Browsing Category
କ୍ରୀଡା
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ଶ୍ରେୟସ ଆୟାର !
ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହୋଇଯାଇଛି । ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବ । ଏଠାରେ ଭାରତୀୟ ଦଳ ଟି-20 ଓ ଏକ ଦିବସୀୟ ସିରିଜ ଖେଳିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ (IND vs NZ) ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20…
କେଉଁ ଦଳ କାହାକୁ ରଖିଲେ ଏବଂ ଛାଡିଲେ ଜାଣନ୍ତୁ
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବରରେ ହେବାକୁ ଥିବା ମିନି ନିଲାମ ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନିଜର ରିଟେସନ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି। ଏହି ସମୟରେ ଟ୍ରାନ୍ସଫର ଓ୍ଵିଣ୍ଡୋ ଜରିଆରେ ଦଳଗୁଡିକ…
IPLରୁ ସନ୍ନ୍ୟାସ ନେଲେ କିରନ ପୋଲାର୍ଡ
ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର କିରନ୍ ପୋଲାର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରେ ଏବେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ, ଏହା ପରେ ବି ସେ ମୁମ୍ୱାଇ ଇଣ୍ଡିଆନ୍ସର ସଦସ୍ୟ ହୋଇ ରହିବେ । ଟିମ ମ୍ୟାନେଜମେଣ୍ଟ ଏବେ ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ଏହି ମହାନ…
ଛାଡପତ୍ରର ଖବର ମଧ୍ୟରେ ଏକାଠି ନଜର ଆସିଲେ ସାନିଆ-ଶୋଏବ
ଭାରତୀୟ ଟେନିସ୍ ଷ୍ଟାର ସାନିଆ ମୀର୍ଜା ଓ ତାଙ୍କ ସ୍ୱାମୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇପାରେ ବୋଲି ଗତ ସପ୍ତାହରେ ଖବର ସାମ୍ନାକୁ ଆସିଥିଲା । ପାକିସ୍ତାନୀ ମିଡିଆ ପକ୍ଷରୁ ଏହି ଦାବି କରାଯାଇଥିବାବେଳେ ସେମାନେ ଅଲଗା ରହୁଥିବା ବି ସେଥିରେ…
ସାନିଆଙ୍କ ପୂର୍ବରୁ ସୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଜଣେ ଭାରତୀୟ, ଜାଣନ୍ତୁ ସେ କିଏ
ଭାରତୀୟ ଟେନିସ୍ ଷ୍ଟାର୍ (Indian Tennis Player) ସାନିଆ ମିର୍ଜା (Sania Mirza) ଓ ପାକିସ୍ତାନୀ କ୍ରିକେଟର (Pakistan Cricketer) ଶୋଏବ ମଲିକ (Shoaib Malik) ଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲୁନାହିଁ । ଉଭୟଙ୍କ ମଧ୍ୟରେ ଶୀଘ୍ର ଛାଡପତ୍ର ହେବାର ଖବର ସାମ୍ନାକୁ ଆସୁଛି । ଏପରିକି…
୩୦ ବର୍ଷ ପରେ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ ଭେଟ
ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ କ୍ରିକେଟ ଦଳ ୧୯୯୨ରେ ପ୍ରଥମ ଥର ପାଇଁ ଆଇସିସି ଦିନିକିଆ ବିଶ୍ବକପ ଜିତିଥିଲା। ଉକ୍ତ ଫାଇନାଲରେ ଇଂଲଣ୍ଡକୁ ୨୨ରନରେ ପରାସ୍ତ କରି ପାକିସ୍ତାନ ବିଶ୍ବକପ ମୁକୁଟ ପିନ୍ଧିଥିଲା। ଠିକ୍ ୩୦ ବର୍ଷ ପରେ ଉଭୟ ଦଳ ପୁଣି ଥରେ ସେହି ମେଲବୋର୍ଣ୍ଣ କ୍ରିକେଟ…
ବର୍ଷକ ଭିତରେ ବଦଳିଯିବ ଟିମ୍ ଇଣ୍ଡିଆ, ବାହାର ହୋଇପାରନ୍ତି ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳି
ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ଗୁରୁବାର ଭାରତ ୧୦ ୱିକେଟରେ ପରାଜିତ ହୋଇଛି । ଏହି ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ଏବେ ରାଡାରରେ ରହିଛି। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଏବେ କଡା ମନୋଭାବ ଗ୍ରହଣ କରିବାକୁ ଯାଉଛି। ବର୍ଷକ ଭିତରେ ଭାରତୀୟ ଟିମ୍ରେ ଖୁବ୍ ବଡ…
ବିରାଟ ଓ ପାଣ୍ଡ୍ୟାଙ୍କ ଧୁଆଁଧାର ଇନିଂସ, ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
ଇଂଲଣ୍ଡକୁ ୧୬୯ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ବ୍ୟାଟିଂ କରି ୬ ଓ୍ୱିକେଟ୍ ହରାଇ ୧୬୮ ରନ୍ କରିବାରେ ସକ୍ଷମ ହୋଇଛି ରୋହିତ ବାହିନୀ । ପାଣ୍ଡ୍ୟା ଖେଳିଲେ ୬୩ ରନ୍ର ଧୁଆଁଧାର ଇନିଂସ ।
ଟି-୨୦ ବିଶ୍ୱକପ୍ ୨୦୨୨ର ୨ୟ ସେମିଫାଇନାଲରେ…
ଟି-୨୦ ଦ୍ୱିତୀୟ ସେମିଫାଇନାଲ: ଟସ୍ ଜିତି ଇଂଲଣ୍ଡର ଫିଲ୍ଡିଂ ନିଷ୍ପତ୍ତି
ଓଭାଲରେ ଭାରତ ଓ ଇଂଲଣ୍ଡ ଭିତରେ ଟି-୨୦ ବିଶ୍ୱ କପ୍ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି।
ସେମିଫାଇନାଲ ପୂର୍ବରୁ ଆହତ ହେଲେ କୋହଲି
ବିରାଟ କୋହଲି (Virat Kohli) ଟି-୨୦ ବିଶ୍ୱକପର (T20 World Cup) ଅଷ୍ଟମ ସିଜନରେ ଏପର୍ଯ୍ୟନ୍ତ ବ୍ୟାଟ୍ ସହ ଭଲ ପ୍ରଦର୍ଶନ କରିଛନ୍ତି । ସେ ଅର୍ଦ୍ଧ ତିନୋଟି ଅର୍ଦ୍ଧଶତକ ସହ ୨୦୦ ରୁ ଅଧିକ ରନ୍ କରିଛନ୍ତି । ଏହି କାରଣରୁ ଦଳ ସୁପର-୧୨ ର ୫ଟି ମ୍ୟାଚ ମଧ୍ୟରୁ ୪ଟି ଜିତିବାରେ ସକ୍ଷମ ହୋଇଥିଲା ।…