ଅଧିକ ସ୍ଥାନୀୟ ଆଦିବାସୀ ଲୋକଙ୍କ ସହିତ “ଆଦିବାସୀ ଜନଜାତି ଓ କୃତ୍ରିମ…

ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଟ୍ରୁକଲର ଏବଂ ଖୟାଲ ସହବନ୍ଧିତ

ଭୁବନେଶ୍ୱର: ଅଜଣା ଟେକ୍ନୋଲୋଜି ଓ ଦ୍ରୁତ ବେଗରେ ବଢୁଥିବା ଠକେଇ କୌଶଳ ଯୋଗୁଁ ୫୦ ବର୍ଷରୁ ଅଧିକ ବୟସର ଲୋକମାନେ ସାଇବର କ୍ରାଇମର ଅଧିକ ଶିକାର ହେଉଛନ୍ତି । ସେମାନେ କେବଳ ଅର୍ଥ ହରାଉନାହାନ୍ତି କରଂ ସୁରକ୍ଷା ଓ ବିଶ୍ୱାସର ଭାବନା ମଧ୍ୟ ହରାଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅଗ୍ରଣୀ…

ଆଇଆଇଟି ଗୌହାଟୀ ଏବଂ ଗେଟ ସେଟ ଲର୍ଣ୍ଣ ସହବନ୍ଧିତ

ଭୁବନେଶ୍ୱର : ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ, ଆଇଆଇଟି ଗୌହାଟୀ ଓ ଅରବିନ୍ଦ ମଫତଲାଲ ଗ୍ରୁପ ସମର୍ଥିତ ଗେଟ ସେଟ ଲର୍ଣ୍ଣର ମିଳିତ ସହଯୋଗରେ ଏକ ନୂତନ ଷ୍ଟାର୍ଟଅପ ‘ଆର୍ଟିଫିସିଆଲ ଇଂଟେଲିଜେନସ୍ କୋସିଏଣ୍ଟ’ (ଏଆଇକ୍ୟୁ) ଶୁଭାରମ୍ଭ କରାଯାଇଛି । ଯାହାକି କେ ୧୨ ପାଇଁ ଡିଜାଇନ କରାଯାଇଥିବା ଏକ…

ଫିଜିକାଲ ଫିଟନେସ ପରୀକ୍ଷା ଦେବା ସମୟରେ ଟଳି ପଡିଲେ ହୋମଗାର୍ଡ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ସୁସ୍ଥତା ପରୀକ୍ଷା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାର ତରାଟୁଆ ରିଜର୍ଭ ପୋଲିସ ପଡ଼ିଆରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, କେରଙ୍ଗା ଅଞ୍ଚଳର ଇମାଦୁଲ ହକ୍ ଶାରୀରିକ…

ମହୁମାଛି ଆକ୍ରମଣରେ ମହିଳାଙ୍କର ଅକାଳ ବିୟୋଗ

ଓଡିଶା ଗଂଜାମ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କର ଅକାଳ ବିୟୋଗ ଘଟିଥିବା ବର୍ତ୍ତମାନ ଜାଣିବାକୁ ମିଳିଛି । ଏହି ଘଟଣାଟି ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୋପିନାଥ ସାହିରେ ଘଟିଛି । ମିଳିଥିବା ସୂଚନା ମୁତାବକ ଉକ୍ତ ମହିଳା ଜଣକ ଗଛରୁ ପିଜୁଳି…

ଗାଡି ପାର୍କିଂ ବିବାଦକୁ ନେଇ ହୁମା କ୍ୟୁରେସି ସଂପର୍କୀୟ ଭାଇଙ୍କୁ ହତ୍ୟା

ଗତ ଗୁରୁବାର ରାତିରେ ଗାଡି ପାର୍କିକୁ ନେଇ ବିଲଉଡ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ସଂପର୍କୀୟ ଭାଇଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାଟି ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଅଂଚଳର ଘଟିଛି ବୋଲି ଜଣା ପଡୁଛି । ମୃତ ବ୍ୟକ୍ତି ଜଣକ ବଲିଉଡ ଅଭିନେତା ହୁମା କ୍ୟୁରେସିଙ୍କ ସଂପର୍କୀୟ ଭାଇ…

ପୋଲିସ ଡ୍ରାଇଭର ନିଯୁକ୍ତି ପାଇଁ ବୟସ ସୀମା ବୃଦ୍ଧି କଲେ ଓଡ଼ିଶା ସରକାର

ଓଡିଶା ସରକାର ପୋଲିସ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୪ ବୟସ ବୃଦ୍ଧି କରିଛନ୍ତି । ଏ ସଂପର୍କରେ ଓଡିଶା ହାଇକୋର୍ଟର ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଏହି ନିଷ୍ପତି ଦ୍ୱାରା ୧୨୪୫ ଆବେଦନକାରୀ ଉପକୃତ ହେବେ । ନିୟମିତ ପରୀକ୍ଷା…