Browsing Category

କ୍ରୀଡା

ମୋଇନ ଅଲ୍ଲୀଙ୍କୁ ଦଳରେ ସାମିଲ କଲା ଇଂଲଣ୍ଡ, ଏପଟେ ବିରାଟଙ୍କ ବଢିଲା ଟେନସନ

ଗୁରୁବାରଠୁ ୨ୟ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ଟେଷ୍ଟ ଡ୍ର ପରେ ଏବେ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । କିନ୍ତୁ ଠିକ୍‌ ଏହି ସମୟରେ ଇଂଲଣ୍ଡ ଦଳରେ ସାମିଲ ହୋଇଛନ୍ତି ଷ୍ଟାର୍‌ ଅଫ ସ୍ପିନର ମୋଇନ ଅଲୀ । ଯାହାକି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ମାନଙ୍କୁ ଅସୁବିଧାରେ…

ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ନ୍ୟୁଜିଲାଣ୍ଡର ଏହି ପୂର୍ବତ୍ତନ କ୍ରିକେଟର, ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ପୂର୍ବତନ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର କ୍ରିସ କ୍ରେନ୍ସଙ୍କ ଅବସ୍ଥା ଗୁରୁତର । ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୫୧ ବର୍ଷିୟ କ୍ରେନ୍ସର ମୁଖ୍ୟ ଧମନୀର ଭିତର ଭେନ୍ କଟିଯାଇଛି । ଏହା ପରେ ତାଙ୍କୁ ଗତ ସପ୍ତାହରେ…

ଜାତିଆଣ ମନ୍ତବ୍ୟ ଅଭିଯୋଗରେ ଅଭିନେତ୍ରୀ ମିରା ମିଥୁନ ଗିରଫ

ବିଗ ବସକୁ ଛୋଟ ପରଦାର ସବୁଠୁ ବିବାଦୀୟ ରିୟଲିଟି ଟିଭି ଶୋ’ କୁହାଯାଏ। ଖାଲି ସେତିକି ନୁହେଁ, ଏହି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନେ ମଧ୍ୟ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ଏମିତି କିଛି ଦେଖିବାକୁ ମିଳିଛି ଅଭିନେତ୍ରୀ ମୀରା ମିଥୁନଙ୍କ କ୍ଷେତ୍ରରେ। ତାମିଲନାଡୁ ପୁଲିସର…

ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ, କିନ୍ତୁ ଏହା ପୂର୍ବରୁ ନିୟମରେ ବଡ ପରିବର୍ତ୍ତନ କଲା ବିସିସିଆଇ

ପୁଣିଥରେ ହେବ ଚୌକା-ଛକାର ବର୍ଷା। କାରଣ ସେପ୍ଟମ୍ବର ୧୯ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗର ବଳକା ମ୍ୟାଚ୍। ୟୁଏଇରେ ଖେଳାଯିବାକୁ ଥିବା ବେଳେ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାରେ ପହଁଞ୍ଚିଛି। ତେବେ ଆଇପିଏଲ କମିଟି କରୋନା ସଂକ୍ରମଣ ଓ ଖେଳାଳିଙ୍କ ସୁରକ୍ଷା ତଥା…

ଆଗାମୀ ଦିନରେ ଅଲମ୍ପିକ୍ସରେ ଦେଖିବାକୁ ମିଳିପାରେ ଛକା-ଚୌକାର ବର୍ଷା, କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ଚଳାଇଛି…

ଅଲମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ୍। ଅଲମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି) ଏହି କ୍ରୀଡ଼ା ମହାକୁମ୍ଭରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି…

ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ମ୍ୟାଚ ଦେଖିବା ପାଇଁ ଲଣ୍ଡନ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲୀ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡ୍‌ରେ ବସି ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଖୁବ୍‌ ଶୀଘ୍ର ଲଣ୍ଡନ ଯାତ୍ରା କରିବେ । ସୂଚନା ମୁତାବିକ, ୮ ତାରିଖରୁ ବ୍ରିଟେନ୍‌ ସରକାର ଭାରତ ପାଇଁ କରୋନା କଟକଣା…

ଆସନ୍ତା ୨୪ରୁ ଟୋକିଓ ପାରାଲିମ୍ପିକ୍ସ ଆରମ୍ଭ, ପ୍ରମୋଦଙ୍କ ଉପରେ ରହିଛି ସାରା ଦେଶର ଆଶା

ଟୋକିଓ ଅଲିମ୍ପିକ୍ସ ଶେଷ ହୋଇଛି । ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପାରାଲିମ୍ପିକ୍ସ-୨୦୨୦ । ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତ୍‌ ଅଂଶ ଗ୍ରହଣ କରିବେ । ତାଙ୍କର ପୂର୍ବ ପ୍ରଦର୍ଶନ ଅନୁସାରେ ସେ ଟୋକିଓରେ ପଦକ…

ବଦଳିଲା ଖେଳରତ୍ନ ପୁରସ୍କାରର ନାମ: ଏଣିକି ରାଜୀବ ଗାନ୍ଧୀ ନୁହେଁ ମେଜର୍‌ ଧ୍ୟାନ ଚାନ୍ଦଙ୍କ ନାମରେ ରହିବ‌ ଆୱାର୍ଡ

କେନ୍ଦ୍ର ସରକାର ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହା ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବରେ ଜଣାଶୁଣା| ଏହାପୂର୍ବରୁ ଏହି ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍…

ସେମି ଫାଇନାଲରେ ପ୍ରବେଶ କଲେ ବଜରଙ୍ଗ ପୁନିଆ

ନିରାଶ ପରେ ପୁଣି ଜାଗିଲା ଆଶାର କିରଣ । ଟୋକିଓରେ ଦମ୍ ଦେଖାଇଛନ୍ତି ବଜରଙ୍ଗ ପୁନିଆ । ଜବରଦସ୍ତ ବିଜୟ ସହ ସେମିଫାରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ । ଅପରାହ୍ଣରେ ହେବ ସେମିଫାଇନାଲ ମୁକାବିଲା । ଏବେ ବଜରଙ୍ଗ ପୁନିଆଙ୍କ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । ପୁନିଆଙ୍କ ପାଖରେ କୁସ୍ତିରେ…

ବ୍ରିଟେନ ଠାରୁ ହାରି ମଧ୍ୟ ସମସ୍ତଙ୍କ ହୃଦୟ ଜିତିଲା ଭାରତୀୟ ମହିଳା ହକି ଦଳ

ମହିଳା ହକିରେ ଭାରତର ବ୍ରୋଞ୍ଜ ଆଶା ଧୂଳିସାତ୍ । ଟୋକିଓରେ ଲଢୁଆ ପ୍ରଦର୍ଶନ କରିବା ପରେ ବି ହାରିଛି ଭାରତ । ବ୍ରିଟେନଠାରୁ ୪-୩ରେ ହାରିଲା ଭାରତ । ଫଳରେ ବ୍ରୋଞ୍ଜ ପଦକ ହାସଲ କରିଛି ବ୍ରିଟେନ୍ । ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ ଦୀର୍ଘ ସମୟ ଧରି…