Browsing Category

କ୍ରୀଡା

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ରେ ଅନ୍ତିମ ମ୍ୟାଚ୍‌ । ସିରିଜ୍‌ରେ ଏହି ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଯାହାଫଳରେ ଭାରତୀୟ ଟିମ୍‌ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ । ସିରିଜ୍‌ରେ ଭାରତ ଏବେ ୧-୦ରେ ଆଗୁଆ ରହିଛି । ଅନ୍ତିମ ମ୍ୟାଚ୍‌ ସାଜିବ…

ଧୋନୀଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ ଲେଖିଲେ ବିରାଟ, କହିଲେ ‘ସେ ସବୁବେଳେ ମୋ ସହିତ ଅଛନ୍ତି’

ଧୋନି-ବିରାଟଙ୍କ ଯୋଡିକୁ କିଏ ବା ନଜାଣେ । ଧୋନି ଅଧିନାୟକ ସମୟରେ ଡେବ୍ୟୁ କରିଥିବା ବିରାଟ ଏବେ ବିଶ୍ୱର କ୍ରିକେଟ୍‌ର ଜଣେ ଶ୍ରେଷ୍ଠ ଖେଳାଳି । ସବୁବେଳେ ନିଜକୁ ଶ୍ରେଷ୍ଟ ଭାବେ ପ୍ରତିପାଦିତ କରିଛନ୍ତି ବିରାଟ । କିନ୍ତୁ ସମୟ ସମୟରେ ଧୋନିଙ୍କ ପାଇଁ ଇମୋସନାଲ ପୋଷ୍ଟ ଲେଖିଥାନ୍ତି । ଏପିରିକି…

ଶେଷ ଟି-୨୦ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି…

ସୂର୍ଯ୍ୟଙ୍କ ପ୍ରଶଂସାରେ ଶତମୁଖ ହାର୍ଦ୍ଦିକ, କହିଲେ କିଛି ଏପରି

ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହେବା ପରେ ଏବେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏହି ଗସ୍ତରେ ଭାରତ ୩ଟି ଟି-20 ଓ ୩ଟି ଏକ ଦିବସୀୟ ମ୍ୟାଚର ସିରିଜ (India vs New Zealand Series) ଖେଳିବ । ଏହି କ୍ରମରେ ଭାରତ (Indian Cricket Team) ଗତକାଲି…

ରୋହିତଙ୍କ ପରେ କିଏ ହେବ ପରବର୍ତ୍ତୀ ଟି-୨୦ ଅଧିନାୟକ, ଜାଣନ୍ତୁ

ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବିଶେଷ କିଛି ଖାସ୍ ନଥିଲା । ଟିମ୍ ଇଣ୍ଡିଆ (Team India) ସେମିଫାଇନାଲରେ ହାରିଯିବା ପରେ ଦଳ ଟାଇଟଲ୍ ରେସରୁ ବାଦ ପଡିଥିଲା । ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପରାଜୟର ପୋଷ୍ଟ ମର୍ଟମ…

ଟିଭିରେ ପ୍ରସାରିତ ହେବନି ଭାରତ-ନ୍ୟୁଜିଲାଣ୍ଡ ସିରିଜ୍, ଜାଣନ୍ତୁ କେଉଁଥିରେ ଦେଖିବେ ମ୍ୟାଚ

 ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ନିରାଶ ହେବାପରେ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ । ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ । ବିଶ୍ବକପ ପରାଜୟକୁ ଭୁଲି ଦ୍ବିପାକ୍ଷିକ ସିରିଜ ଉପରେ ଫୋକସ୍‌ କରୁଛି ଭାରତୀୟ ଦଳ । ହାର୍ଦ୍ଧିକ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଶ୍ରେୟସ ଆୟାର !

ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହୋଇଯାଇଛି । ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବ । ଏଠାରେ ଭାରତୀୟ ଦଳ ଟି-20 ଓ ଏକ ଦିବସୀୟ ସିରିଜ ଖେଳିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ (IND vs NZ) ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20…

କେଉଁ ଦଳ କାହାକୁ ରଖିଲେ ଏବଂ ଛାଡିଲେ ଜାଣନ୍ତୁ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବରରେ ହେବାକୁ ଥିବା ମିନି ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେସନ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି। ଏହି ସମୟରେ ଟ୍ରାନ୍ସଫର ଓ୍ଵିଣ୍ଡୋ ଜରିଆରେ ଦଳଗୁଡିକ…

IPLରୁ ସନ୍ନ୍ୟାସ ନେଲେ କିରନ ପୋଲାର୍ଡ

ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର କିରନ୍ ପୋଲାର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରେ ଏବେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ, ଏହା ପରେ ବି ସେ ମୁମ୍ୱାଇ ଇଣ୍ଡିଆନ୍ସର ସଦସ୍ୟ ହୋଇ ରହିବେ । ଟିମ ମ୍ୟାନେଜମେଣ୍ଟ ଏବେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ଏହି ମହାନ…

ଛାଡପତ୍ରର ଖବର ମଧ୍ୟରେ ଏକାଠି ନଜର ଆସିଲେ ସାନିଆ-ଶୋଏବ

ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମୀର୍ଜା ଓ ତାଙ୍କ ସ୍ୱାମୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇପାରେ ବୋଲି ଗତ ସପ୍ତାହରେ ଖବର ସାମ୍ନାକୁ ଆସିଥିଲା । ପାକିସ୍ତାନୀ ମିଡିଆ ପକ୍ଷରୁ ଏହି ଦାବି କରାଯାଇଥିବାବେଳେ ସେମାନେ ଅଲଗା ରହୁଥିବା ବି ସେଥିରେ…