Browsing Category
କ୍ରୀଡା
ବର୍ମିଂହାମରେ ନିରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଅଶରଦ ନଦୀମ
ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପାକିସ୍ତାନର ଅଶରଦ ନଦୀମ ୯୦.୧୮ ମିଚର ଜାଭିଲିନ ଥ୍ରୋ କରି ସ୍ୱର୍ଣ୍ଣପଦକ ଜିିତିଛନ୍ତି । ନିରଜ ଚୋପ୍ରାଙ୍କ ଶେଷ ରେକର୍ଡ ୮୮ ଥିବା ବେଳେ ପାକିସ୍ତାନର ନଦୀମ ଏହି ରେକର୍ଡକୁ ଭାଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…
CWGରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ପାରା ପାଓ୍ୱାରଲିଫ୍ଟିଂରେ ସୁନା ଆଣିଲେ ସୁଧୀର
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଦେଶକୁ ମିଲିଲା ଆଉ ଏକ ପଦକ । ସ୍ୱର୍ଣ୍ଣ ପଦକ ଜିତିଲେ ସୁନା ପୁଅ ସୁଧିର । ପାରା ପାୱାରଲିଫ୍ଟିଂର ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ପୁରୁଷ ବର୍ଗରେ ସୁନା ପଦକ ଆଣିଲେ ସୁଧିର । ଏକ ଐତିହାସିକ ସଫଳତା ସହ ରେକର୍ଡର ଅଧିକାରୀ ହୋଇଛନ୍ତି ସୁଧିର ।…
ଲନ ବଲରେ ଭାରତୀୟ ମହିଳା ଦଳକୁ ସ୍ୱର୍ଣ୍ଣ
ବର୍ମିଂହାମ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ୬ଷ୍ଠ ଦିନରେ ଲନ ବଲରେ ମହିଳା ଭାରତୀୟ ଦଳକୁ େ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ ହୋଇଛି । ଭାରତୀୟ ମହିଳା ଦଳ ଲନ ୱେମେନ୍ସ ଫୋରସ ଇଭେଣ୍ଟର ଫାଇନାଲରେ ଦ କ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।…
ସମୁଦାୟ ୬ଟି ପଦକ ହାସଲ କରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଷଷ୍ଠ ସ୍ଥାନ ହାସଲ
ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରଉତ୍ତୋଳନକାରୀମାନେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି କରିଛନ୍ତି । ପ୍ରଥମେ ମୀରାବାଇ ଚାନ୍ନୁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପରେ ୧୯ ବର୍ଷୀୟ ଜେରେମି ଲାଲରିନନୁଙ୍ଗା ୬୭ କିଗ୍ରା ପୁରୁଷ ବର୍ଗରେ, ଅଚିନ୍ତ ଶିଉଳି ମଧ୍ୟ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣପଦକ…
ପ୍ରଥମ ଟି-ଟ୍ୱେଣ୍ଟି : ୱେଷ୍ଟଇଣ୍ଡିଜକୁ ୬୮ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ
ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ଦିନେଶ କାର୍ତ୍ତିକଙ୍କ ଚମକପ୍ରଦ ବ୍ୟାଟିଂ ଏବଂ ସ୍ପିନରଙ୍କ ଘାତକ ବୋଲିଂକୁ ପାଥେୟ କରି ଭାରତ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୬୮ ରନ୍ରେ ବିଜୟୀ ହୋଇଛି ।
କାର୍ତ୍ତିକଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ଫଳରେ ଭାରତ ଆଜି ପ୍ରଥମେ ବ୍ୟାଟିଂ…
କେ.ଏଲ ରାହୁଲଙ୍କ ସ୍ଥାନରେ ଏପନିଂ କରିବେ ସଞ୍ଜୁ ସାମସନ
ପ୍ରଥମେ ହାର୍ନିଆ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରୁ ଓପନର କେ.ଏଲ ରାହୁଲଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ରାହୁଲଙ୍କ ବଦଳରେ ସଞ୍ଜୁ ସାମସନଙ୍କ ପକ୍ଷରୁ ଓପନିଂର ସୁଯୋଗ ମିଳିଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
୨୯ ଜୁଲାଇରୁ ଭରାତ-…
ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଟି-୨୦ ମ୍ୟାଚ
ଦୀର୍ଘ ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ କ୍ରିକେଟ ପର୍ତ୍ତ୍ୟାବର୍ତ୍ତନ କରିଛି । ୧୯୯୮ରେ କୁଆଲାଲୁମ୍ପରରେ ପୁରୁଷଙ୍କ ମଧ୍ୟରେ ୫୦ ଓଭରର ଲିଷ୍ଟ ଏ ମ୍ୟାଚ ହୋଇଥିଲା । ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ ସାମିଲ ହୋଇଥିବା ବେଳେ ପ୍ରଥମ…
ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊଦ୍ଧ୍ୱର୍ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି,…
ଭାରତକୁ ବିଶ୍ୱସ୍ତରରେ କ୍ରୀଡାର ଏକ ଶକ୍ତିକେନ୍ଦ୍ର କରିବା ଲକ୍ଷ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପଦକ୍ଷେପ
ଭୁବନେଶ୍ୱର: ଭାରତୀୟ ଆଥଲେଟମାନଙ୍କର ପ୍ରଦର୍ଶନ ଉଚ୍ଚସ୍ତରରେ ପହଂଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ରାଷ୍ଟ୍ରର ମାନ୍ୟତା ପ୍ରଦାନ କରି ଭବିଷ୍ୟତରେ ଭାରତରେ ଅଲିମ୍ପିକ କ୍ରୀଡା ଆୟୋଜନ ଲକ୍ଷ୍ୟରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ !-->…
ଆଘାତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଜାଭଲିନ ରେ ଭାଗ ନେବେନି ନୀରଜ
ଜାଭଲିନରେ ଚାମ୍ପିୟନ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାହାରି ଯାଇଛନ୍ତି । ସେ ଆଘାତ ହୋଇଥିବାରୁ ଆଉ ଜାଭଲିନରେ ଭାଗ ନେବେ ନାହିଁ । ବ୍ରିମିନହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାଭଲିନ ଥ୍ରୋ ପୁରୁଷ ବର୍ଗରେ ଅଗଷ୍ଟ ୫ରୁ ପ୍ରାରମ୍ଭ ହେବାକୁ ଯାଉଥିବା ବେଳେ ନୀରଜ ଏଥିରୁ ବାଦ…