Browsing Category
କ୍ରୀଡା
ଜୁସ ପିଇବା କାରଣରୁ ସମାଲୋଚନାର ଶିକାର ହେଲେ ଭାରତୀୟ କ୍ରିକେଟର ମହମ୍ମଦ ଶାମି
ୟୁଏଇରେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ରେ ମୁସଲମାନ ସମ୍ପ୍ରଦାୟ ରମଜାନ ଉପବାସ ପାଳନ କରୁଥିବା ବେଳେ କ୍ରିକେଟର ମହମ୍ମଦ ସାମି ଏନର୍ଜି ଡ୍ରିଙ୍କ୍ ପିଉଥିବାର ଭିଡିଓ ଭାଇରାଲ ହେବା ପରେ ଅଲ ଇଣ୍ଡିଆ ମୁସଲିମ୍ ଜମାତର ରାଷ୍ଟ୍ରୀୟ ସଭାପତି ମୌଲାନା ଶାହାବୁଦ୍ଦିନ…
ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ଭାରତୀୟ ଡ୍ରେସିଂ ରୁମର ଭିଡିଓ: ‘ବନ୍ଦେ ମାତରମ୍ ଶବ୍ଦ ରେ କମ୍ପିଲା ଷ୍ଟାଡିୟମ
ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ହୋଇଥିବା ପରାଜୟର ପ୍ରତିଶୋଧ ନେଇଛି। ଏହି ବିଜୟ ସହ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଛି, ଯାହା ଏବେ ଦୁବାଇରେ ଖେଳାଯିବ। ଏହି ବିଜୟ ପରେ ଭାରତୀୟ ଖେଳାଳିଙ୍କ ମୁହଁରେ ଯେଉଁ ଭାବନା ଦେଖିବାକୁ…
କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଡେଟିଂକୁ ନେଇ ପ୍ରତିକ୍ରିୟା ରଖିଲେ ମାହିରା ଶର୍ମା
ବିଶେଷ କରି ନଭେମ୍ବର ୨୦୨୪ରେ ନିଜ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ କରିବା ପରେ ମହମ୍ମଦ ସିରାଜ ଏବଂ ମାହିରା ଶର୍ମାଙ୍କ ଡେଟିଂ ବିଷୟରେ ଗୁଜବ ୨୦୨୩ରେ ଆରମ୍ଭ ହୋଇଥିଲା । ତେବେ ମାହିରା ଏହି କଳ୍ପନାଜଳ୍ପନା ଉପରେ କେବେ ଧ୍ୟାନ ଦେଇନଥିଲେ ଏବଂ ନିଜ ଗୁଜବ ସମ୍ପର୍କ କୁ ନେଇ ଚୁପ୍ ରହିଥିଲେ ।…
ମନାଲିର ଶୀତକାଳୀନ ଦୁଃସାହାସିକ ଶିବିରରେ ଯୋଗଦେବେ ଓଡ଼ିଶାର 100ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ
ଭୁବନେଶ୍ୱର, (୨୪/୨): ହିମାଚଳ ପ୍ରଦେଶ ମନାଲି ଠାରେ ଆସନ୍ତା ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଦୁଃସାହାସିକ ଶିବିର (ୱ୍ୱିଣ୍ଟର ଆଡ଼ଭେଞ୍ଚର କ୍ୟାମ୍ପ) ଆୟୋଜିତ ହେବାକୁ ଯାଉଛି। ଏହି ଶୀତକାଳୀନ ଦୁଃସାହାସିକ ଶିବିରରେ ଓଡ଼ିଶାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ!-->!-->!-->…
ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର: ୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ ମିଳିଛି।ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ ରେ ମହିଳା ଟି-୪୭ ବର୍ଗରେ ୧୦୦ ମିଟରରେ ପାରା ଆଥଲିଟ୍ ଜୟନ୍ତୀ ବେହେରାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।
