Browsing Category
ଖବର
ତତଲା କଡ଼େଇରେ ଭାଜି ହେଉଛି ସାରା ଓଡି଼ଶା
ପ୍ରଚଣ୍ତ ତାତିରେ (Heat Wave) କଲବଲ ରାଜ୍ୟବାସୀ । ଆକାଶରୁ ହେଉଛି ନିଆଁ ବର୍ଷା। ଦିନ ବଢିବା ସହ ତାପମାତ୍ରା ଅସହ୍ୟ ହୋଇପଡୁଛି । ଦିନ ୧୨ଟା ବେଳକୁ ଶୂନଶାନ ହୋଇଯାଉଛି ରାସ୍ତାଘାଟ । ପରିସ୍ଥିତି ଏମିତି ହେଉଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଢହ ଢହ ଖରାରେ…
ଓଡିଶା ଫିନ୍ଟେକ୍ ଫେଷ୍ଟିଭାଲରେ ଓଡିଶାର ନାଗରିକଙ୍କ ପାଇଁ ବିଶ୍ୱର ପ୍ରଥମ ମିସ୍ଡକଲ୍ ଆଧାରିତ ପେମେଂଟ୍ ସିଷ୍ଟମର…
ଭୁବନେଶ୍ୱର : ଓଡିଶାର ପ୍ରଥମ ଫିନ୍ଟେକ୍ ଫେଷ୍ଟିଭାଲରେ ଓଡିଶା ସରକାର ଆଜି ବିଶ୍ୱର ପ୍ରଥମ ମିସ୍କଲ୍-ଆଧାରିତ ପେମେଂଟ୍ ସିଷ୍ଟମ ‘ମିସ୍କଲ୍ପେ’ର ଶୁଭାରମ୍ଭ କରିଛନ୍ତି । ଓଡିଶା ସରକାର ରାଜ୍ୟରେ ଡିଜିଟାଲ ପେମେଂଟ୍ର ଗ୍ରହଣୀୟତା ବୃଦ୍ଧି କରିବା ଏବଂ ଫିନ୍ଟେକ୍ ଶିଳ୍ପର ଅଭିବୃଦ୍ଧି ପାଇଁ…
ଜନସଂଖ୍ୟାରେ ଚାଇନାକୁ ଟପିଲା ଭାରତ
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଜନବହୁଳ ଦେଶ ଆଉ ଚୀନ୍ ନୁହେଁ, ବରଂ ଆମର ନିଜ ଦେଶ ଭାରତ। ଏହା ପୂର୍ବରୁ ବିଶ୍ୱର ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ ୨୦୨୩ରେ ଭାରତରେ ସର୍ବାଧିକ ମୃତ୍ୟୁ ଘଟିବ ଏବଂ ବର୍ତ୍ତମାନ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA)ର ସର୍ବଶେଷ ତଥ୍ୟ ଏହା…
ସମୁଦ୍ରରେ ଗାଧୋଉଥିବା ସମୟରେ ମହିଳାଙ୍କ ଉପରେ ସାର୍କ କଲା ଆକ୍ରମଣ, ଦେଖନ୍ତୁ ଭିଡିଓ
ସମୁଦ୍ରରେ ଗାଧୋଇବାକୁ ଭଲ ପାଉଥିବା ଜଣେ ମହିଳାଙ୍କ ଉପରେ ଏକ ସାର୍କ ଆକ୍ରମଣ କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି । ସାର୍କ ମହିଳାଙ୍କ ପିଠିକୁ କାମୁଡି ଏକ ଇଞ୍ଚ ଚଉଡାରେ କ୍ଷତ ସୃଷ୍ଟି କରିଦେଇଥିଲା । ଆପଣ ଦେଖନ୍ତୁ ଏହି ଭିଡିଓ ।…
୧୦ ହଜାର ଟପିଲା ଦେଶରେ ଦୈନିକ ସଂକ୍ରମଣ ସଂକ୍ରମଣ
ଦେଶରେ ଦୀଘ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୧୦ ହଜାର ୧୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ଏହି ନୂଆ ମାମଲା ରେକର୍ଡ କରିଛି।…
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ…
ଭୁବନେଶ୍ୱର, ୧୨/୦୪/୨୦୨୩: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର!-->…
ସମ୍ବଲପୁରରେ ଆକାଶ ବାଇଜୁସ୍ର ପ୍ରଥମ କ୍ଲାସ୍ରୁମ୍ ସେଂଟର୍ର ଶୁଭାରମ୍ଭ
ସମ୍ବଲପୁର : ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଭାରତର ଅଗ୍ରଣୀ ଆକାଶ ବାଇଜୁସ୍ ଏହାର ନିଟ୍, ଆଇଆଇଟି, ଜେଇଇ ଓ ଅଲିମ୍ପିଆଡ କୋଚିଙ୍ଗ ଏବଂ ଫାଉଣ୍ଡେଶନ ପାଠ୍ୟକ୍ରମଗୁଡିକ ପାଇଁ ମିଳୁଥିବା ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଓଡିଶାର ସମ୍ବଲପୁରରେ ଏହାର ପ୍ରଥମ କ୍ଲାସ୍ରୁମ୍!-->…
ବିରୋଧୀ ମେଣ୍ଟକୁ ନେଇ ଖଡଗେଙ୍କ ବାସଭବନରେ ବୈଠକ, ଯୋଗଦେଲେ ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ ଓ ନୀତିଶ କୁମାର
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଭେଟ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ । ଏହା…
ପଞ୍ଜାବ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ : ୪ ଯବାନ ଶହୀଦ୍
ଚଣ୍ଡିଗଡ : ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ବୁଧବାର ଗୁଳିକାଣ୍ଡ ଘଟିଛି। ଏହି ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଭୋର ପ୍ରାୟ ୪ଟା ୩୫ରେ ଗୁଳିକାଣ୍ଡ ଘଟିଥିବା ବେଳେ କିଏ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ସମସ୍ତ ଅଞ୍ଚଳକୁ ସିଲ୍ କରାଯିବା…
ଜମ୍ମୁ-କାଶ୍ମୀର, ବିହାର, ପଶ୍ଚିମବଙ୍ଗରେ ଭୂକମ୍ପ ଝଟକା
ଜମ୍ମୁ-କାଶ୍ମୀରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୧୦ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ…