Browsing Category

କ୍ରୀଡା

ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବେ କୋହଲି, ବିସିସିଆଇ ଦେଲେ ସୂଚନା

ବିରାଟ କୋହଲି ଭାରତୀୟ କ୍ରିକେଟ୍ ବୋର୍ଡକୁ କହିଛନ୍ତି ଯେ ସେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛନ୍ତି, କିନ୍ତୁ ଶୀର୍ଷ ଅଧିକାରୀମାନେ ତାଙ୍କୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛନ୍ତି। ସେ ନିଜ ମନ ସ୍ଥିର କରି ବୋର୍ଡକୁ ଜଣାଇଛନ୍ତି ଯେ ସେ ଟେଷ୍ଟ   କ୍ରିକେଟ୍ ରୁ ଆଗକୁ…

ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପାଇଁ ଆଇପିଏଲ୍ ୨୦୨୫ ସ୍ଥଗିତ

ନୂଆଦିଲ୍ଲୀ: ଆଇପିଏଲ୍ ର ୨୦୨୫ ସଂସ୍କରଣକୁ ତୁରନ୍ତ ସ୍ଥଗିତ ରଖାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ସୀମାପାର ଉତ୍ତେଜନା ମଧ୍ୟରେ ବୋର୍ଡ ଦେଶ ସହ ଠିଆ ହେବାକୁ ଚାହୁଁଛି ଏବଂ ବର୍ତ୍ତମାନ ପାଇଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି ବୋଲି ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି। ଯଦି…

କାନେରିଆଙ୍କ ପୂର୍ବରୁ ଏହି ହିନ୍ଦୁ ଖେଳାଳୀ ପାକିସ୍ତାନ ପାଇଁ ଖେଳିଥିଲେ କ୍ରିକେଟ, ଜାଣନ୍ତୁ ସେ କିଏ

ଦାନିଶ କନେରିଆ କରାଚିରେ ଜନ୍ମଗ୍ରହଣ କରିଥିଲେ । କନେରିଆ ପରିବାର ମୂଳତଃ ଗୁଜରାଟୀ ଏବଂ ମାରୱାଡି ସମ୍ପ୍ରଦାୟ ସହିତ ତାଙ୍କର ସମ୍ପର୍କ ରହିଛି । ସେମାନଙ୍କ ପରିବାର ବହୁ ପୂର୍ବରୁ ସୁରତରୁ କରାଚି ଚାଲି ଆସିଥିଲେ। କ୍ରିକେଟର ହେବା ପାଇଁ ଦାନିଶଙ୍କ ମନରେ ଉତ୍ସାହ ଥିଲା ଏବଂ ୨୦୦୦ ରେ ସେ ଇଂଲଣ୍ଡ…

ବିରାଟଙ୍କ ଗୋଟିଏ ଲାଇକ ବଦଳାଇଦେଲା ଅବନୀତଙ୍କ ଜୀବନ

ବିରାଟ କୋହଲି-ଅବନୀତ କୌର ଇନଷ୍ଟାଗ୍ରାମ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କୋହଲି ଅନୁଷ୍କା ଶର୍ମାଙ୍କ ଜନ୍ମଦିନରେ ଅବନୀତଙ୍କ ଏକ ଫ୍ୟାନ୍ ପେଜ୍ ପୋଷ୍ଟକୁ ହଠାତ୍ ଲାଇକ୍ କରିଥିଲେ। ଏହି ଘଟଣା କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶଂସକମାନେ ଏହା ପଛର କାରଣ…

ଡଗଆଉଟରେ ବ୍ୟାଟ ସହ ଟ୍ୟାମ୍ପରେିଂ କରୁଥିଲେ ଧୋନି, ଭିଡିଓ ଭାଇରାଲ

ମହେନ୍ଦ୍ର ସିଂହ ଧୋନି ଏବଂ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୫ ବିଶେଷ ଭଲ ପ୍ରଦର୍ଶନ କରିନାହାନ୍ତି । ଧୋନିଙ୍କ ଦଳ ଆଇପିଏଲ୍ ର ଚଳିତ ସିଜନରୁ ପ୍ରଥମେ ବାଦ୍ ପଡ଼ିଥିଲା। ସେପଟେ ଖରାପ ପ୍ରଦର୍ଶନ ଯୋଗୁଁ ମହେନ୍ଦ୍ର ସିଂହ ଧୋନି ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ…

