Browsing Category

ଖବର

ଏସିଆ କପକୁ ନେଇ ଆଜି ଘୋଷଣା ହୋଇପାରେ ଭାରତୀୟ ଦଳ, ଗିଲଙ୍କ ସ୍ଥାନରେ ଖେଳିପାରନ୍ତି ଶ୍ରେୟାସ

ଆଜି ଭାରତୀୟ ଦଳର ମୁଖ୍ୟ ଚୟନ ସମିତି, ମୁମ୍ବାଇସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ଆଗାମୀ ଏସିସି ପୁରୁଷ ଏସିଆ କପକୁ ନେଇ ଭାରତୀୟ ଦଳ ବାଛିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ସାମ୍ବାଦିକ ସମ୍ମିଳନୀ ପରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ…

ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆମାଜନରେ କ୍ୟାମେରାରେ ଅବିଶ୍ୱସନୀୟ ଡିଲ୍‌

ଭୁବନେଶ୍ୱର: ଏହି ବିଶ୍ୱ ଫଟୋଗ୍ରାଫି ଦିବସରେ, ଆମାଜନ୍ ଇଣ୍ଡିଆ ଫଟୋଗ୍ରାଫି ଉତ୍ସାହୀମାନଙ୍କୁ ଉତ୍ସବ ଋତୁ ପାଇଁ କ୍ୟାମେରା ଏବଂ ଆସେସୋରିଜ୍ ଉପରେ ଆକର୍ଷଣୀୟ ଅଫର୍ ସହିତ ସେମାନଙ୍କର ଉପକରଣକୁ ଅପଗ୍ରେଡ୍ କରିବାର ଏକ ଉତମ ସୁଯୋଗ ଦେଉଛି । ଡିଏସଏଲଆର ଏବଂ ଅତ୍ୟାଧୁନିକ ମିରରଲେସ୍ କ୍ୟାମେରାଠାରୁ…

ପାରାଅଲିମ୍ପିକ୍ ବିଜେତା ଶୀତଲ ଦେବୀଙ୍କ ସହ ଡେଲଏଟ୍ ଇଣ୍ଡିଆର ସହଭାଗୀତା

ଭୁବନେଶ୍ୱର : ଡେଲଏଟ୍ ଇଣ୍ଡିଅ ପକ୍ଷରୁ ବିଶ୍ୱର ପ୍ରଥମ ଦିବ୍ୟାଙ୍ଗ ମହିଳା ପାରା ଆର୍ଚର ଏବଂ ପାରାଅଲିମ୍ପିକ୍ ପଦକ ବିଜେତା ୧୮ ବର୍ଷୀୟା ଶୀତଲ ଦେବୀଙ୍କ ସହ ଏହାର ସହଭାଗୀତା ସମ୍ପର୍କରେ ଘୋଷଣା କରାଯାଇଛି । ଏହା ସହିତ କମ୍ପାନୀ ବିବିଧ ପ୍ରତିଭା ସହିତ ଜଡିତ ହେବା ପାଇଁ ନିଜର ପ୍ରତିବଦ୍ଧତାକୁ…

ବିର୍ଲା ଓପସ ପେଂଟ୍‌ସ ପକ୍ଷରୁ ନୂଆ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଡେକୋରେଟିଭ ପେଂଟ ସେକ୍ଟରରେ ମିଳିଥିବା ବଡ ସଫଳତାରେ ଅନୁପ୍ରାଣିତ ହୋଇ ଆଦିତ୍ୟ ବିର୍‌ଲା ଗ୍ରୁପର ଗ୍ରାସିମ ଇଣ୍ଡଷ୍ଟ୍ରୀଜ୍ ଅଧିନରେ ଥିବା ବିର୍ଲା ଓପସ ପେଂଟ୍‌ସ ପକ୍ଷରୁ ଆଜି ଏହାର ନୂଆ କ୍ୟାମ୍ପେନ ‘ବିର୍‌ଲା ଓପସ ଆସ୍ୟୋରାନ୍ସ’ର ଶୁଭାରମ୍ଭ ଘୋଷଣା କରାଯାଇଛି । ବ୍ରାଣ୍ଡର ଏହି…

ମୌସୁମୀ ଋତୁରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆୟୁର୍ବେଦିକ ସୁପରଫୁଡ

