Browsing Category
କ୍ରୀଡା
ପୁଣି ବିମାନରେ ବୋମା ଆତଙ୍କ, ବନ୍ଦ ହେଲା ବୋର୍ଡିଂ
ବିମାନରେ ବୋମା ଆତଙ୍କ । ଗତକାଲି ସଂନ୍ଧ୍ୟାରେ ଦିଲ୍ଲୀରୁ ପୁଣେ ଯିବାକୁ ଥିବା ସ୍ପାଇସ ଜେଟର ଏକ ବିମାନରେ ବୋମା ଥିବା ସୂଚନା ମିଳିଛି । ବିମାନ ଉଡାଣ ଭରିବା ପୂର୍ବରୁ ବୋମା ସମ୍ପର୍କରେ ଫୋନ କଲ ଆସିଥିଲା । ଯାହା ଫଳରେ ଯାତ୍ରୀଙ୍କ ବୋର୍ଡିଂ ବନ୍ଦ କରାଯାଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ…
ହକି ବିଶ୍ୱକପ : ଆଜି ଭାରତ-ସ୍ପେନ ମ୍ୟାଚ
ଶୁକ୍ରବାର ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍ଘାଟନୀ ମ୍ୟାଚକୁ ଦେଖିବା ପାଇଁ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସୁଥିବା ସୂଚନା ମିଳିଛି। ଶୁକ୍ରବାର ଅପରାହ୍ଣ ୩ଟା…
ଡଟ୍ ଫେଷ୍ଟରେ ‘ସେବେ ଓ ଏବେ’ ଫଟୋ ପ୍ରଦର୍ଶନୀ ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟ ଯାତ୍ରାକୁ ପ୍ରଦର୍ଶିତ କରିବ
ଭୁବନେଶ୍ୱର : ଡଟ୍ ଫେଷ୍ଟ୍ର ୨ୟ ସଂସ୍କରଣ ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୫ ରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ଦ୍ୱାରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରୁ ପ୍ରଥମକରି ଆୟୋଜିତ ‘ସେବେ ଓ ଏବେ’ (ଦେନ୍ ଆଣ୍ଡ ନାଓ) ଫଟୋ ପ୍ରଦର୍ଶନୀ ଯାହା ବିସ୍ତୃତଭାବେ…
ଡଟ୍ ଫେଷ୍ଟର ଫ୍ଲି ମାର୍କେଟରେ ପ୍ରଦର୍ଶନ କରିବେ ୧୨୦ରୁ ଅଧିକ କଳାକାର
ଭୁବନେଶ୍ୱର: ଏଫ୍ଆଇଏଚ୍ ମେନ୍ସ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟ୍ର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଡଟ୍ ଫେଷ୍ଟ୍ରେ ଦି ନାଇଟ୍…
ଟେନିସରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କଲେ ସାନିଆ
ସାନିଆ ମିର୍ଜା ଏବଂ ସୋଏବ ମଲ୍ଲିକ ମଧ୍ୟରେ ଛାଡପତ୍ର ଖବର ଚର୍ଚ୍ଚା ମଧ୍ୟରେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ସାନିଆ ମର୍ଜା ଟେନିସରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଯାହା ଜାଣିବା ପରେ ଫ୍ୟାନ୍ସ ନିରାଶ ହୋଇଛନ୍ତି । ଫେବୃଆରୀରେ ଦୁବାଇରେ ଖେଳାଯିବାକୁ ଥିବା WTA ୧୦୦୦…
ଅନ୍ତିମ ମ୍ୟାଚରେ ସିରିଜ ହାତେଇବା ଲକ୍ଷ୍ୟରେ ଭାରତ
ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି ୨୦ ସିରିଜର ଆଜି ଅନ୍ତିମ ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ଦୁଇ ଦଳ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ଫଳରେ ସିରିଜ ୧-୧ରେ ବରାବର ରହିଛି । ସିରିଜ ବିଜୟୀ ହେବ ଲକ୍ଷ୍ୟ…
ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଦଳ
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଶେଷ ଟି-20 ମ୍ୟାଚ୍ (IND vs SL 3rd T20) ଆଜି (ଶନିବାର) ଅର୍ଥାତ ଜାନୁଆରୀ ୭ରେ ଖେଳା ଯିବ । ଏହି ଆଜି ରାଜକୋଟ ସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଙ୍କ…
ଜୟ ଶାହାଙ୍କୁ ଦୋଷି କରି ହଟହଟା ହେଲେ ପିସିବି ଚେୟାରମ୍ୟାନ
ଏସୀୟ କ୍ରିକେଟ୍ ପରିଷଦ (Asian Cricket Council) ସଭାପତି ଜୟ ଶାହା (Jay Shah) ଗୁରୁବାର ଦିନ ୨୦୨୩-୨୪ ପାଇଁ କ୍ୟାଲେଣ୍ଡର ଜାରି କରିଛନ୍ତି । ଏହି ଅନୁଯାୟୀ, ସେପ୍ଟେମ୍ବରରେ ଏସିଆ କପ୍-୨୦୨୩ (Asia Cup 2023) ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଟୁର୍ଣ୍ଣାମେଣ୍ଟ କେଉଁ ସ୍ଥାନରେ ଖେଳାଯିବ, ସେ…
ଭାରତୀୟ ଦଳ ହାରିବ ପଛର କେତୋଟି ପ୍ରମୁଖ କାରଣ, ଜାଣନ୍ତୁ
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନୋଟି ଟି-20 ମ୍ୟାଚର ଏକ ସିରିଜ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇରେ ହୋଇଥିଲା ଓ ଏହି ମ୍ୟାଚରେ ଭାରତ ଚମତ୍କାର ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ ପୁଣେରେ ଖେଳାଯାଇଛି ଓ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) କୁ ପରାଜୟର ସାମ୍ନା କରିବାକୁ…
ଆହତ କାରଣରୁ ଭାରତୀୟ ଦଳରୁ ବାଦ୍ ପଡିଲେ ସଞ୍ଜୁ ସାମସନ
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-20 ସିରିଜ୍ (India vs Sri Lanka T20 Series) ମଧ୍ୟରେ ଏକ ବଡ଼ ଅପଡେଟ୍ ଆସିଛି । ସିରିଜର ଶେଷ ଦୁଇଟି ଟି-20 ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ (team India) ରେ ଏକ ପରିବର୍ତ୍ତନ କରାଯାଇଛି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା (Jitesh…