ଯେଉଁ ଲଜ୍ଜାଜନକ ପ୍ରଦର୍ଶନରୁ ସମସ୍ତ ଯୁବ ଖେଳାଳୀ ଦୂରେଇ ରହିବାକୁ ଚାହାନ୍ତି ସେହି ତାଲିକାରେ ସାମିଲ ହେଲେ ବୈଭବ

ଆଇପିଏଲ୍ ୨୦୨୫ର ୨୫ତମ ମ୍ୟାଚ୍ ଗତକାଲି (ମେ ୧) ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଆର୍ ଆର୍ ଟିମ୍ ନିଜ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ଆଉ ଏକ ବିସ୍ଫୋରକ ଇନିଂସ ଆଶା ରଖିଥିଲା। ତେବେ ଏମଆଇ ବିପକ୍ଷରେ ସେ ଆଶା…

୨୦୨୬ ଏସିଆନ୍ ଗେମ୍ସରେ ସାମିଲ ହେବ କ୍ରିକେଟ୍

ଆସନ୍ତା ବର୍ଷ ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସରେ କ୍ରିକେଟ୍ ଏକ ଅଂଶ ହେବାକୁ ଯାଉଛି। ଚଳିତ ସପ୍ତାହରେ ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ (ଓସିଏ) ଏବଂ ଆଇଚି-ନାଗୋୟା ଅଲିମ୍ପିକ୍ସଆୟୋଜନ କମିଟି (ଏଆଇଏନ୍ଏଜିଓସି) ମଧ୍ୟରେ ହେବାକୁ ଥିବା ବୈଠକରେ ଏ ନେଇ ଆନୁଷ୍ଠାନିକ ସୂଚନା ମିଳିବ।…

୩୦ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ କରାଯାଇଛି।ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହିତ ଓଡ଼ିଶାର ପ୍ରତିଟି ଜିଲ୍ଲାରେ…

ଲାଲ୍ ଗୋଲାପ ଓ ଡିଲିଟ୍ ହୋଇଥିବା ପୋଷ୍ଟ: କ’ଣ ସତରେ ଚହଲ ଓ ଆରଜେ ମହୱାଶ ନିଜ ପ୍ରେମ ଲୁଚାଉଛନ୍ତି କି?

କ୍ରିକେଟ ୍ ପଡ଼ିଆରେ ବ୍ୟାଟ୍ସମ୍ୟାନଙ୍କୁ ଚକିତ କରିବା ପାଇଁ ଜଣାଶୁଣା ୟୁଜବେନ୍ଦ୍ର ଚହଲ ଏବେ ଏକ ଆକର୍ଷଣୀୟ 'ଗୁଗଲି'ରେ ଫସିଯାଇଛନ୍ତି- କିନ୍ତୁ ଏଥର ଏହାର କାରଣ ଜଣେ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି, ବରଂ ଲାଲ ଗୋଲାପ ଏବଂ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ! ଚହଲ ଗୋଲାପ ଫୁଲ ଫୁଲ ସହ ସେଲଫି ପୋଷ୍ଟ…

ହାଇଦ୍ରାବାଦ ଏପର୍ଯ୍ୟନ୍ତ ନିଜ ଘର ବାହାରେ ଜିତିପାରିନାହିଁ ଦେଖନ୍ତୁ ମ୍ୟାଚ୍ ରିପୋର୍ଟ

ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଜବାବରେ ମୁମ୍ବାଇ ୧୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୬ ରନ୍ କରି ମ୍ୟାଚ୍ କୁ ନିଜ ସପକ୍ଷରେ ସୁରକ୍ଷିତ କରି ନେଇଥିଲା। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ…