Browsing Category

କ୍ରୀଡା

କେ.ଏଲ ରାହୁଲଙ୍କ ସ୍ଥାନରେ ଏପନିଂ କରିବେ ସଞ୍ଜୁ ସାମସନ

ପ୍ରଥମେ ହାର୍ନିଆ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରୁ ଓପନର କେ.ଏଲ ରାହୁଲଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ରାହୁଲଙ୍କ ବଦଳରେ ସଞ୍ଜୁ ସାମସନଙ୍କ ପକ୍ଷରୁ ଓପନିଂର ସୁଯୋଗ ମିଳିଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୨୯ ଜୁଲାଇରୁ ଭରାତ-…

ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଟି-୨୦ ମ୍ୟାଚ

ଦୀର୍ଘ ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ କ୍ରିକେଟ ପର୍ତ୍ତ୍ୟାବର୍ତ୍ତନ କରିଛି । ୧୯୯୮ରେ କୁଆଲାଲୁମ୍ପରରେ ପୁରୁଷଙ୍କ ମଧ୍ୟରେ ୫୦ ଓଭରର ଲିଷ୍ଟ ଏ ମ୍ୟାଚ ହୋଇଥିଲା । ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ ସାମିଲ ହୋଇଥିବା ବେଳେ ପ୍ରଥମ…

ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊଦ୍ଧ୍ୱର୍ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି,…

ଭାରତକୁ ବିଶ୍ୱସ୍ତରରେ କ୍ରୀଡାର ଏକ ଶକ୍ତିକେନ୍ଦ୍ର କରିବା ଲକ୍ଷ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପଦକ୍ଷେପ

ଭୁବନେଶ୍ୱର: ଭାରତୀୟ ଆଥଲେଟମାନଙ୍କର ପ୍ରଦର୍ଶନ ଉଚ୍ଚସ୍ତରରେ ପହଂଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ରାଷ୍ଟ୍ରର ମାନ୍ୟତା ପ୍ରଦାନ କରି ଭବିଷ୍ୟତରେ ଭାରତରେ ଅଲିମ୍ପିକ କ୍ରୀଡା ଆୟୋଜନ ଲକ୍ଷ୍ୟରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ 

ଆଘାତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଜାଭଲିନ ରେ ଭାଗ ନେବେନି ନୀରଜ

ଜାଭଲିନରେ ଚାମ୍ପିୟନ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାହାରି ଯାଇଛନ୍ତି । ସେ ଆଘାତ ହୋଇଥିବାରୁ ଆଉ ଜାଭଲିନରେ ଭାଗ ନେବେ ନାହିଁ । ବ୍ରିମିନହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାଭଲିନ ଥ୍ରୋ ପୁରୁଷ ବର୍ଗରେ ଅଗଷ୍ଟ ୫ରୁ ପ୍ରାରମ୍ଭ ହେବାକୁ ଯାଉଥିବା ବେଳେ ନୀରଜ ଏଥିରୁ ବାଦ…

କୋଭିଡ -୧୯ ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଖେଳିବେନି କେ .ଏଲ ରାହୁଲ

ଭାରତୀୟ ଓପନର କେ.ଏଲ ରାହୁଲ କୋଭିଡ -୧୯ ସଂକ୍ରମଣ ହୋଇଥିବାରୁ ଭାରତ-ୱେଷ୍ଟଇଣ୍ଡିଜର ମ୍ୟାଚ ଖେଳିପାରିବେ ନାହିଁ । ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଉପ -ଅଧିନାୟକଭାବେ ମଧ୍ୟ ନିଯୁକ୍ତି କରାଯାଇଥିଲା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କର କୋଭିଡ-୧୯ ପଜିଟିଭକୁ ନିଶ୍ଚିନ୍ତ…

ଆଇସିସି ଦିନିକିଆ ମାନ୍ୟତା : ବୁମ୍‌ରା ୨ୟ ସ୍ଥାନକୁ ଖସିଲେ

ମାତ୍ର ଗୋଟିଏ ସପ୍ତାହ ଆଇସିସି ଦିିନିକିଆ ମାନ୍ୟତାରେ ୧ନଂ ବୋଲର ରହିବା ପରେ ଯଶପ୍ରୀତ ବୁମ୍‌ରା ୨ୟ ସ୍ଥାନକୁ ଖସି ଆସିଛନ୍ତି। ଆହତ ହୋଇ ଘରୋଇ ଇଂଲଣ୍ଡ ବିପକ୍ଷ ୩ୟ ଦିନିକିଆ ବୁମ୍‌ରା ନ ଖେଳିବା ଯୋଗୁଁ ତାଙ୍କ ମାନ୍ୟତା ନିମ୍ନଗାମୀ ହୋଇଛି। ଫଳରେ ଗୋଟିଏ ସପ୍ତାହ ପରେ ନ୍ୟୁଜିଲାଣ୍ଡର ବାମହାତି…

ବିଦାୟୀ ମ୍ୟାଚରେ ବି କିଛି ଖାସ ପ୍ରଦର୍ଶନ ଦେଖାଇ ପାରିଲେ ନାହିଁ ବେନ ଷ୍ଟୋକ୍ସ

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ବେନ୍‌ ଷ୍ଟୋକ୍ସ । ହେଲେ ନିଜ ଶେଷ ଦିନିକିଆ ମ୍ୟାଚ୍‌ରେ ବୋଲିଂ ଓ ବ୍ୟାଟିଂରେ କମାଲ୍‌ କରିପାରନଥିଲେ ।…

ପତ୍ନୀ ଅନୁଷ୍କା ଓ ଝିଅ ବାମିକାଙ୍କ ସହ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବିରାଟ

ମାସିକିଆ ଛୁଟିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା ସହ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବିରାଟ କୋହଲି। ଏହି ଖବର ଅନୁଷ୍କା ଶର୍ମା ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଅନୁଷ୍କା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ,…