Browsing Category
କ୍ରୀଡା
୪୬ ବର୍ଷ ବୟସରେ ବାପା ହେଲେ ଜାହିର ଖାନ, ସେୟାର କଲେ ପ୍ରଥମ ଫଟୋ
ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ଏବଂ ତାଙ୍କ ପତ୍ନୀ ସାଗରିକା ଘାଟଗେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଦୁହେଁ ସେମାନଙ୍କ ପୁଅର ନାମ ଫତେହ ସିଂହ ଖାନ ରଖିଛନ୍ତି। ବୁଧବାର ଦିନ ଏହି ଦମ୍ପତି ଏକ ମିଳିତ ପୋଷ୍ଟ ସେୟାର କରି ଏହାକୁ ନିଶ୍ଚିତ କରିଛନ୍ତି। ଦମ୍ପତିଙ୍କ…
‘ମୋତେ କାହିଁକି ଏହା ଦିଆଗଲା ‘, ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କ ନାମ ଶୁଣି ଧୋନି ହୋଇଗଲେ…
ଲକ୍ଷ୍ନୌ ବିପକ୍ଷରେ ଧୋନି ୨୩୬.୩୬ ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଥିଲେ। ଏହି ସମୟରେ ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମ୍ୟାଚ୍ ପରେ ଯେତେବେଳେ ତାଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଡକାଯାଇଥିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହେନ୍ଦ୍ର ସିଂହ ଧୋନି…
ଋତୁରାଜଙ୍କ ସ୍ଥାନ ନେଇପାରନ୍ତି ୧୭ ବର୍ଷୀୟ ଆୟୁଷ
ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ସ୍ଥାନରେ ମୁମ୍ବାଇର ୧୭ ବର୍ଷୀୟ ଓପନର ଆୟୁଷ ମହାତ୍ରେଙ୍କୁ ସାମିଲ କରିବାକୁ ବିଚାର କରୁଛି। ତେବେ ସିଏସ୍କେ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ହାତରେ ଫ୍ରେକ୍ଚର କାରଣରୁ ଋତୁରାଜଙ୍କ ପୂରା ଟୁର୍ଣ୍ଣାମେଣ୍ଟରୁ…
‘ମୋତେ ଆଉ ଏକ ସୁଯୋଗ ଦିଅ..’, ୪୦ ବଲ୍ ରେ ୮୯ ରନ୍ କରିଥିବା କରୁଣ ନାୟାରଙ୍କ ସଂଘର୍ଷ ଆପଣଙ୍କୁ ଭାବପ୍ରବଣ…
କେବଳ ଆଇପିଏଲ୍ ନୁହେଁ, ନିକଟରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ମଧ୍ୟ କରୁଣ ଅନେକ ରନ୍ କରିଛନ୍ତି। ଯଦି ସେ ଆଇପିଏଲରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖନ୍ତି, ତେବେ ଚୟନକର୍ତ୍ତାମାନେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ତାଙ୍କ ନାମ ଉପରେ ବିଚାର କରିପାରନ୍ତି।
ଆଇପିଏଲ୍ ୨୦୨୫ରେ ରବିବାର…
ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦଯାତ୍ରାର ଆୟୋଜନ
ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣୀ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରବିବାର ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।
କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର…
କେକେଆର ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ନାରିନ ଓ ଦିଗବିଜେଶଙ୍କ ମଧ୍ୟରେ ଦେଖିବାକୁ ମିଳିବ…
ଦିଗବିଜେଶ କେକେଆରର ଅଭିଜ୍ଞ ଅଲରାଉଣ୍ଡର ନାରିନଙ୍କ ବଡ଼ ପ୍ରଶଂସକ, କିନ୍ତୁ ଦୁହେଁ ପରସ୍ପର ବିପକ୍ଷରେ ଖେଳିବେ। ନାରିନ୍ ଓ ଦିଗବିଜେଶଙ୍କ ମଧ୍ୟରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ କିଏ ଶୀର୍ଷରେ ଆସିବ ତାହା ଦେଖିବା ଆକର୍ଷଣୀୟ ହେବ। ଆଇପିଏଲ୍ ୨୦୨୫ରେ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା…
୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ୍ – ୨୦୨୫ ଉଦଘାଟିତ
ଭୁବନେଶ୍ବରର ସପ୍ତମ ବାଟାଲିୟନ ପଡିଆରେ ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ - ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇଥିଲେ ।
ଏହି ଅବସରରେ ଡିଜିପି ଖୁରାନିଆ ସମସ୍ତ …
ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇର ବୋଲିଂ ଶକ୍ତି ବୃଦ୍ଧି କରିବ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭେଟିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରୁ ୧୮ତମ ସିଜନର ୨୦ତମ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଚଳିତ ସିଜନର ପ୍ରଥମ ୪ଟି ମ୍ୟାଚ୍ ରୁ…
ପାୱାରପ୍ଲେ ରେ ହାଇଦ୍ରାବାଦ ପାଇଁ ଘାତକ ସାବ୍ୟସ୍ତ ହେଲେ ସିରାଜ
ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଭଲ ନଥିଲା। ମହମ୍ମଦ ସିରାଜ ପ୍ରଥମ ଓଭରରେ ଟ୍ରାଭିସ୍ ହେଡଙ୍କ ୱିକେଟ୍ ନେଇଥିଲେ। ଆଇପିଏଲରେ ପୂର୍ବରୁ ସିରାଜ ଓ ହେଡ୍ ପରସ୍ପରର ମୁହାଁମୁହିଁ ହୋଇନଥିଲେ, କିନ୍ତୁ ଚଳିତ ଥର ସିରାଜ, ହେଡଙ୍କ ପାଇଁ ଘାତକ ସାଜିଥିଲେ । ଆଇପିଏଲ୍ ୨୦୨୫ରେ…
“ଭୁବନେଶ୍ୱରରେ ଆରମ୍ଭ ହେଲା ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ର ପ୍ରାରମ୍ଭିକ ଅନୁଷ୍ଠାନ, ‘ଆଶା’…
ଭୁବନେଶ୍ୱର: ଏକ ବିଶେଷ ଆନନ୍ଦ ଓ ଗର୍ବର ମୁହୂର୍ତ୍ତ ଭାବରେ ଆଜି ଭୁବନେଶ୍ୱରର ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚାମ୍ପିୟନସିପ୍ ୨୦୨୫ ପାଇଁ Curtain Raiser ଅନୁଷ୍ଠିତ ହେଲା । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ଆଶା” ନାମକ!-->…