Browsing Category
କ୍ରୀଡା
ବିଏମଡ଼ବ୍ଲ୍ୟୁ ମୋଟୋରାଡ଼ ଇଂଟରନ୍ୟାଶନାଲ ଜିଏସ ଟ୍ରଫି ୨୦୨୨ ପାଇଁ ଟିମ୍ ଇଣ୍ଡିଆ ଘୋଷିତ
ଭୁବନେଶ୍ୱର: ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ପକ୍ଷରୁ ‘ଟିମ୍ ଇଣ୍ଡିଆ’ ପାଇଁ ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି ଯେଉଁମାନେ ବିଏମଡ଼ବ୍ଲ୍ୟୁ ମୋଟୋରାଡ୍ ଇଂଟର୍ନ୍ୟାଶନାଲ ଜିଏସ ଟ୍ରଫି ୨୦୨୨ ରେ ଅଂଶଗ୍ରହଣ କରିବେ । ଏହି ଫାଇନାଲିଷ୍ଟଙ୍କୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ମଲ୍ଟି-ସିଟି କ୍ୱାଲିଫାୟର…
ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଦେଶରେ ମୋଟ ମାମଲା ୯୭
ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି।
ଦିଲ୍ଲୀରେ ଆଜି…
‘ଖେଳ ଠାରୁ ବଡ଼ କେହି ନୁହେ’, ଇଶାରା ଇଶାରାରେ କୋହଲିଙ୍କୁ ଚେତାବନୀ ଦେଲେ କ୍ରୀଡାମନ୍ତ୍ରୀ
ବିରାଟ କୋହଲିଙ୍କୁ ୱାନଡେ କ୍ୟାପଟେନ୍ ପଦରୁ ହଟାଯିବା ପରେ ସ୍ଥିତି ଖୁବ୍ ଉତ୍ତେଜନାମୂଳକ ରହିଛି। ବିସିସିଆଇ ନିକଟରେ ବିରାଟ କୋହଲିଙ୍କୁ ୱାନଡେ କ୍ୟାପଟେନ୍ ପଦରୁ ଟିମ୍ ଇଣ୍ଡିଆରେ ବିବାଦର ଖବର ସାମନାକୁ ଆସୁଛି। ଏହା ଭିତରେ ଖେଳ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଗଣମାଧ୍ୟମ ସହିତ କଥା ହୋଇ…
ରୋହିତ ଏବଂ କୋହଲିଙ୍କ ମଧ୍ୟରେ ଘନେଇବାରେ ଲାଗିଛି ବିବାଦ, ଦିନିକିଆରୁ ଓହରିପାରନ୍ତି କୋହଲି
ଆସନ୍ତା ୨୬ରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ଆରମ୍ଭ ହେଉଥିବା ବେଳେ ଟେଷ୍ଟ୍ ସିରିଜ୍ରୁ ଆହତ ରୋହିତ ଶର୍ମା ବାଦ୍ ପଡ଼ିସାରିଛନ୍ତି। ସେହିପରି ଜାନୁଆରୀରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଓହରିବା ପାଇଁ ବିସିସିଆଇକୁ ଆବେଦନ…
ଆଇସିସି ପକ୍ଷରୁ ନଭେମ୍ବର ମାସର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ମନୋନୀତ ହେଲେ ୱାର୍ଣ୍ଣର
ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍ନର ଡେଭିଡ୍ ୱାର୍ଣ୍ଣର ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ନଭେମ୍ବର ପାଇଁ ମାସର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଘୋଷିତ ହୋଇଛନ୍ତି। ପୁଣି ୱେଷ୍ଟଇଣ୍ଡିଜ୍ର ଅଲ୍ରାଉଣ୍ଡର ହେଲି ମାଥ୍ୟୁସ୍ ନଭେମ୍ବରର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଘୋଷିତ…
ଅଧିନାୟକତ୍ୱକୁ ନେଇ ଘନେଇବାରେ ଲାଗିଛି ବିରାଟ-କୋହଲିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ
