Browsing Category
ମନୋରଞ୍ଜନ
ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’, ଜାଣିଛନ୍ତି କି ଏଦିନରେ ଲୁଚି ରହିଥିବା କାହାଣୀ ବିଷୟରେ?
ଆଜି ଭାଲେଣ୍ଟାଇନ୍ସ ଡେ’ । ପ୍ରେମ ପାଇଁ ଦିନଟିଏ । ଫେବ୍ରୁଆରି ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରେମର ପ୍ରତିକ ରୂପେ ବିଚାର କରାଯାଉଥିବା ଜଣେ ପ୍ରସିଦ୍ଧ ସନ୍ଥଙ୍କ ନାମାନୁସାରେ ଏହା ନାମିତ । କୁହାଯାଏ, ରୋମାନରେ କ୍ଲାଉଡିୟସ୍ ଦ୍ୱିତୀୟ ନାମକ ରାଜା ଶାସନ!-->…
ମୁକ୍ତିଲାଭ କଲା ‘ବର ବଧୂ’; ଖଚାଖଚ ଭିଡ ଭିତରେ କଳାକାରଙ୍କୁ ସ୍ବାଗତ
ଭୁବନେଶ୍ୱର,୧୪/୦୨:ମଧ୍ୟବିତ୍ ପରିବାରର ନୂଆ-ନୂଆ ବିବାହିତ ସ୍ୱାମୀ-ସ୍ତ୍ରୀଙ୍କ ଜୀବନକୁ କେନ୍ଦ୍ର କରି ନିର୍ମିତ ନିଛକ ଓଡ଼ିଆ ଚଳଚ୍ଚିତ୍ର ‘ବର ବଧୂ’ ରୂପେଲି ପରଦାରେ ପ୍ରେମ, ପରମ୍ପରା ଓ ପାରିବାରିକ ସମ୍ପର୍କର ଅନୁଭୂତିକୁ ଜୀବନ୍ତ କରିଛି । ପାରିବାରିକ ସମ୍ବନ୍ଧର ସୂକ୍ଷ୍ମ ଭାବନା ଓ!-->…
ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’, ସସ୍ପେନ୍ସ, ଥ୍ରୀଲରରେ ପୁରା ବାନ୍ଧି ହେଲେ ଦର୍ଶକ
ଭୁବନେଶ୍ଵର,୧୩/୦୨: ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'ରକ୍ତ ଗୋଲାପ' ମୁକ୍ତିଲାଭ କରିଛି।ନିକଟରେ ଟ୍ରେଲର ଦର୍ଶକଙ୍କ ମନରେ ଏକ ଅଭୂଲା ସ୍ମୃତି ସୃଷ୍ଟି କରିଥିଲା। ତେବେ ସାରା ଓଡ଼ିଶାରେ ତିରିଶଟି ପ୍ରେକ୍ଷାଳୟରେ ମୁକ୍ତିକାଭ କରିଥିବା ବେଳେ ସବୁଠି ଭାରପୁର ଦର୍ଶକ ।ଅନେକ ଚଳଚ୍ଚିତ୍ର!-->…
୨୨ତମ ଧଉଳି-କଳିଙ୍ଗ ମହୋତ୍ସବର ଉଦ୍ଯାପନୀ ସଂଧ୍ୟା,ଶାସ୍ତ୍ରୀୟ, ପାରମ୍ପାରିକ ନୃତ୍ୟରେ ଦର୍ଶକ ବିଭୋର
ଭୁବନେଶ୍ୱର,୦୮/୦୨:ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ର ମିଳିତ ଉଦ୍ୟମରେ ଐତିହାସିକ ଧଉଳୀ ପାହାଡ଼ର ପାଦଦେଶରେ ଆୟୋଜିତ ୨୨ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଶାସ୍ତ୍ରୀୟ,!-->…
“ଗୋଦାନ” ଚଳଚ୍ଚିତ୍ର କୁ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୦୬/୦୨: ଫିଲ୍ମ ଦେଖିଲେ ।ଟିକସ ମୁକ୍ତ କଲେ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ 'ଗୋଦାନ'ର ପ୍ରିମିୟର ଦେଖିବା ସହ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ 'ଟାକ୍ସ ଫ୍ରି' ବୋଲି ଘୋଷଣା କରିଛନ୍ତି।ଖାଲି ସେତିକି ନୁହେଁ !-->…
