Browsing Category
କ୍ରୀଡା
ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
ଢେଙ୍କାନାଳ, ୧୦.୦୧.୨୦୨୬: ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ର ମିଳିତ ସହଯୋଗରେ ଶନିବାର ‘ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ ର ତୃତୀୟ ସଂସ୍କରଣ କପିଳାସ ପାହାଡର ପାଦ ଦେଶରେ ସଫଳତାର ସହ ସମ୍ପନ୍ନ ହୋଇଛି।
"ବନ୍ୟଜନ୍ତୁଙ୍କ ସୁରକ୍ଷା…
SGFI ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା
Students from Odisha have achieved remarkable success at the 69th National School Games (SGFI) Under-17 Boys’ and Girls’ Archery Championship, held in Ranchi, Jharkhand. The national-level competition, organized by the School Games…
ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍ ସଂଘର ମୁଖ୍ୟ ପୃଷ୍ଠପୋଷକ
ଭୁବନେଶ୍ୱର, ୫ ।୧: ବାରାଣସୀରେ ୭୨ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ୨୦୨୬କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଦ୍ଘାଟନ କରିଥିଲେ। ଏହି ଅବସରରେ ସୋମବାର ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ସବୁ!-->…
ଦିନିକିଆ ପୂର୍ବରୁ Shreyas Iyer ଙ୍କୁ ମିଳିଲା ଦଳର ଅଧିନାୟକତ୍ୱ
ଭାରତୀୟ ବ୍ୟାଟ୍ସମ୍ୟାନ Shreyas Iyer , ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନ ହୋଇଛନ୍ତି । ତୁରନ୍ତ ଯେପରି ଫିଟ ହେବେ ସେହି ସର୍ତରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ୧୧ ଜାନୁଆରୀରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । Shreyas Iyer ଦଳରେ…
ଖୁବ ଶୀଘ୍ର Sachinଙ୍କୁ ଟପିବେ Virat Kohli, ନ୍ୟୁଜିଲାଣ୍ଡ ବିପକ୍ଷରେ ରଚିପାରନ୍ତି ଇତିହାସ
ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ Virat Kohli ପୁଣି ଥରେ ଇତିହାସ ରଚିବାକୂୁ ଯାଉଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗାମୀ ଦିନିକିଆ ସିରିଜରେ Virat Kohli ‘କ୍ରିକେଟର ଭଗବାନ’ Sachin Tendulkar ଏକ ବିଶାଳ ରେକର୍ଡରୁ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି ।
୯୪ ରନ ଏବଂ ନୂଆ…
T20 World Cup ପାଇଁ South Africa ଦଳ ଘୋଷଣା
କେପ୍ ଟାଉନ୍: South Africa ଶୁକ୍ରବାର ଆଗାମୀ ICC ପୁରୁଷ T20 World Cup ପାଇଁ ଏକ 15 ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେବେ ଏଡେନ୍ ମାର୍କରାମ।
ICC ୱେବସାଇଟ୍ ଅନୁଯାୟୀ, ଦଳରେ କ୍ୱିଣ୍ଟନ୍ ଡି କକ୍, ଯିଏ ସମ୍ପ୍ରତି ତାଙ୍କର ଅନ୍ତର୍ଜାତୀୟ ଅବସର…
ଓଡ଼ିଶାର ଯୁବଶକ୍ତି ବିକଶିତ ଭାରତର ସାରଥୀ ହେବେ ବୋଲି କ୍ରୀଡ଼ା ମନ୍ତ୍ରୀଙ୍କ ଆହ୍ୱାନ
କଳିଙ୍ଗ ଷ୍ଟାଡିୟମରେ ‘ରାଜ୍ୟ ଯୁବ ମହୋତ୍ସବ ୨୦୨୫’ ଉଦ୍ଘାଟିତ
ଭୁବନେଶ୍ୱର: ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ‘ରାଜ୍ୟ ଯୁବ ମହୋତ୍ସବ ୨୦୨୫’ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ମହୋତ୍ସବକୁ!-->!-->!-->…
ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର ପକ୍ଷରୁ ତୃଣମୂଳ ସ୍ତରରେ ହକିକୁ ସୁଦୃଢ଼ କରିବାକୁ ଗୋଲକିପିଂ…
ଭୁବନେଶ୍ୱର, 21/12/2025: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନଟିଏଚଏଚପିସି) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ତୃଣମୂଳସ୍ତରୀୟ ବାଳକ ଓ ବାଳିକାଙ୍କ ପାଇଁ ଏକ ବିଶେଷ ହକି ଗୋଲକିପିଂ ୱାର୍କସପ ସଫଳତାର ସହିତ ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁବ ହକି…
ପଲାଶଙ୍କ ସହ ବିବାହ ସ୍ଥଗିତକୁ ନେଇ ମୁହଁ ଖୋଲିଲେ ସ୍ମୃତି
ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସପ୍ତାହ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ସଂଗୀତ ସଂଗୀତକାର ପଲାଶ ମୁଛଲଙ୍କ ସହ ତାଙ୍କ ବିବାହ "ରଦ୍ଦ" ହୋଇଛି ବୋଲି ନିଶ୍ଚିତ କରିଛନ୍ତି। ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍…