Browsing Category
ଖବର
କିପରି କଟିବ ଆଜି ଆପଣଙ୍କ ଦିନ, ଜାଣନ୍ତୁ
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯେତେବେଳେ ରାହୁ ଏବଂ କେଟୁ ପୂର୍ଣ୍ଣିମା ରାତିରେ ଚନ୍ଦ୍ରକୁ ଗ୍ରାସ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ଚନ୍ଦ୍ରଗ୍ରହଣ ହୁଏ। ଏଥି ସହିତ ବୈଜ୍ଞାନିକ ଦୃଷ୍ଟିକୋଣରୁ…
ହୋମିଓପାଥିରେ ଗବେଷଣା ନିମନ୍ତେ ଏମ୍ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ ମଧ୍ୟରେ ବୁଝାମଣା
- ଚିକିତ୍ସା ସେବାରେ ଅତ୍ୟାଧୁନିକ ଔଷଧ ଏବଂ ହୋମିଓପାଥିର ସମନ୍ବୟକୁ ନେଇ ହେବ ଗବେଷଣା- ହୋମିଓପାଥିର ଉପଯୋଗପୂର୍ବକ ଆଧୁନିକ ଔଷଧର ଅତ୍ୟଧିକ ବ୍ୟବହାର ହ୍ରାସ ଲକ୍ଷ୍ୟ - ହୋମିଓପାଥିର ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାପ୍ରଣାଳୀ ସୃଷ୍ଟି ଉପରେ ଗୁରୁତ୍ବାରୋପ- କୋଭିଡ୍ ସମୟରୁ ହୋମିଓପାଥିର!-->…
ପାୱାରଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ
ନୂଆଦିଲ୍ଲୀ: ଜାତୀୟତା ବାଦୀ କଂଗ୍ରେସ ପାର୍ଟି (NCP)ର ସଭାପତି ପଦରୁ ଶରଦ ପାୱାରଙ୍କ (Sharad Pawar) ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତିରେ (Maharastra Politics) ହଇଚଇ ସୃଷ୍ଟି ହୋଇଛି। ଶରଦ ପାୱାରଙ୍କ (Sharad Pawar) ନିଷ୍ପତ୍ତି ଉପରେ ସମସ୍ତ ଦଳ ନଜର ରଖିଛନ୍ତି। ଅନ୍ୟପକ୍ଷରେ…
କୋହଲି ବନାମ ଗମ୍ଭୀର : ସୋମବାର ରାତିରେ ପ୍ରକୃତରେ କ’ଣ ଘଟିଥିଲା , ଜାଣନ୍ତୁ ପୂରା ଘଟଣା
ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ମଧ୍ୟରେ ନିକଟରେ ହୋଇଥିବା ମ୍ୟାଚରେ ବିରାଟ କୋହଲି (Virat Kohli) ଓ ନବୀନ-ଉଲ-ହକ (Naveen-ul-Haq) ମଧ୍ୟରେ ପ୍ରଥମେ ବିବାଦ ଦେଖାଦେଇଥିଲା । ଏହା ପରେ କୋହଲି ଓ…
ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଗାଁକୁ ଆସିବେ ଦୌପଦୀ ମୁର୍ମୁ
ଓଡ଼ିଶା ଆସୁଛନ୍ତି ମହାମହିମ (President Droupadi Murmu) । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତା ୪ ତାରିଖ ଅର୍ଥାତ୍ ଗୁରୁବାର ଦିନ ମୟୂରଭଞ୍ଜ (Mayurbhanj) ଜିଲ୍ଲାକୁ ତିନି ଦିନିଆ ଗସ୍ତ କରିବେ ରାଷ୍ଟ୍ରପତି । ଏହି ସମୟରେ ସେ ନିଜ…
ମେ’ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି
ବଙ୍ଗୋପସାଗରରେ ମେ’ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ପରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ…
ପିଡବ୍ଲ୍ୟୁସି ପକ୍ଷରୁ ନିବେଶକ ରୋଡ୍ ଶୋ ଆୟୋଜିତ
ଭୁବନେଶ୍ୱର: ପିଡବ୍ଲ୍ୟୁସି ପକ୍ଷରୁ ଗତ ଏପ୍ରିଲ ୨୮ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ରର ବିକାଶ ଉପରେ ଏକ ନିବେଶକ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଏହି ରୋଡ୍ ଶୋ’ରେ ମୁଖ୍ୟ ଅତିଥି ଭାବେ…
ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ
• ପ୍ରାୟ ସାଢ଼େ ୩ଶହ ଛାତ୍ରୀ ପ୍ରସ୍ତୁତ କଲେ ଜି-୨୦ର ପ୍ରତିସ୍ବରୂପ• କୋଭିଡ୍ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମାଜିକ ସଚେତନତା ସୃଷ୍ଟି• ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏମ୍ସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଉଦ୍ଯାପନ
ଭୁବନେଶ୍ୱର, ୨୮/୦୪/୨୦୨୩: ଭାରତର ଜି-୨୦ ସଭାପତିତ୍ବର!-->!-->!-->…
ଦେଶର ୩୦୦୦ ସହର ଓ ନଗରରେ ଉପଲବ୍ଧ ହେଲା ଏୟାରଟେଲ୍ର ୫ଜି ପ୍ଲସ୍ ସେବା
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହାର ଅଲ୍ଟ୍ରା-ଫାଷ୍ଟ୍ ୫ଜି ସେବା ଏବେ ଦେଶର ୩୦୦୦ ସହର ଓ ଟାଉନ୍ରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଛି । ଜମ୍ମୁରେ କାଟ୍ରାଠାରୁ ଆରମ୍ଭ କରି କେରଳରେ କନ୍ନୁର,…
କିଡ୍ନୀ ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କେନ୍ଦୁଝର: ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ କେନ୍ଦୁଝର ଜିଲ୍ଲା ବାରିଆ ଅଂଚଳର ବଳରାମ ଲାଗୁରୀ(୪୨ବର୍ଷ) ନାମକ ଜଣେ ବ୍ୟକ୍ତି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । କିନ୍ତୁ ବୁଧବାର ହଠାତ ତାଙ୍କ…