ମେନ୍ ଇନ୍ ବ୍ଲୁରେ ଫାଟ ! ଏହା ଆମେ କହୁନୁ ଖୋଦ୍ ସାମ୍ନାକୁ ଆସୁଛି। କ୍ୟାପ୍ଟେନସିପକୁ ଚାଲିଛି ଶୀତଳ ଯୁଦ୍ଧ। ଟିମ୍ ଇଣ୍ଡିଆର ଏହି ଯୁଦ୍ଧକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଆଲୋଚକଙ୍କୁ ଖୋରାକ ଯୋଗାଉଛି ରୋହିତ ବିରାଟ କଳିକୁ ସାମଲୋଚନା କରିବା ଲାଗି।
ବିସିସିଆଇ ନିକଟରେ ଦିନିକିଆ…
ଶେଷରେ ମନ କଥା ଖୋଲିିଲେ ଶାସ୍ତ୍ରୀ, କହିଲେ- ବିସିସିଆଇର କିଛି ଲୋକ ମୋତେ କୋଚ୍ କରାଇ ଦେବାକୁ ଚାହୁଁନଥିଲେ
ଭାରତୀୟ କ୍ରିକେଟ ଟିମ୍ରେ ବର୍ତ୍ତମାନ ପରିବର୍ତ୍ତନର ଯୁଗ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟି୨୦ ଓ ଦିନିକିଆ ଟିମ୍ର କ୍ୟାପଟେନ୍ କରିଦିଆଯାଇଛି। ଏହା ପୂର୍ବରୁ ଭାରତୀୟ ଟିମ୍ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ ଟି-୨୦ ବିଶ୍ବକପ୍ ୨୦୨୧ ପରେ ଟିମ୍ ଇଣ୍ଡିଆରୁ…
ବିରାଟଙ୍କ ଏହି ବଡ ରେକର୍ଡ ଯାହାକୁ ଭାଙ୍ଗିବା ସହଜ ନୁହେଁ, ଜାଣନ୍ତୁ ତାଙ୍କର ରେକର୍ଡ ସଂପର୍କରେ
ବର୍ତ୍ତମାନ ସମୟର ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲି ଦିନିକିଆ ଓ ଟି୨୦ ଅଧିନାୟକ ପଦରୁ ବିଦା ହୋଇଛନ୍ତି । ବିସିସିଆଇ କୋହଲିଙ୍କୁ ବିଦା କରି ତାଙ୍କ ସ୍ଥାନରେ ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ତେବେ ଟେଷ୍ଟ ଫର୍ମାଟରେ କୋହଲି ଦଳର ନେତୃତ୍ୱ ନେବେ ।…
ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ : ଦଳକୁ ଫେରିବେ ରୋହିତ ଶର୍ମା ଓ ରିଶବ, କୋହଲି ନେବେ ନେତୃତ୍ୱ
ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସମ୍ଭାବ୍ୟ ଦଳ ସୋମବାର ଘୋଷଣା କରାଯାଇଛି। ଏହି ଗସ୍ତ କାଳରେ ଭାରତୀୟ ଦଳ ୩ଟି ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ଧାର୍ଯ୍ୟ ସୂଚୀ ଅନୁଯାୟୀ ଡିସେମ୍ବର ୨୬ରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଅନରେ…
ଷ୍ଟାଡିୟମରେ ପୁଣି ଦମଦାର୍ ଡ୍ୟାନ୍ସ କଲେ କୋହଲି, ଭିଡିଓ ଭାଇରାଲ
ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କଲେ କୋହଲି । ଷ୍ଟାଡିୟମରେ ନାଚିଲେ । ପ୍ରଶଂସକ ବି ଖୁସ୍ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଓ୍ୱାଙ୍ଖଡେ ଟେଷ୍ଟରେ । ନାଚ କରି ଫ୍ୟାନ୍ସଙ୍କ ଆଶା ପୂରଣ କଲେ କିଙ୍ଗ୍ ବିରାଟ୍ ।
ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ଏପରି କିଛି ଦେଖିବାକୁ ମିଳିଥିଲା । ଏହା ସେତେବେଳେ…