ପ୍ରକାଶଯୋଗ୍ୟ ଯେ, ଚେନ୍ନାଇର…
ବାପି ହାଁସଦା: “ମୋର ପ୍ରଥମ ଜାତୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଏହା ମୋର ବ୍ୟକ୍ତିଗତ ସର୍ବୋତ୍ତମ…
ଭୁବନେଶ୍ୱର: ଉତ୍ତରାଖଣ୍ଡରେ ୨୦୨୫ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଖେଳାଳିମାନେ ଦୌଡ଼କୁଦରେ ଉତ୍କୃଷ୍ଟ ପ୍ରଦର୍ଶନ କରି ୫ଟି ପଦକ ଅର୍ଜନ କରିଛନ୍ତି ଯେଉଁଥିରେ ଚାରୋଟି ସ୍ୱର୍ଣ୍ଣ ଏବଂ ଏକ ରୌପ୍ୟ ପଦକ ରହିଛି । ଏହା ଓଡ଼ିଶାର ଜାତୀୟ କ୍ରୀଡ଼ାରେ କୌଣସି ଏକ ସଂସ୍କରଣରେ ସର୍ବୋତ୍ତମ ଦୌଡ଼କୁଦ ପ୍ରଦର୍ଶନ!-->…
ସଚିନଙ୍କ ଏହି ବିରଳ ରେକର୍ଡ ଭାଙ୍ଗିଲେ ରୋହିତ
ବିରାଟ କୋହଲି କ୍ରମାଗତ ଭାବେ ୨୦୨୦-୨୧ରେ କୌଣସି ପ୍ଲେୟାର ଅଫ ଦି ମ୍ୟାଚ ଆୱାର୍ଡ ଜିତି ନାହାନ୍ତି । ସେହିଭଳି ଅନ୍ୟ ପଟେ ୨୦୨୦, ୨୦୨୩ ଏବଂ ୨୦୨୪ରେ ଜୋ ରୁଟ ମଧ୍ୟ କୌଣସି ପ୍ଲେୟାର ଅଫ ଦି ମ୍ୟାଚ ଜିତି ନାହାନ୍ତି । ଅନ୍ୟପଟେ ଭାରତୀୟ ଦଳର ଅଧିନାୟ ରୋହିତ ଶର୍ମା ବାରବାଟୀ ଷ୍ଟାଡିୟମରେ…
ଆଜିଠୁ ଆରମ୍ଭ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍
ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଶେଷ ହୋଇଛି। ଏହି ସିରିଜ୍କୁ ଭାରତ ୪-୧ରେ ଜିତିଥିଲାବେଳେ ଆଜିଠାରୁ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଘରୋଇ ଦଳ ସମାନ ଫଳାଫଳ ଆଶା କରୁଛି। କିନ୍ତୁ ଏହି ଫର୍ମାଟରେ ଭାରତ ଏକତ୍ର ହୋଇ ଖୁବ୍ କମ୍…
ରିଲାଏନ୍ସ ଫାଉଣ୍ଡେସନର ୫୦ ରୁ ଅଧିକ ଆଥଲେଟ୍ ଜାତୀୟ କ୍ରୀଡ଼ାରେ ସର୍ବୋଚ୍ଚ ପ୍ରଦର୍ଶନ ପାଇଁ ପ୍ରସ୍ତୁତ
ଡେରାଡୁନ୍, ଜାନୁଆରୀ ୨୮, ୨୦୨୫: ରିଲାଏନ୍ସ ଫାଉଣ୍ଡେସନ୍ ସହିତ ଯୋଡି ହୋଇଥିବା ୫୦ ରୁ ଅଧିକ ଆଥଲେଟ୍ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡାର ୩୮ତମ ସଂସ୍କରଣରେ ଅଂଶଗ୍ରହଣ କରିବେ। ଫାଉଣ୍ଡେସନର ଆଥଲେଟମାନେ ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ୍, ଶୁଟିଂ, ଜୁଡୋ, ଭାରୋତ୍ତୋଳନ,!-->…
ତୃଣମୂଳ ସ୍ତରରେ କ୍ରୀଡ଼ାପ୍ରତିଭାର ବିକାଶ ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ…
ଭୁବନେଶ୍ୱର, (୨୨/୧) : ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ ଆରମ୍ଭ ହୋଇଯାଇଛି ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ପ୍ରତିଯୋଗିତା।!-->…