Browsing Category

କ୍ରୀଡା

ଓଡ଼ିଶାର ହାଇ ଜମ୍ପର ସ୍ୱାଧୀନ ମାଝୀଙ୍କ ଖେଳରେ ଉଲ୍ଲେଖନୀୟ ପ୍ରଗତି

ଭୁବନେଶ୍ୱର: ଓଡ଼ିଶାର ଅନୁଗୁଳ ଜିଲାର ୨୦ ବର୍ଷ ବୟସ୍କ ସ୍ୱାଧୀନ ମାଝୀ ନିକଟରେ ମାଙ୍ଗାଲୋରରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଉତ୍ସାହଜନକ ପ୍ରଦର୍ଶନ କରିବା ସହିତ କାଂସ୍ୟ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ

ଏସୀୟ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍ ସହାୟତାପ୍ରାପ୍ତ ଓଡିଆ ଭାରୋତଳନକାରୀ ଝିଲ୍ଲୀ…

ଭୁବନେଶ୍ୱର: ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶାର ନୟାଗଡର ୨୨ ବର୍ଷ ବୟସ୍କା ଭାରୋତଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି । ଡିସେମ୍ବର ମାସରେ ଝିଲ୍ଲୀ ତାସକେଂଟଠାରେ

ପ୍ରଥମ ଟେଷ୍ଟ – ଜିତିବା ପରେ ଷ୍ଟାଡିୟମରେ ଝିଅ ଭାମିକାଙ୍କୁ ଦେଖି ଏଭଳି ଖୁସି ବ୍ୟକ୍ତ କଲେ ବିରାଟ କୋହଲି,…

୨୦୨୧ ବର୍ଷଟି ଭାରତୀୟ ଟେଷ୍ଟ ଦଳ ପାଇଁ ସ୍ମରଣୀୟ ଅଟେ । ଟେଷ୍ଟ ସିରିଜ୍‌ ଆରମ୍ଭରୁ ଭାରତ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି । ବର୍ଷ ଶେଷ ଆଡକୁ ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ…

ରାହୁଲଙ୍କ ପ୍ରଶଂସାରେ ଶତମୁଖ ମହମ୍ମଦ କୈଫ

ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଦୁଇ ଦଳ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଥର ପାଇଁ ଭାରତ ସେଞ୍ଚୁରିଆନରେ ଏହି ଜିତାପଟ ହାସଲ କରିଛି । ଭାରତର ଏହି ଐତିହାସିକ ବିଜୟର ହିରୋ ହେଉଛନ୍ତି କେ.ଏଲ୍ ରାହୁଲ…

କରୋନାରେ ଆକ୍ରାନ୍ତ ହେଲେ ଗାଙ୍ଗୁଲୀ, ହସ୍ପିଟାଲରେ ହେଲେ ଭର୍ତ୍ତି

ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜାନୁୟାରୀ ୨୦୨୧ରେ, ସୌରଭ…

ଖରାପ ଫର୍ମ ସତ୍ତ୍ୱେ ସେଞ୍ଚୁରିଆନରେ କମାଲ କଲେ ରାହାଣେ

ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଆରମ୍ଭରୁ ଭଲ କରିଥିଲା । ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନମାନେ ପ୍ରଥମ ଦିନରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ଖାସ କରି କେ.ଏଲ୍ ରାହୁଲ ଚମତ୍କାର ଶତକ ହାସଲ କରିଥିଲେ । ତେବେ ଏହି ମ୍ୟାଚର ଆଉ ଏକ…

ବେଙ୍ଗାଲୁରୁରେ ହେବ ଆଇପିଏଲ୍‌ ମେଗା ନିଲାମ, ୧୦ ଦଳ କିଣିବେ ଖେଳାଳି

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୦୨୨ ସଂସ୍କରଣ ପାଇଁ ବେଙ୍ଗାଲୁରୁରେ ମେଗା ଖେଳାଳି ନିଲାମ ହେବ । ଯଦିଓ ଏ ବିଷୟରେ ବିସିସିଆଇ ଅଫିସିଆଲ ଭାବେ ଘୋଷଣା କରି ନାହିଁ । କିନ୍ତୁ ଆସନ୍ତା ଫେବ୍ରୁଆରୀ ୭ ଓ ୮ ଦୁଇ ଦିନ ଧରି ନିଲାମ ଆୟୋଜନ କରିବା ନେଇ ବୋର୍ଡ ଯୋଜନା କରି ସାରିଛି ।…

ଫିଲ୍ମ ‘୮୩’କୁ ଟ୍ୟାକ୍ସ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର

କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପ୍‌କୁ ହାସଲ କରି ଭାରତ ପାଇଁ ଗର୍ବ ଗୌରବ ଆଣିଥିଲା। ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରହିଛି ‘୮୩’। ଏହା ଡିସେମ୍ବର ୨୪ ତାରିଖରେ ଫିଲ୍ମ ‘୮୩’ ପରଦାକୁ…

ପୂର୍ବତ୍ତନ କୋଚ ରବି ଶାସ୍ତ୍ରୀଙ୍କୁ ସମାଲୋଚନା କଲେ ଅଶ୍ୱିନୀ

ପୁଣି ବିବାଦ ଘେରରେ କ୍ରିକେଟ । ଏବେ କିଛିଦିନ ନୀରବତା ପରେ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ସର୍ବଦା ଚର୍ଚ୍ଚାର ପରିସରରେ ରହୁଥିବା ରବି ଶାସ୍ତ୍ରୀଙ୍କୁ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଚର୍ଚ୍ଚା କୌଣସି ଅନ୍ୟ ଦେଶର ଖେଳାଳି କରିନାହାଁନ୍ତି । ବରଂ ଖୋଲା ଖୋଲି ସମାଲୋଚନା…

ଦର୍ଶକ ଶୂନ୍ୟ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍‌ ଏବଂ ଦିନିକିଆ ସିରିଜ ଖେଳିବା ପାଇଁ ଗସ୍ତରେ ଅଛି ଟିମ ଇଣ୍ଡିଆ । ଓମିକ୍ରନ୍‌ ଭୟ ମଧ୍ୟରେ ଭାରତୀୟ ଦଳ ସାଉଥ ଆଫ୍ରିକା ଗସ୍ତ କରିଛି । ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ । ପୂର୍ବରୁ ହିଁ କ୍ରିକେଟ ସାଉଥ ଆଫ୍ରିକା (CSA)…