ଭୁବନେଶ୍ୱରରେ ବଲିଉଡ ଷ୍ଟାର ମନୋଜ ପାହୱା ଏବଂ କୁମୁଦ ମିଶ୍ରଙ୍କ ଦ୍ଵାରା ଫିଲ୍ମ ‘ଅଶି’ ଚଳଚ୍ଚିତ୍ରର ପ୍ରଚାର
ଭୁବନେଶ୍ୱର,୦୫/୦୨: ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ‘ଅଶି'ର ପ୍ରଚାର ଅଭିଯାନର ଏକ ଅଂଶ ଭାବରେ, ଜଣାଶୁଣା ଅଭିନେତା ମନୋଜ ପାହୱା ଏବଂ କୁମୁଦ ମିଶ୍ର ଭୁବନେଶ୍ୱର ଗସ୍ତ କରିଛନ୍ତି। ସେମାନେ ଏଠାରେ ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ତଥା!-->…
ଚର୍ଚ୍ଚାରେ କଙ୍ଗନା–ଚିରାଗ: ଏନଡିଏ ବୈଠକରେ ପୁଣି ଏକାଠି
ନୂଆଦିଲ୍ଲୀ,୦୪/୦୨: ରିଲ୍ ଲାଇଫ୍ରେ ଲଭ୍ବାର୍ଡ ଭାବେ ଚର୍ଚ୍ଚାରେ ଥିବା କଙ୍ଗନା ରାଣାୱତ ଓ ଚିରାଗ ପାସୱାନ ପୁଣିଥରେ ଏକାଠି ଦେଖାଯାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଏନଡିଏ ସଂସଦୀୟ ଦଳ ବୈଠକରେ ଉଭୟ ଏକାଠି ପହଞ୍ଚିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଭିଡିଓରେ!-->…
ରାଜଧାନୀରେ ଆଦିବାସୀ ଗାଁର ଅନୁଭୂତି, ଚାଲିଛି ଆଦିବାସୀ ମେଳା–୨୦୨୬
ଭୁବନେଶ୍ୱର,୦୩/୦୨: ରାଜଧାନୀରେ ଆଦିବାସୀ ଗାଁର ସଜୀବ ଅନୁଭୂତି। ଜଙ୍ଗଲ ସାମଗ୍ରୀ, ପାରମ୍ପରିକ ହସ୍ତଶିଳ୍ପ ସହ ଜନଜାତୀଙ୍କ ଚଳଣି ଓ ସଂସ୍କୃତିର ମନୋରମ ପ୍ରଦର୍ଶନ କରୁଛି ଆଦିବାସୀ ମେଳା–୨୦୨୬। ରାଜଧାନୀର ୟୁନିଟ–ୱାନ୍ ଆଦିବାସୀ ପଡ଼ିଆରେ ଏହି ମେଳା ଚାଲିଛି ଓ ଲୋକମାନଙ୍କୁ ଭଳିଭାବେ ଆକୃଷ୍ଟ!-->…
୬ରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ
ଭୁବନେଶ୍ୱର,୦୩/୦୨:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମିଳିତ ଆନୁକୂଲ୍ୟରେ ୨୨ତମ ଧଉଳି–କଳିଙ୍ଗ ମହୋତ୍ସବ ଆସନ୍ତା ୬ ଫେବୃୟାରୀରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ଧଉଳି ପାହାଡ଼ର ପାଦ ଦେଶରେ ପାଳିତ ହେବ।
ଏହି ମହୋତ୍ସବରେ ଦେଶ ଓ ବିଦେଶରୁ ଆସିଥିବା!-->!-->!-->!-->!-->…
ଅପେକ୍ଷାର ହେଲା ଅନ୍ତ, ଆସୁଛି ‘ଧୁରନ୍ଧର ସିକ୍ୱେଲ : ଦ ରିଭେଞ୍ଜ’
ହାଇଦ୍ରାବାଦ,୦୩/୦୨: ଦୀର୍ଘ ଅପେକ୍ଷା ପରେ ଶେଷରେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ସୁପରହିଟ୍ ଫିଲ୍ମ ‘ଧୁରନ୍ଧର’ ପରେ ଏହାର ସିକ୍ୱେଲ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଭାରି ଉତ୍ସାହ ଥିଲା। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ପାର୍ଟ–2ର ଅଫିସିଆଲ ଟାଇଟଲ ଘୋଷଣା କରି ଏହି ଅପେକ୍ଷାର ଅନ୍ତ!-->…