Browsing Category
ବିଶେଷ
କେଉଁ ଦେଶକୁ ଚେରି ବ୍ଲସମର ଦେଶ ବୋଲି କୁହାଯାଏ?
ପ୍ରତ୍ୟେକ ଦେଶର କିଛି ନା କିଛି ବିଶେଷତା ଅଛି ଯାହା ଏହାକୁ ସାରା ବିଶ୍ୱରେ ପ୍ରସିଦ୍ଧ କରିଥାଏ। କିଛି ମରୁଭୂମି ପାଇଁ ଜଣାଶୁଣା, କିଛି ପାହାଡ଼ ପାଇଁ ଏବଂ କିଛି ସୁନ୍ଦର ଫୁଲ ପାଇଁ। ଏପରି ଗୋଟିଏ ଦେଶ ଅଛି ଯାହା ବସନ୍ତ ଋତୁରେ ଯାଦୁକରୀ ହୋଇଯାଏ ଯେତେବେଳେ ହଜାର ହଜାର ଗଛ ନରମ ଗୋଲାପୀ ଏବଂ…
ବିଶ୍ୱର “ଶ୍ରେଷ୍ଠ ଭେଜିଟେରିଅନ ଖାଦ୍ୟ’ ତାଲିକାରେ ଶୀର୍ଷରେ ଏହି ୨ଟି ଭାରତୀୟ ଖାଦ୍ୟ
ଭାରତୀୟ ଖାଦ୍ୟ ଏହାର ସ୍ୱତନ୍ତ୍ର ସ୍ୱାଦ ପାଇଁ ବିଶ୍ୱବ୍ୟାପୀ ଆଦୃତ ହୁଏ। ବିଶ୍ୱ ସ୍ତରରେ ଏହାର ବଢ଼ୁଥିବା ଲୋକପ୍ରିୟତାକୁ ସ୍ପଷ୍ଟ କରିଛି ଟେଷ୍ଟ ଆଟଲାସ ଦ୍ୱାରା ଏହାର ସଦ୍ୟତମ ଖାଦ୍ୟ ସମ୍ପର୍କିତ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇବା। ଭାରତୀୟ ସୁସ୍ୱାଦୁ ଖାଦ୍ୟ, ଭାରତୀୟ ରେଷ୍ଟୁରାଂଟ ଏବଂ…
କଳିଙ୍ଗନଗରରେ ସ୍ଥାୟୀ ଜଳ ସମ୍ପଦ ନେଇ ପଦକ୍ଷେପ ୫ ବର୍ଷରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା ୨୪୩ଟି ନୂଆ ପୋଖରୀ…
ଜଳ ଆମର ଏକ ମୌଳିକ ଉତ୍ସ । ଅନେକ କାର୍ଯ୍ୟ ଏହା ଦ୍ୱାରା ପରିଚାଳିତ ହୁଏ ଓ ଏହାର ଅଭାବରେ ଅନେକ କାର୍ଯ୍ୟକଳାପ ବନ୍ଦ ହୋଇଯାଏ । ଲୋକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଯେପରି ଜଳ ପାଇଁ କିଛି ସମସ୍ୟା ର ସମ୍ମୁଖିନ ନହେବେ ସେଥିପାଇଁ କଳିଙ୍ଗନଗରରେ ଟାଟା ଷ୍ଟିଲ୍…
ଜିପି ହିନ୍ଦୁଜାଙ୍କ ସ୍ମୃତି ସଭା ଆୟୋଜିତ; ହିନ୍ଦୁଜା ପରିବାର ଓ ବହୁ ବନ୍ଧୁବର୍ଗ ସାମିଲ
ଭୁବନେଶ୍ବର: ହିନ୍ଦୁଜା ଗ୍ରୁପର ଦିବଂଗତ ଅଧ୍ୟକ୍ଷ ଗୋପୀଚାନ୍ଦ ପି. ହିନ୍ଦୁଜାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ମୁମ୍ବାଇରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଭାରତୀୟ ଶିଳ୍ପର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ଦଳର ନେତା, କୂଟନୈତିକ ଦଳର ସଦସ୍ୟ ଏବଂ…
ଅବହେଳିତ ଏବଂ ଗରିବ ଲୋକଙ୍କ ପାଇଁ ଦେବତୂଲ୍ୟ, ମାଗଣାରେ କରିଛନ୍ତି ୩୮୦୦ରୁ ଉର୍ଦ୍ଧ୍ୱ ପିଲାଙ୍କର ହାର୍ଟ ସର୍ଜରୀ
ଅବହେଳିତ ପିଲାମାନଙ୍କ ପାଇଁ 3,800 ରୁ ଅଧିକ ମାଗଣା ହୃଦସ୍ପରୀ ପାଇଁ ଖବରରେ ଥିବା ବ୍ୟକ୍ତି ଜଣେ "ମହିଳା ଡାକ୍ତର" ନୁହଁନ୍ତି ବରଂ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଏବଂ ସମାଜସେବୀ ପଲକ ମୁଛଲ।
