Browsing Category
କ୍ରୀଡା
ଟି-୨୦ ବିଶ୍ୱକପ୍: ଭାରତଠାରୁ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ମହାଭାରତ; ଶାଦାବଙ୍କୁ ଆଫ୍ରିଦିଙ୍କ କଡ଼ା ସମାଲୋଚନା-…
ଚଳିତ ଟି-୨୦ ବିଶ୍ୱକପରେ (୨୦୨୬) କଲମ୍ବୋଠାରେ ଭାରତ ବିପକ୍ଷରେ ୬୧ ରନର ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ଦଳରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଦଳର ଖରାପ ପ୍ରଦର୍ଶନକୁ ନେଇ ପୂର୍ବତନ କ୍ରିକେଟର ଏବଂ ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରେ କାଦୁଅ ଫିଙ୍ଗା ନୀତି ଜାରି…
ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ
ରାଉରକେଲା : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆକ୍ଟିଭୱେୟାର ବ୍ରାଣ୍ଡ ଟେକ୍ନୋସ୍ପୋର୍ଟ ପକ୍ଷରୁ ରାଉରକେଲାର ପ୍ଲୁଟୋନ ମଲ୍ଠାରେ ଓଡିଶାରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୟୁନିଟ୍-୪ ସ୍ଥିତ ମଲର ୨ୟ ମହଲାରେ ୩୪୧୯ ବର୍ଗଫୁଟ ଅଂଚଳରେ…
ଇମ୍ରାନ ଖାନଙ୍କ ପାଇଁ ଏକାଠି ହେଲେ ବିଶ୍ୱର ୧୪ କିମ୍ବଦନ୍ତୀ କ୍ୟାପଟେନ୍; ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ…
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ଏବେ କ୍ରିକେଟ୍ ଜଗତର ବଡ଼ ବଡ଼ ତାରକାମାନେ ବାହାରିଛନ୍ତି। ଭାରତର ସୁନୀଲ ଗାଭାସ୍କର ଏବଂ କପିଳ ଦେବଙ୍କ ସମେତ ବିଶ୍ୱର ୧୪ ଜଣ ପୂର୍ବତନ ଅଧିନାୟକ ଇମ୍ରାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ…
ଭାରତଠାରୁ ହାରିବା ପରେ ପାକିସ୍ତାନରେ ହଟଚମଟ: ‘ବୟକଟ୍ କରିଥିଲେ ସମ୍ମାନ ରହିଥାନ୍ତା’ କହି ଘେରିଲେ ପ୍ରଶଂସକ
ଇସଲାମାବାଦ/କଲମ୍ବୋ: ଭାରତ ବିପକ୍ଷରେ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୋସିଆଲ ମିଡିଆରେ ପାକିସ୍ତାନୀ ପ୍ରଶଂସକମାନେ ନିଜ ଟିମକୁ ଟ୍ରୋଲ କରିବା ସହ ବିଭିନ୍ନ ପ୍ରକାର କଟାକ୍ଷ କରୁଛନ୍ତି। ଟି-୨୦ ବିଶ୍ୱକପରେ ଭାରତଠାରୁ ୬୧ ରନରେ ଶୋଚନୀୟ…
ଆଜି ଟି-ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ, ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ
ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ ଓ!-->…
‘ହ୍ୟାଣ୍ଡସେକ୍’କୁ ନେଇ ପାକିସ୍ତାନ ଅଧିନାୟକଙ୍କ ବଡ଼ ବୟାନ: କହିଲେ ପଡ଼ିଆରେ ନିଆଯିବ ନିଷ୍ପତ୍ତି
ଇସଲାମାବାଦ/ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍ ମାନେ କେବଳ ଏକ ଖେଳ ନୁହେଁ, ଏହା କୋଟି କୋଟି ପ୍ରଶଂସକଙ୍କ ପାଇଁ ଏକ ଭାବନା। କିନ୍ତୁ ଏଥର ପଡ଼ିଆ ଭିତରର ଲଢ଼େଇ ପୂର୍ବରୁ ପଡ଼ିଆ ବାହାରର ଏକ ବୟାନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ପାକିସ୍ତାନୀ କ୍ରିକେଟର ସଲମାନ ଅଲୀ…
ମୁଜାରବାନୀଙ୍କ ଘାତକ ବୋଲିଂ; ଜିମ୍ବାୱେ ଆଗରେ ଆଣ୍ଠେଇଲା ଅଷ୍ଟ୍ରେଲିଆ
କଲମ୍ବୋରେ ଅନୁଷ୍ଠିତ ୨୦୨୬ ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଜିମ୍ବାୱେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୩ ରନ୍ରେ ପରାସ୍ତ କରିଛି। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ବ୍ରାଏନ୍ ବେନେଟ୍ଙ୍କ ଅପରାଜିତ ୬୪ ରନ୍ ସହାୟତାରେ ୨୦ ଓଭରରେ ୧୬୯/୨…
T20 World Cup : ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଅଭିଷେକ ଶର୍ମା; ନାମିବିଆ ବିପକ୍ଷ ମ୍ୟାଚ୍ ଖେଳିବାକୁ ନେଇ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପେଟରେ ସଂକ୍ରମଣ (Stomach Infection) ଯୋଗୁଁ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି କାରଣରୁ ନାମିବିଆ ବିପକ୍ଷରେ ହେବାକୁ ଥିବା ଆଗାମୀ…
T20 World cup : ଗୁରୁତର ଆଘାତ କାରଣରୁ ବାଦ ପଡିଲେ ହସରଙ୍ଗା, ଖେଳିବେ ଅଲରାଉଣ୍ଡର ଦୁଶାନ ହେମନ୍ତ
କଲମ୍ବୋ/ଭୁବନେଶ୍ୱର: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ରେ ଆୟୋଜକ ଶ୍ରୀଲଙ୍କା ଦଳକୁ ଏକ ବଡ଼ ଧରଣର ଝଟକା ଲାଗିଛି। ଦଳର ପ୍ରମୁଖ ଅସ୍ତ୍ର ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍ ସ୍ପିନର ୱାନିନ୍ଦୁ ହସରଙ୍ଗା ଆହତ କାରଣରୁ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ଏହି ଖବର…
ବାଂଲାଦେଶର ଟି-୨୦ ବିଶ୍ୱକପ ବୟକଟ : ସରକାର ନୁହେଁ, ବିସିବି ଓ ଖେଳାଳି ନେଇଥିଲେ ନିଷ୍ପତ୍ତି – ଆସିଫ ନଜରୁଲଙ୍କ…
ଢାକା: ୨୦୨୬ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ ନକରିବା ପ୍ରସଙ୍ଗରେ ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ନିଜର ପୂର୍ବ ବୟାନ ବଦଳାଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିବା ନିଷ୍ପତ୍ତି ସରକାରଙ୍କର ନୁହେଁ, ବରଂ…