Browsing Category
ଖବର
ବର୍ତ୍ତମାନ ମାଗଣାରେ ବସରେ ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ
ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଖୁସି ଖବର । ବର୍ତ୍ତମାନ ସ୍କୁଲ ଛାତ୍ରଛାତ୍ରୀମାନେ ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ । ଶୁକ୍ରବାର ଏ ସଂପର୍କରେ ସ୍କୁଲ ଏବଂ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦନ ଗୋଣ୍ଡ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲ…
୨୦୨୫-୨୬ ଆର୍ଥିକ ବର୍ଷରେ WDC-PMKSY 2.0 ଅଧୀନରେ ୭ଟି ଅତିରିକ୍ତ ପ୍ରକଳ୍ପ ମଞ୍ଜୁର
ଅନୁମୋଦିତ ପାଣ୍ଠିର ୮୩% ବ୍ୟବହାର କରି ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଅଛି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା ୨.୦ ର ଜଳବିଭାଜିକା ଅଧୀନରେ ପାଣ୍ଠି ବ୍ୟବହାରରେ ଓଡ଼ିଶା ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। ଆଜି କେନ୍ଦ୍ର କୃଷି ଓ କୃଷକ!-->!-->!-->!-->!-->!-->!-->…
ସୋଆ ବିଶ୍ୱବିଦ୍ୟାଳୟରେ ର୍ୟାଗିଂ ବିରୋଧୀ ସପ୍ତାହ ପାଳିତ
ଭୁବନେଶ୍ୱର, ଅଗଷ୍ଟ ୨୧: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ର୍ୟାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ!-->…
ରାଜ୍ୟରେ ସ୍ୱାସ୍ଥ୍ୟସେବା ନବସୃଜନକୁ ବୃଦ୍ଧି ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଏବଂ ବିସିକେଆଇସି ଫାଉଣ୍ଡେସନ୍…
- ସ୍ୱାସ୍ଥ୍ୟସେବା ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ବିନିଯୋଗ ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ସୃଷ୍ଟି କରିବା ଲକ୍ଷ୍ୟ - ସ୍ୱାସ୍ଥ୍ୟସେବା ନବସୃଜନ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାକୁ ଷ୍ଟାର୍ଟଅପ୍ସଙ୍କୁ ଆକର୍ଷିତ କରିବ
ଭୁବନେଶ୍ୱର, ୨୧/୦୮/୨୦୨୫:!-->!-->!-->!-->!-->…
ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୫୧୦୦ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ବଳ ଦେବ
ମୁମ୍ବାଇ, ୨୧ ଅଗଷ୍ଟ, ୨୦୨୫:ରିଲାଏନ୍ସ ଫାଉଣ୍ଡେସନର ବାର୍ଷିକ ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୫୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ। କେବଳ ପ୍ରଥମ ବର୍ଷର ନିୟମିତ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ!-->…
ଓବେନ ଇଲେକଟ୍ରିକ ପକ୍ଷରୁ ଏହାର ୫୦ ତମ ନୂଆ ଶୋ’ରୁମର ଶୁଭାରମ୍ଭ
ଭୁବନେଶ୍ୱର : ଅଗ୍ରଣୀ ଇଲେକଟ୍ରିକ ମୋଟରସାଇକେଲ ନିର୍ମାତା କମ୍ପାନୀ ଓବେନ ଇଲେକଟ୍ରିକ ଆନ୍ଧ୍ରପ୍ରଦେଶ ବିଶାଖାପଟନାରେ ଏହାର ୫୦ ତମ ଶୋରୁମର ଉଦଘାଟନ କରିଛି । କମ୍ପାନୀ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ ୧୫୦ରୁ ଉର୍ଦ୍ଧ୍ୱ ଶୋରୁମ ଏବଂ ସର୍ଭିସ ସେଂଟର ଖୋଲିବାର ଲକ୍ଷ୍ୟ ରହିଛି ।…
ରିଲାଏନ୍ସ ଜିଓର ପ୍ଲାନଗୁଡ଼ିକ ସବୁଠାରୁ ଶସ୍ତା: ବିଏନପି ପାରିବାସ ରିପୋର୍ଟ
ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଜିଓର ଟାରିଫ୍ ପ୍ଲାନଗୁଡ଼ିକ ଅନ୍ୟ ଟେଲିକମ୍ ଅପରେଟରମାନଙ୍କ ତୁଳନାରେ ସବୁଠାରୁ ଶସ୍ତା ରହିଛି। ଅଗ୍ରଣୀ ବିଶ୍ଳେଷକ ସଂସ୍ଥା ବିଏନପି ପାରିବାସ ଏହାର ରିପୋର୍ଟରେ କହିଛି ଯେ ସମ୍ପ୍ରତି ଟାରିଫ୍ ପରିବର୍ତ୍ତନ ସତ୍ତ୍ୱେ, ଜିଓର ଲୋକପ୍ରିୟ ପ୍ଲାନଗୁଡ଼ିକ…
ଦୀର୍ଘସ୍ଥାୟୀତା କ୍ଷେତ୍ରରେ ଆଉ ପାଦେ : ଟାଟା ଷ୍ଟିଲ୍ର ଏଫ୍ଏଏମ୍ଡି କର୍ମଚାରୀ ପରିବହନ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି…
ବ୍ରାହ୍ମଣୀପାଳ, ଅଗଷ୍ଟ ୨୦, ୨୦୨୫: ଟାଟା ଷ୍ଟିଲ୍ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ୍ (ଏଫ୍ଏଏମ୍ଡି) ବ୍ରାହ୍ମଣୀପାଳ ସ୍ଥିତ ଫେରୋ ଆଲଏଜ ପ୍ଲାଣ୍ଟ୍ (ଏଫ୍ଏପି) ରେ କର୍ମଚାରୀ ପରିବହନ ପାଇଁ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ଆରମ୍ଭ କରି ନିଜର ଦୀର୍ଘସ୍ଥାୟୀତା କ୍ଷେତ୍ରରେ…
ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଲେ ସି.ପି ରାଧାକ୍ରିଷ୍ଣା
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଷ୍ଟ୍ରିୟ ଗଣତାନ୍ତ୍ରିକ ମେଣ୍ଟ (ଏମଡିଏ)ର ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣା ବୁଧବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଗରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସମେତ,…