ପଲକ ମୁଛଲ ଜଣେ ଭାରତୀୟ ପ୍ଲେବ୍ୟାକ୍ ଗାୟିକା ଯିଏ ସଙ୍ଗୀତ କନସର୍ଟ ଏବଂ ବ୍ୟକ୍ତିଗତ ସଞ୍ଚୟରୁ…
ଟାଟା ପାୱାର ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ
ଭୁବନେଶ୍ୱର, ୨୨ ନଭେମ୍ବର ୨୦୨୫: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଏବଂ ଓଡ଼ିଶା ସରକାରଙ୍କ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ମିଳିତ ଭାବରେ ଭୁବନେଶ୍ୱରରେ ‘ଗଜ ସଂରକ୍ଷଣ ପ୍ରକଳ୍ପ' ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗର…
ଅନ୍ତର୍ଭୂକ୍ତିକାରୀ ବିକାଶର ଏକ ଦଶନ୍ଧି : ସ୍ଥାନୀୟ ଅଞ୍ଚଳର ରୂପାନ୍ତରଣରେ ଯୋଗଦାନ ଦେଇ ଚାଲିଛି ଟାଟା ଷ୍ଟିଲ୍…
- ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ, ସ୍ଥାନୀୟ ଉଦ୍ୟୋଗ ଏବଂ ଅଭିବୃଦ୍ଧିରେ ଯୋଗଦାନ
- ଉନ୍ନତ ଜୀବନଯାପନ ପାଇଁ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ଜଳ ନିରାପତ୍ତାକୁ ଗୁରୁତ୍ଵ ପ୍ରଦାନ
କଳିଙ୍ଗନଗର, ନଭେମ୍ବର ୧୩, ୨୦୨୫: ବିଗତ ଏକ ଦଶନ୍ଧି ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)…
କଳିଙ୍ଗନଗର ଅଞ୍ଚଳରେ ପୁଷ୍ଟି ସାଧନ ଓ ଅଞ୍ଚଳବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରୁଛି ଟାଟା ଷ୍ଟିଲ…
ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) ଅନେକ କାର୍ଯ୍ୟକ୍ରମମାନ ହାତକୁ ନେଇଛି । କୁପୋଷଣ ଏବଂ ଅପପୁଷ୍ଟି ସ୍ଥିତିରେ ଅଧିକ ସୁଧାର ପାଇଁ ମଧ୍ୟ ଏହା ଅନେକ ପଦକ୍ଷେପ ଗ୍ରହଣ କରିଛି । ଏ ନେଇ ଟିଏସଏଫ ସ୍ଥାନୀୟ ପ୍ରଶାସନ ସହିତ…
କର୍କଟ ପ୍ରତିରୋଧ ପାଇଁ ଅନୁକୂଳ ମୁଖ ସ୍ୱାସ୍ଥ୍ୟ
ଭୁବନେଶ୍ୱର: ପବ୍ଲିକ ହେଲ୍ଥ ଡେଂଟିଷ୍ଟ୍ରିର ପ୍ରଫେସର ପିଏଚଡି, ଏମଡିଏସ ଡା. ସୋନିଆ ଦତାଙ୍କ ଅନୁଯାୟୀ ମୁଖ ସ୍ୱାସ୍ଥ୍ୟ କେବଳ ଦାନ୍ତ ଏବଂ ମାଢ଼ି ବିଷୟରେ ନୁହେଁ ଏବଂ ଭଲ ମୁଖ ସ୍ୱାସ୍ଥ୍ୟ କେବଳ ଦାନ୍ତ ସଫା ରଖିବା ଅପେକ୍ଷା ଅଧିକ। ଏହା ସମଗ୍ର ସୁସ୍ଥତାର ଏକ ମୂଳସ୍ତମ୍ଭ। ଦନ୍ତ ଚିକିତ୍ସକ ଏବଂ…
ତୃଣମୂଳ ସ୍ତରରେ ‘ଟାପ୍’ର କାର୍ଯ୍ୟକାରିତାକୁ ଟିପିଏନଓଡିଏଲର ଗୁରୁତ୍ଵ
ବାଲେଶ୍ଵର, ୨୪/୧୦ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଟାଟା ଆଫରମେଟିଭ ଆକ୍ସନ ପଲିସି (ଟାପ୍)ର କାର୍ଯ୍ୟକାରିତାକୁ ବିଶେଷ ଗୁରୁତ୍ଵ ଦେଉଛି। ଯାହା ସାମାଜିକ ଓ ଆର୍ଥିକ ଅନଗସର ବର୍ଗ, ବିଶେଷ କରି ଅନୁସୂଚିତ…