Browsing Category

କ୍ରୀଡା

ଏହି ତିନୋଟି ଖେଳାଳୀଙ୍କୁ ‘କିପ ଇଟ୍ ଅଫ’ ଚ୍ୟାଲେଞ୍ଜ ପାଇଁ ଆହ୍ୱାନ ଦେଲେ ଯୁବରାଜ

ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ କ୍ରିକେଟର ଯୁବରାଜ ସିଂହ ସୋସିଆଲ ମିଡିଆରେ ଚାଲିଥିବା ‘(keep it up)’ ଚ୍ୟାଲେଞ୍ଜକୁ ନିଜେ କରି ଦେଖାଇଛନ୍ତି । ଏହା ପରେ ସେ ତିନୋଟି ଖେଳାଳୀଙ୍କୁ ଏହି ଚ୍ୟାଲେଞ୍ଜ ପାଇଁ ନୋମିନେଟ କରିଛନ୍ତି । ଯୁବରାଜ ଏହି ‘(keep it up)’ ଚ୍ୟାଲେଞ୍ଜ ପାଇଁ ମାଷ୍ଟର…

ଅର୍ଜୁନ ପୁରସ୍କାର ପାଇଁ ବୁମରାଙ୍କ ନାମ ସୁପାରିସ କରିପାରେ ବିସିସିଆଇ

ସମ୍ମାନଜନକ ଅର୍ଜୁନ ପୁରସ୍କାର ନିମନ୍ତେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କ ନାମ ବିସିସିଆଇ ତରଫରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ କରାଯିବାର ସମ୍ଭାବନା ରହିଛି। ଅର୍ଜୁନ ପୁରସ୍କାର ନିମନ୍ତେ ପୁରୁଷ ଓ ମହିଳା ବିଭାଗରେ କେଉଁ କ୍ରିକେଟର୍‌ଙ୍କ ନାମ ସୁପାରିସ କରାଯିବ ତାହା ଚଳିତ…

କିଙ୍ଗସ ଏକାଦଶ ପଞ୍ଜାବକୁ ନେଇ ବିସ୍ଫୋରକ ବୟାନ ଦେଲେ ଯୁବରାଜ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଯୁବରାଜ ସିଂହ ନିଜର ପୁରୁଣା ଦଳ କିଙ୍ଗସ ଏକାଦଶ ପଞ୍ଜାବକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଯୁବରାଜ ସିଂହ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିଲେ । ପୂର୍ବତ୍ତନ ଅଲରାଉଣ୍ଡର କହିଛନ୍ତି ଯେ, ସେ କିଙ୍ଗସ ଏକାଦଶ ପଞ୍ଜାବକୁ ଛାଡିବା…

ଷ୍ଟିଭ ସ୍ମିଥଙ୍କୁ ଆଉଟ କରିବା ଟ୍ୱିଟକୁ ନେଇ ସୋଏବଙ୍କୁ ଖୁବ ସମାଲୋଚିତ କଲେ ଆଇସିସି

ପାକିସ୍ତାନର ପୂର୍ବତ୍ତନ ଦ୍ରୁତ ବୋଲର ସୋଏବ ଅଖତର ନିକଟରେ କହିଥିଲେ ଯେ, ସେ ନିଜର ତିନୋଟି ବାଉନ୍ସର ପରେ ଚତୁର୍ଥ ବାଉନ୍ସରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଆଉଟ କରିପାରନ୍ତି । ସୋଏବଙ୍କର ଏହି ଉକ୍ତିକୁ ନେଇ ଆଇସିସି ତାଙ୍କୁ ଖୁବ ସମାଲୋଚିତ କରିଛନ୍ତି । ଇଏସପିଏନ କ୍ରିକଇନଫୋ ପକ୍ଷରୁ…

କରୋନା ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲେ କିମ୍ବଦନ୍ତୀ ଫୁଟବଲ ପ୍ଲେୟାର ଲିଓନାଲ୍ ମେସି

ଆର୍ଜେଣ୍ଟିନାର ଷ୍ଟାର୍ ଫୁଟୁବଲ ପ୍ଲେୟାର ଲିଓନାଲ୍ ମେସି କରୋନା ମୁକାବିଲା ପାଇଁ ପୁଣି ଥରେ ସାହାଯ୍ୟର ହାତ ବଡାଇଛନ୍ତି । ସେ ଦେଶର ଏକ ହସ୍ପିଟାଲକୁ ୫ ଲକ୍ଷ ୟୁରୋ ସାହାଯ୍ୟ କରିଛନ୍ତି । ଖବର ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ମେସି ୫୪୦,୦୦୦ ଡଲାର ବା ପ୍ରାୟ ୪ କୋଟି ଟଙ୍କା ଦାନ…

