Browsing Category

କ୍ରୀଡା

ଚେନ୍ନାଇ ସୁପର କିଙ୍ଗସର ନୂଆ ଅଧିନାୟକ ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇଲେ ରାଇନା

ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ନେତୃତ୍ୱ ଛାଡି ସମସ୍ତଙ୍କୁ ଝଟକା ଦେଇଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଦଳର ନେତୃତ୍ୱ ନେବେ । ତେବେ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା…

ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍: ପ୍ରଥମ ବୋଲର ଭାବରେ ୧୦୦ ଓ୍ୱିକେଟ ହାସଲ କଲେ ଅଶ୍ୱିନ

ଭାରତୀୟ ଦଳର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଭାରତୀୟ ମାଟିରେ ଶାନଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ବିଜୟଲାଭ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଅଶ୍ୱିନ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧୨ ଓ୍ୱିକେଟ ହାସଲ କରି କିଚି ରେକର୍ଡ ନିଜ ନାମରେ…

୨୦୧୭ ପରେ ପ୍ରଥମ ଥର ଟେଷ୍ଟରେ ବିରାଟଙ୍କ ଆଭରେଜ୍‌ ୫୦ ତ​‌ଳେ ପହଁଞ୍ଚିଲା

ଭାରତ ଓ ଶ୍ରୀଲଙ୍କା ଭିତରେ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟର ଖୁବ୍ ନିକଟରେ ପହଁଞ୍ଚିଛି। ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୯ ଓ୍ବିକେଟ ଦରକାର। ସେଭଳି ଶ୍ରୀଲଙ୍କାର ବିଜୟ ପାଇଁ ୪୧୯ ରନ୍‌ର ଦରକାର ରହିଛି। ତେବେ ଭାରତର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲିଙ୍କ…

ସ୍ମୃତି ଓ ହରମନପ୍ରିତଙ୍କ ଦମଦାର ଶତକ, ଇଣ୍ଡିଜକୁ ୩୧୮ ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି ଭାରତ । ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଭାରତର ଦୁଇ ବ୍ୟାଟର ଶତକ ଲଗାଇଛନ୍ତି । ସ୍ମୃତି ମନ୍ଧାନା ଓ ହରମନପ୍ରିତ କୌର ସେଞ୍ଚୁରୀ ଲଗାଇଛନ୍ତି । ବିଶ୍ୱକପ ପୂର୍ବରୁ ଉଭୟ ଖେଳାଳି ନିଜ ଫର୍ମକୁ ନେଇ ଟାର୍ଗେଟରେ ଥିଲେ…

ଝୁଲଣ ଗୋସ୍ୱାମୀ ରଚିଲେ ଇତିହାସ, ମହିଳା ୱାର୍ଲଡକପରେ କଲେ ବିଶ୍ୱ ରେକର୍ଡ

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଦୃତ ବୋଲର ଝୁଲଣ ଗୋସ୍ୱାମୀ ନିଜ କ୍ୟାରିୟରରେ ନୂଆ ସଫଳତା ହାସଲ କରିଛନ୍ତି। ସେ ଗୁରୁବାର ଇତିହାସ ରଚିଛନ୍ତି। ଏହି କୀର୍ତ୍ତିମାନ ସେ ଓସିସି ମହିଳା ୱାର୍ଲଡକପରେ ହାସଲ କରିଛନ୍ତି। ଝୁଲଣ ତାଙ୍କ କ୍ୟାରିୟର ​ଶେଷ ବିଶ୍ୱକପ ଖେଳିବାକୁ ଯାଉଛନ୍ତି। ୩୯ ବର୍ଷୀୟ…

ରୁଷ ସେନାର ଆକ୍ରମଣରେ ମେୟରଙ୍କ ମୃତ୍ୟୁ, ଭୀଷଣ ଗୁଳିକାଣ୍ଡରେ ଚାଲିଗଲା ଜୀବନ

ରୁଷ ସେନାର ଭୟଙ୍କର ଆକ୍ରମଣରେ ୟୁକ୍ରେନ୍‌ର ହୋଷ୍ଟମେଲର ମେୟର ୟୁରୀ ପ୍ରିଲିପ୍‌କୋଙ୍କ ମୃତ୍ୟୁ।  ରୁଷର ସେନା ହୋଷ୍ଟମେଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ହୋଷ୍ଟମେଲ୍ର ମେୟରଙ୍କ ମୃତ୍ୟୁ ହୋଇଛି। ମେୟରଙ୍କ ମୃତ୍ୟୁ ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଉଲ୍ଲେଖନୀୟ ଯେ,…

ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେବା ତାଲିକାର ଦ୍ୱିତୀୟ ସ୍ଥାନରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ କୀର୍ତ୍ତିମାନକୁ ଭାରତର ଅନ୍ୟତମ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟପିବାରେ ସଫଳ ହୋଇଛନ୍ତି। କପିଳ ଦେବଙ୍କ ୪୩୪ ଟେଷ୍ଟ ୱିକେଟକୁ ଅଶ୍ୱିନ ପଛରେ ପକାଇ ଦେଇଛନ୍ତି। ଏଥିସହିତ ଅଶ୍ୱିନ ୮୫ତମ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ୱିକେଟ ନେବା…

ଆଇପିଏଲ୍‌-୧୫ର କ୍ରୀଡ଼ାସୂଚୀ ଜାରି: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ – କୋଲକାତା

ଆଗାମୀ ଆଇପିଏଲ୍‌-୧୫ର କ୍ରୀଡ଼ାସୂଜୀ ଘୋଷଣା ହୋଇଛି । ଆସନ୍ତା ୨୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗତ ବର୍ଷର ରନର୍ସ ଅପ୍‌ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବେ । ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି…

ଭାରତ-ଶ୍ରୀଲଙ୍କା ଟେଷ୍ଟ୍ : ପ୍ରଥମ ଇନିଂସରେ ଭାରତ ୫୭୪/୮

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫୭୪ ରନରେ ପାଳି ଘୋଷଣା କରିଛି । ତେବେ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଦମଦାର ବ୍ୟାଟିଂ କରିଥିଲେ । ସେ ୧୭୫ ରନ୍ ସ୍କୋର କରିଥିଲେ । ଶୁକ୍ରବାର ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ

ଫିଲ୍ମ ‘ରାଧେ ଶ୍ୟାମ’କୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏଥିରେ ପ୍ରଭାସ ପରଦାରେ ପ୍ରଥମ ଥର ପାଇଁ ପୂଜା ହେଗଡେଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ। ଷ୍ଟାରକାଷ୍ଟ ଫିଲ୍ମକୁ ଜୋର୍ ସୋରରେ ପ୍ରମୋସନ୍ କରୁଛନ୍ତି। ଏଥି ମଧ୍ୟରେ ପ୍ରଭାସଙ୍କ ବିବାହକୁ ନେଇ ଖୁବ୍…