ଭୁବନେଶ୍ୱର: ମୌସୁମୀ ଋତୁ ଆଦ୍ରତା ଓ ତାପମାତ୍ରାରେ ପରିବର୍ତନ ଆଣିଥାଏ, ଯାହାକି କ୍ଲଗ୍‌ଡ ପୋର, ଅତ୍ୟଧିତ ତେଲ ଓ ନିରନ୍ତର ବ୍ରଣ ହେବା ଭଳି ତ୍ୱଚା ସମସ୍ୟାର କାରଣ ହୋଇଥାଏ । ଏଭଳି ସମୟରେ ଆମେ ମୁଖ୍ୟତଃ ସ୍କିନକେୟାର ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ସନ୍ତୁଳିତ ଆହାରର…

ଟାଟା ଷ୍ଟିଲ କଳିଙ୍ଗନଗରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଦୁବୁରି ନିକଟସ୍ଥ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପ୍ଲାଣ୍ଟ ପରିସରରେ ଶୁକ୍ରବାର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଟାଟା ଷ୍ଟିଲ କଳିଙ୍ଗନଗରର ଚିଫ୍ ବ୍ଲାଷ୍ଟ ଫର୍ନେସ #୨, ସୁଭାଷ କୁମାର ସିହ୍ନା କମ୍ପାନୀର ବରିଷ୍ଠ ଅଧିକାରୀ,…

ଦେଶପ୍ରେମର ଅନନ୍ୟ ମହକରେ ଏମ୍ସ ଭୁବନେଶ୍ୱରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

- ଜାତୀୟ ପତାକା ଉତ୍ତୋଳନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଭୁବନେଶ୍ୱର, ୧୬/୦୮/୨୦୨୫: ଦେଶପ୍ରେମର ଅନନ୍ୟ ମହକରେ ଏମ୍‌ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ

ପାରିବାରିକ ବିବାଦରୁ ନିଜକୁ ଜାଳି ଦେଇଥିବା ବ୍ୟକ୍ତି ଏମ୍ସରେ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳ ଅନ୍ତର୍ଗତ ପାରିବାରିକ ସମ୍ପତ୍ତି ବିବାଦ ପରେ ନିଜକୁ ନିଆଁ ଲଗାଇ ଦେଇଥିବା ଜଣେ 40 ବର୍ଷୀୟ ବ୍ୟକ୍ତି ଆଜି ଏମ୍ସ-ଭୁବନେଶ୍ୱରରେ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଜ୍ୟୋତି ରଞ୍ଜନ। ରିପୋର୍ଟ ଅନୁଯାୟୀ, ସମ୍ପତ୍ତିକୁ ନେଇ…

ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଏହାକୁ ବିଶ୍ୱାସ, ଆନନ୍ଦ ଏବଂ ଉତ୍ସାହର ଏକ ପବିତ୍ର ପର୍ବ ବୋଲି କହିଛନ୍ତି। “ସମସ୍ତ ଦେଶବାସୀଙ୍କୁ ଜନ୍ମାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା। ବିଶ୍ୱାସ, ଆନନ୍ଦ…

ଏମ୍ସ ଭୁବନେଶ୍ୱରରେ ଆସ୍ଥେଟିକ୍ ସର୍ଜରୀ ୨୦୨୫ ସମ୍ମିଳନୀ ଆୟୋଜିତ

ସୌନ୍ଦର୍ଯ୍ୟ ବୃଦ୍ଧି ଅସ୍ତ୍ରୋପଚାରରେ ଦକ୍ଷତା, ନବସୃଜନ ଏବଂ ରୋଗୀ ଫଳାଫଳକୁ ଉନ୍ନତ କରିବା ଲକ୍ଷ୍ୟ ଭୁବନେଶ୍ୱର, ୧୪/୦୮/୨୦୨୫: ଏମ୍ସ ଭୁବନେଶ୍ୱରରେ ଆସ୍ଥେଟିକ୍ ସର୍ଜରୀ ୨୦୨୫ ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ପ୍ଲାଷ୍ଟିକ୍ ସର୍ଜରୀ ଏବଂ ସୌନ୍ଦର୍ଯ୍ୟବୃଦ୍ଧି ଅସ୍ତ୍ରୋପଚାର