ତାମିଲି ଗୀତରେ ଡ୍ୟାନ୍ସ କଲେ ପିଟରସନ, ଭିଡିଓକୁ ସେୟାର କଲେ ଏୟାର ରେହମାନ

ଡେଭିଡ ୱାର୍ନରଙ୍କ ପରେ ଏବେ ଇଂଲଣ୍ଡ ଦଳର ପୂର୍ବତ୍ତନ ଅଧିନାୟକ କେଭିନ ପିଟରସନଙ୍କୁ ଟିକ୍‌ଟକ ନିଶା ଚଢିବା ଆରମ୍ଭ ହେଲାଣି । ପିଟରସନ ନିଜ ଟିକ୍‌ଟକ ଭିଡିଓରେ ଏୟାର ରେହମାନଙ୍କ ତାମିଲି ଗୀତିରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ପିଟରସନଙ୍କ ଏହି ଭିଡିଓକୁ ଏୟାର ରେହମାନ ନିଜ…

ୱାର୍ନରଙ୍କୁ ମିଳିଲା ଫିଲ୍ମରେ ଅଭିନୟ କରିବା ପାଇଁ ଅଫର

କରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁଁ ଜୀବନରେ ଅନେକ କିଛି ନୂଆ କରିବା ପାଇଁ ସୁ୍‌ଯୋଗ ମିଳିଛି । କରୋନା ଭାଇରସ ଯୋଗୁଁ ଖେଳର ସମସ୍ତ ଗତିବିଧିକୁ ବନ୍ଦ କରାଇ ଦିଆଯାଇଛି । ସମସ୍ତ ଖେଳାଳୀ ଘରେ ରହି କିଛି ନୂଆ କରିବା ପାଇଁ ପ୍ରୟାସ କରୁଛନ୍ତି । କିଛି ଖେଳାଳୀ ଏହି ସମୟରେ ଅନ୍ୟ…

ଲକ୍‌ଡାଉନରେ କିପରି ଖେଳାଯିବ କ୍ରିକେଟ, ଏକ ମଜାଦାର ଭିଡିଓ ସେୟାର କଲେ ଆକାଶ ଚୋପ୍ରା

ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ତଥା ଲୋକପ୍ରିୟ ହିନ୍ଦି କମେଣ୍ଟେଟର ଆକାଶ ଚୋପ୍ରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଯୁବକ ଜଣକ ଏକେଲା କ୍ରିକେଟ ଖେଳିବା ସହ ସେ ବୋଲର, ବ୍ୟାଟ୍ସମ୍ୟାନ, ଫିଲ୍ଡର, ଓମ୍ପାୟାର ଏବଂ ୱିକେଟକିପରି ଭଳି ସମସ୍ତଙ୍କ…

ଚେନ୍ନାଇ ନୁହେଁ, ମୁମ୍ବାଇ ହେଉଛି ହରଭଜନଙ୍କ ପ୍ରିୟ ଟିମ, କହିଲେ କିଛି ଏପରି କାରଣ

ଭାରତୀୟ ଦଳର ଅଫ ସ୍ପିନର ହରଭଜ ସିଂହ ନିଜ ପ୍ରିୟ ଆଇପିଏଲ ଟିମର ଚୟନ କରିଥିବାବେଳେ ଏହାକୁ ଶୁଣି ଚେନ୍ନାଇ ସୁପର କିଙ୍ଗ ପ୍ରଶଂସକମାନେ ହଜମ କରିପାରୁନଥିବେ । ହରଭଜନ ଚେନ୍ନାଇ ସୁପରକିଙ୍ଗ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସକୁ ନିଜର ପ୍ରିୟ ଟିମ ବୋଲି ବିବେଚନା କରିଛନ୍ତି…

ଯୁବରାଜ ହୋଇଥାନ୍ତେ ଭାରତୀୟ ଦଳର ଅଧିନାୟକ, କିନ୍ତୁ ଭାଗ୍ୟବଶତଃ ଧୋନୀ ହୋଇଥିଲେ ଦଳର ଅଧିନାୟକ !

ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଅଟନ୍ତି, କିନ୍ତୁ ଯୁବରାଜଙ୍କ ବାପା ଯୋଗରାଜ ଭାରତୀୟ ଦଳର ଏହି ମହାନ ଖେଳାଳୀଙ୍କୁ ସମାଲୋଚିତ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରନ୍ତି ନାହିଁ । ଗୋଟିଏ ଟେଷ୍ଟ ମ୍ୟାଚ ଏବଂ ୬ଟି ଦିନିକିଆରେ ଭାରତୀୟ ଦଳ ପାଇଁ ଅଧିନାୟକତ୍ୱ…