Browsing Category

କ୍ରୀଡା

ଆଜିଠୁ ଚତୁର୍ଥ ଟେଷ୍ଟ, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତୀୟ ଦଳ

ଆଜି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ । ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଓଭାଲ ଗ୍ରାଉଣ୍ଡ୍‌ରେ ଦୋହରାଇବା ପାଇଁ ଘରୋଇ ଇଂଲଣ୍ଡ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତୀୟ ଦଳ ପୁଣି ଥରେ ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି । ତୃତୀୟ ଟେଷ୍ଟରେ ଇନିଂସ…

ଟୋକିଓ ପାରାଲିମ୍ପିକ୍ସ: ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତିଲେ ଅବନୀ

ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତର ଅବନୀ ଲେଖରା ଇତିହାସ ରଚିଛନ୍ତି। ସେ ୨୪୯.୬ ସ୍କୋର ସହିତ 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH-1 ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି | ପାରାଅଲିମ୍ପିକ୍ ଗେମ୍ସରେ ଏହା ଏକ ନୂଆ ରେକର୍ଡ | ଏହି ବିଜୟ ସହିତ ଅବନୀ ୟୁକ୍ରେନର ଇରିୟାନା ଶେଟନିକ୍…

ଆଜିଠୁ ତୃତୀୟ ଟେଷ୍ଟ ଆରମ୍ଭ, ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଇଂଲଣ୍ଡ

ଆଜିଠୁ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍। ଲର୍ଡସରେ ନାଟକୀୟ ବିଜୟ ହାସଲ ପରେ ଆତ୍ମବିଶ୍ୱାସରେ ଥିବା ବିରାଟ କୋହଲିଙ୍କ ଦଳ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ଖେଳିବ। ଭାରତ ୧-୦ରେ ଆଗୁଆ ଥିବାରୁ ଶୃଙ୍ଖଳାରେ ବିଜୟ ଯାତ୍ରା ଜାରି ରଖିବାକୁ ଚାହିଁବ ଟିମ୍ ଇଣ୍ଡିଆ। ଆଉ ଏକ ବିଜୟ ପାଇଲେ ଭାରତ…

ଦୀର୍ଘ ୧୦ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ…

ବର୍ଷେ କି ଦୁଇ ବର୍ଷ ନୁହେଁ ପୁରା ୧୦ ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କଲେ। ଆଉ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ ହୃଦୟ ଜିଣିଲେ। କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଲେଖିଥିବା ପାକିସ୍ତାନର ଫାୱାଦ ଆଲମଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା। କାରଣ ଦୀର୍ଘ ୧୦ ବର୍ଷ ପରେ ଜାତୀୟ ଦଳକୁ…

୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପରେ ଚମକିଲେ ସାଇଲି, ଲଙ୍ଗ ଜମ୍ପରେ ହାତେଇଲେ ରୌପ୍ୟ

କେନିଆର ନାଇରୋବି ଠାରେ ଅନୁଷ୍ଠିତ ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ ଭାରତ ପାଇଁ ସବୁଠୁ ସଫଳ ସାବ୍ୟସ୍ତ ହୋଇଛି। ଜୁନିୟର ବିଶ୍ୱଚାମ୍ପିଅନ୍‌ସିପ୍‌ର ଗୋଟିଏ ସଂସ୍କରଣରେ ପ୍ରଥମ ଥର ପାଇଁ ଭାରତକୁ ୩ଟି ପଦକ ମିଳିଛି । ପୂର୍ବରୁ ୪ଗୁଣା ୪୦୦ ମିଟର ମିକ୍ସଡ୍‌ ଟିମ୍‌ ରିଲେରେ…

ଲର୍ଡ୍ସରେ ଭାରତୀୟ ଦଳର ଐତିହାସିକ ବିଜୟ, ୧୫୧ ରନରେ ପରାସ୍ତ ହେଲା ଇଂଲଣ୍ଡ

ଭାରତର ଦ୍ରୁତ ବୋଲରମାନେ ଲର୍ଡ୍ସ ଟେଷ୍ଟର (Lords Test) ପଞ୍ଚମ ଦିନରେ ଚମତ୍କାର ବୋଲିଂ କରି ନିଜ ଦଳକୁ ୧୫୧ ରନରେ ବିଜୟୀ କରିବାରେ ସାହାଯ୍ୟ କରିଥିଲେ । ଲର୍ଡ୍ସ ଟେଷ୍ଟର ପଞ୍ଚମ ଦିନରେ ଭାରତ (Team India) ପ୍ରଥମ ସେସନ ବ୍ୟାଟିଂ କରିଥିଲା ଓ ଏହା ପରେ ଦ୍ୱିତୀୟ ସେସନର କିଛି ଓଭର ଖେଳିବା…

ଏତେ ମହଙ୍ଗା ଶାଢ଼ୀ ପିନ୍ଧି ଚର୍ଚ୍ଚାରେ ପି ଭି ସିନ୍ଧୁ, ଦାମ ଜାଣିଲେ ଆପଣ ବି ଚମକିପଡ଼ିବେ

ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତର ନାମ ଉଜ୍ୱଳ କରିଥିବା ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ନିକଟରେ ଏକ ଶାଢି ପିନ୍ଧି ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ପିଭି ସିନ୍ଧୁ ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ପିଭି ସିନ୍ଧୁଙ୍କ ଏହି ଶାଢୀ ଫଟୋ ଖୁବ୍ ଭାଇରାଲ୍ ହେବାରେ…

ୱେଷ୍ଟଇଣ୍ଡିଜ ପାଇଁ ସଂକଟମୋଚନ ସାଜିଲେ ଏହି ୧୯ ବର୍ଷିୟ ଖେଳାଳୀ, ୧୧ ନମ୍ବରେ ବ୍ୟାଟିଙ୍ଗ କରି ଦଳକୁ ଦେଲେ ଦମଦାର ବିଜୟ

ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଦ୍ୱିତୀୟ ସଂସ୍କରଣରେ ୱେଷ୍ଟଇଣ୍ଡିଜ ଦଳର ଶାନଦାର ଆରମ୍ଭ। କିଙ୍ଗଷ୍ଟନ୍‌ ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରି ୱେଷ୍ଟଇଣ୍ଡିଜ ବିଜୟୀ ହୋଇଛି। ୱେଷ୍ଟଇଣ୍ଡିଜ ଆଗରେ ୧୬୮ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ। ହେଲେ ୱେଷ୍ଟଇଣ୍ଡିଜ ଦଳ…

ବିଦେଶ ମୁହାଁ ଭାରତୀୟ ଖେଳାଳୀ, ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଉନ୍ମୁକ୍ତ ଚାନ୍ଦ

ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଆଉ ଜଣେ ଷ୍ଟାର କ୍ରିକେଟର। ଯାହାଙ୍କ ନେତୃତ୍ବରେ ଭାରତୀୟ ଅଣ୍ଡର-୧୯ ଦଳ ଜିତିଥିଲା ବିଶ୍ୱକପ। ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି ଉନ୍ମୁକ୍ତ ଚାନ୍ଦ। ୨୦୧୨ ମସିହାରେ ଉନ୍ମୁକ୍ତ ଚାନ୍ଦଙ୍କ ଅଧିନାୟକତ୍ୱରେ ଅଣ୍ଡର-୧୯…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ପଦ ଛାଡ଼ିବେ ରବି ଶାସ୍ତ୍ରୀ

ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ସ୍ଥାନ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ ଭାରତ ଅରୁଣ, ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ଓ ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ…