Browsing Category

କ୍ରୀଡା

ସନ୍ଧ୍ୟାରେ ଗୁଜୁରାଟକୁ ଭେଟିବ ମୁମ୍ବାଇ, ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା ଲକ୍ଷ୍ୟରେ ଟାଇଟନ୍ସ

ଚଳିତ ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ଜିତି ଟାଇଟନ୍ସ ଦଳ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେଇ ବିପର୍ଯ୍ୟୟ ଘଟାଇବାକୁ…

ଅମ୍ପାୟାରଙ୍କ ନିଷ୍ପତିକୁ ବିରୋଧ କରି ସମାଲୋଚନାର ଶୀକାର ହେଲେ ସଞ୍ଜୁ

ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାକୁ କୋଲକାତା ୭ ଓ୍ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ୍ ଶେଷ ବେଳକୁ ପଡିଆରେ ବିବାଦର ସୂତ୍ରପାତ ହୋଇଥିଲା । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ…

ଆଜି କିଙ୍ଗ୍‌ସ ଓ ଟାଇଟନ୍ସ ମଧ୍ୟରେ ଦେଖିବାକୁ ମିଳିବ କଡା ମୁକାବିଲା

ଚଳିତ ଆଇପିଏଲ୍‌ର ୪୮ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜିତିଲେ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍‌ସ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି ।…

ଲକ୍ଷ୍ନୌର ବିଜୟ ପରେ ନିଜକୁ ରୋକିପାରିଲେ ନାହିଁ ଗମ୍ଭୀର, ଜାଣନ୍ତୁ ଏପରି କ’ଣ କଲେ ଯାହାର ଭିଡ଼ିଓ ଭାଇରାଲ ହେବାରେ…

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା ସାଂସଦ ଗୌତମ ଗମ୍ଭୀର ସବୁବେଳେ କିଛି ନା କିଛି ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ପୁଣି ଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଏହି ଘଟଣା ଦେଖାଦେଇଛି । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର…

ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର, ପ୍ରଥମେ କରିବ ବ୍ୟାଟିଂ

ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି…

କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନକୁ ନେଇ କିଛି ଏପରି କହିଲେ ଗାଙ୍ଗୁଲୀ

ବିରାଟ କୋହଲି ଓ ରୋହିତ ଶର୍ମା, ଜଣେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଓ ଜଣେ ବର୍ତ୍ତମାନର କ୍ୟାପଟେନ୍। କିନ୍ତୁ ଦୁହିଁଙ୍କ ଭିତରେ ଗୋଟିଏ କଥା ସମାନ ରହିଛି। ତାହା ହେଲା ଭାରତୀୟ କ୍ରିକେଟର ଏହି ଦୁଇ ଷ୍ଟାର ଖେଳାଳି ବର୍ତ୍ତମାନ ନିଜ କ୍ୟାରିୟରର ଖୁବ୍ ଖରାପ ସ୍ଥିତି ଦେଇ ଗତି…

ମେ’ ୨୩ରୁ ପୁରୁଷ ଏସିଆ କପ୍‌ ହକି, ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-…

ଆସନ୍ତା ମେ’ ମାସ ୨୩ ତାରିଖରୁ ଇଣ୍ଡୋନେସିଆର ଜାକର୍ତ୍ତାରେ ଖେଳାଯିବ ପୁରୁଷ ଏସିଆ କପ୍‌ ହକି । ଦୁଇଟି ପୁଲ୍‌ରେ ମୋଟ୍‌ ୮ଟି ଦଳ ସାମିଲ ହୋଇଛନ୍ତି । ପୁଲ୍‌ ଏ’ରେ ଭାରତ, ପାକିସ୍ତାନ, ଜାପାନ ଓ ଇଣ୍ଡୋନେସିଆ । ସେମିତି ପୁଲ୍‌ ବି’ରେ ମାଲେସିଆ, ଦକ୍ଷିଣ କୋରିଆ, ଓମାନ ଓ ବାଂଲାଦେଶ ରହିଛନ୍ତି…

୬୬ ବର୍ଷରେ ବାହା ହେବେ ପୂର୍ବତନ କ୍ରିକେଟର ଅରୁଣ ଲାଲ

ପୂର୍ବତନ କ୍ରିକେଟର ତଥା ବାଂଲାର ବର୍ତ୍ତମାନର କୋଚ ଅରୁଣ ଲାଲ ପୁଣି ବିବାହ କରିବାକୁ ଯାଉଛନ୍ତି । ସ୍କୁଲ ଶିକ୍ଷୟତ୍ରୀ ବୁଲବୁଲ ଶାହାଙ୍କୁ ମେ ୨ ରେ ସେ ବିବାହ କରିବେ । ବୁଲବୁଲଙ୍କୁ ୩୭ ବର୍ଷ ହୋଇଥିବାବେଳେ ଅରୁଣ ଲାଲଙ୍କୁ ୬୬ବର୍ଷ । ଉଭୟଙ୍କ ବିବାହ କୋଲକାତାର ଏକ ନାମୀ ହୋଟେଲରେ ଅନୁଷ୍ଠିତ…

ଆଜି ଚେନ୍ନାଇ-ପଞ୍ଜାବ ମଧ୍ୟରେ ଦେଖିବାକୁ ମିଳିବ ଜୋରଦାର ଫାଇଟ

ଚଳିତ ଆଇପିଏଲ୍‌ର ୩୮ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନକୁ ଭୁଲି ଉଭୟ ଦଳ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ପଞ୍ଜାବ କିଙ୍ଗ୍‌ସ ମୋଟ ୬ ପଏଣ୍ଟ ସହ ଅଷ୍ଟମ ଓ…

ଋଷଭ ପନ୍ତ ଓ ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ଲାଗିଲା ଭାରି ଜରିମାନା, ଦିଲ୍ଲୀ ଦିଲ୍ଲୀ କ୍ୟାପିଟାଲସ୍‌ର ସହାୟକ କୋଚ୍…

ଦିଲ୍ଲୀ କ୍ୟାପିଟାଲସ୍‌ର କ୍ୟାପଟେନ୍ ଋଷଭ ପନ୍ତଙ୍କୁ ରାଜସ୍ଥାନ ରୟାଲ୍ସ ବିରୋଧରେ ମ୍ୟାଚ୍‌ରେ ନୋ ବଲ୍‌ ବିବାଦକୁ ନେଇ ଲାଗିଲା ଜରିମାନା। ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ମ୍ୟାଚ୍‌ରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଏହି ଜରିମାନା ଲାଗିଛି। ପନ୍ତଙ୍କ ଉପରେ ଆଇପିଏଲ…