Browsing Category

କ୍ରୀଡା

କୋଭିଡ -୧୯ ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଖେଳିବେନି କେ .ଏଲ ରାହୁଲ

ଭାରତୀୟ ଓପନର କେ.ଏଲ ରାହୁଲ କୋଭିଡ -୧୯ ସଂକ୍ରମଣ ହୋଇଥିବାରୁ ଭାରତ-ୱେଷ୍ଟଇଣ୍ଡିଜର ମ୍ୟାଚ ଖେଳିପାରିବେ ନାହିଁ । ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଉପ -ଅଧିନାୟକଭାବେ ମଧ୍ୟ ନିଯୁକ୍ତି କରାଯାଇଥିଲା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କର କୋଭିଡ-୧୯ ପଜିଟିଭକୁ ନିଶ୍ଚିନ୍ତ…

ଆଇସିସି ଦିନିକିଆ ମାନ୍ୟତା : ବୁମ୍‌ରା ୨ୟ ସ୍ଥାନକୁ ଖସିଲେ

ମାତ୍ର ଗୋଟିଏ ସପ୍ତାହ ଆଇସିସି ଦିିନିକିଆ ମାନ୍ୟତାରେ ୧ନଂ ବୋଲର ରହିବା ପରେ ଯଶପ୍ରୀତ ବୁମ୍‌ରା ୨ୟ ସ୍ଥାନକୁ ଖସି ଆସିଛନ୍ତି। ଆହତ ହୋଇ ଘରୋଇ ଇଂଲଣ୍ଡ ବିପକ୍ଷ ୩ୟ ଦିନିକିଆ ବୁମ୍‌ରା ନ ଖେଳିବା ଯୋଗୁଁ ତାଙ୍କ ମାନ୍ୟତା ନିମ୍ନଗାମୀ ହୋଇଛି। ଫଳରେ ଗୋଟିଏ ସପ୍ତାହ ପରେ ନ୍ୟୁଜିଲାଣ୍ଡର ବାମହାତି…

ବିଦାୟୀ ମ୍ୟାଚରେ ବି କିଛି ଖାସ ପ୍ରଦର୍ଶନ ଦେଖାଇ ପାରିଲେ ନାହିଁ ବେନ ଷ୍ଟୋକ୍ସ

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ବେନ୍‌ ଷ୍ଟୋକ୍ସ । ହେଲେ ନିଜ ଶେଷ ଦିନିକିଆ ମ୍ୟାଚ୍‌ରେ ବୋଲିଂ ଓ ବ୍ୟାଟିଂରେ କମାଲ୍‌ କରିପାରନଥିଲେ ।…

ପତ୍ନୀ ଅନୁଷ୍କା ଓ ଝିଅ ବାମିକାଙ୍କ ସହ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବିରାଟ

ମାସିକିଆ ଛୁଟିରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି। ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା ସହ ପ୍ୟାରିସ୍‌ରେ ଛୁଟି କାଟୁଛନ୍ତି ବିରାଟ କୋହଲି। ଏହି ଖବର ଅନୁଷ୍କା ଶର୍ମା ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଅନୁଷ୍କା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ,…

ଆଜି ଦ.ଆଫ୍ରିକା ବିପକ୍ଷରେ ବିଦାୟୀ ଦିନିକିଆ ମ୍ୟାଚ୍‌ ଖେଳିବେ ବେନ୍‌ ଷ୍ଟୋକ୍ସ

ଇଂଲଣ୍ଡକୁ ପ୍ରଥମ ଥର ବିଶ୍ୱକପ୍‌ ଚାମ୍ପିଅନ୍‌ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଷ୍ଟାର୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ସୋମବାର ହଠାତ୍‌ ଦିନିକିଆରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଜି ସେ ଡରହାମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାରିୟର ଶେଷ ଦିନିକିଆ…

ଓଡିଆଇ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ

ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ ଓଡିଆଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ସେ ଟୁଇଟର ମାଧ୍ୟମରେ ନିଜର ଅବସର ଘୋଷଣା କରିଛନ୍ତି । ସେ ଦିନିିକିଆ ମ୍ୟାଚରେ ସମ୍ପୂର୍ଣ୍ଣ ୩ଟି ଶତକ, ୨୧ଟି ଅର୍ଦ୍ଧଶତକ ଏବଂ ୭୪ଟି ୱିକେଟ ନେଇଛନ୍ତି । ସେ ନିଜର ଶେଷ ଖେଳ ସାଉଥ ଆଫ୍ରିକା ବିପକ୍ଷରେ…

ଭାରତ ବିପକ୍ଷ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା

ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇଛି । ଏବେ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳ ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି । ଦଳକୁ ଷ୍ଟାର୍ ଅଲରାଉଣ୍ଡର ଜ୍ୟାସନ୍ ହୋଲ୍ଡର୍…

କୋହଲିଙ୍କୁ ନେଇ କିଛି ଏପରି କହିଲେ ରୋହିତ, କହିଲେ “ଅଧିକ ଚର୍ଚ୍ଚା ଅନାବଶ୍ୟକ”

ତାରକା ଭାରତୀୟ ବ୍ୟାଟସମ୍ୟାନ୍‌ ବିରାଟ କୋହଲି ବର୍ତ୍ତମାନ ସମୟରେ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ବେ​‌େ​‌ଳ ତାଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରୋହିତ…

ଆଜିଠୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌, ନୀରଜଙ୍କ ସମେତ ଭାଗ ନେଲେ ୨୨ ଜଣିଆ ଭାରତୀୟ ଟିମ୍

ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ର ୧୮ତମ ସଂସ୍କରଣ ଶୁକ୍ରବାରଠୁ ଆମେରିକାର ଓରେଗନରେ ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ୧୯୨ଟି ଦେଶରୁ ୧୯୭୨ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଚାମ୍ପିଅନସିପ୍‌ ୧୫ରୁ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖରେ ଶେଷ ହେବ । ଗତ ସଂସ୍କରଣ ଦୋହାରେ…