Browsing Category
ବିଶେଷ
ଆମ ବସ ଯାତ୍ରୀଙ୍କ ମତାମତ ସଂଗ୍ରହ
ସାର୍ବଜନୀନ ପରିବହନ ସେବାକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସର ଅଂଶ ସ୍ବରୂପ, ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନର ପଦାଧିକାରୀ ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ସହରର ବସ ସେବାର ଦକ୍ଷତା ଏବଂ ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ଆମ ବସରେ ଯାତ୍ରା କରି ବସ…
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜାନୁଆରୀ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ।…
ଅଚ୍ୟୁତ ସାମନ୍ତଙ୍କୁ ୬୫ତମ ସମ୍ମାନସୂଚକ ଡକ୍ଟରେଟ
କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଂଲଣ୍ଡର ଖ୍ୟାତି ସମ୍ପନ୍ନ ବକିଙ୍ଗହାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଗୁରୁବାର ବକିଙ୍ଗହାମ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଅବସରରେ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି…
ବେଦାନ୍ତର ପ୍ରକଳ୍ପ ବିଦ୍ୟା ଓ ନିର୍ମଳ
ଆଲୁମିନିୟମ ଉପତ୍ାଦନକାରୀ ସଂସ୍ଥା ବେଦାନ୍ତ ଏହାର ସିଏସଆର କାର୍ଯ୍ୟକ୍ରମ ଅଧିନରେ ପ୍ରକଳ୍ପ ବିଦ୍ୟା ଏବଂ ପ୍ରକଳ୍ପ ନିର୍ମଳ କାର୍ଯ୍ୟକାରୀ କରୁଛି। ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ପାର୍ଶ୍ୱବର୍ତ୍ତୀ ହେମଗିରି ଓ କୁରାଲୋଇ ଅଞ୍ଚଳରେ ଉଭୟ ପ୍ରକଳ୍ପ ପ୍ରାୟ ୩୦ ହଜାର ଲୋକଙ୍କୁ ଉପକୃତ କରୁଛି। ହେମଗିରି…
ଯୋଗଗୁରୁ ରାମଦେବଙ୍କ ୩୧ତମ ସନ୍ୟାସ ଦିବସ
ହରିଦ୍ୱାର ପତଞ୍ଜଳି ଓ୍ବେଲନେଶ୍ ଫେଜ୍-୨ସ୍ଥିତ ଯୋଗଭବନ ସଭାକକ୍ଷରେ ଯୋଗଗୁରୁ ରାମଦେବଙ୍କ ୩୧ତମ ସନ୍ୟାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୈଦିକ କାର୍ଯ୍ୟକ୍ରମ, ନବରାତ୍ରୀ ଯଜ୍ଞ ଓ କନ୍ୟା ପୂଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଆଚାର୍ଯ୍ୟ ବାଳକୃଷ୍ଣ ଯୋଗଗୁରୁ…
ଉତ୍ତର ଓଡ଼ିଶାର ୭ ଷ୍ଟେଶନର ନବୀକରଣ ଜାରି
ଭାରତୀୟ ରେଳପଥ ଅମୃତ ଷ୍ଟେଶନ ଯୋଜନାର ଅଧିନରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନଗୁଡ଼ିକର ପୁନର୍ବିକାଶ କରୁଛି। ଏହି ସବୁ ଷ୍ଟେଶନଗୁଡ଼ିକ ମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପହାଡ ଅରଦି ୭ଟି ଷ୍ଟେଶନ ରହିଛି। ଏହି ନବୀକରଣ କାର୍ଯ୍ୟ…
ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ: ଜିଆଇ ମାନ୍ୟତା ଦାବି
ଏପ୍ରିଲ ୧୧ରେ ପାଳିତ ହେବ ଚତୁର୍ଥ ଛେନାପୋଡ଼ ଦିବସ। ଏ ଉତ୍ସବ ଏଥର ଭୁବନେଶ୍ବରରେ ଧୁମଧାମରେ ପାଳନ କରାଯିବ | କେବଳ ଉତ୍ସବ ପାଳନ ନୁହେଁ, ଛେନାପୋଡ଼କୁ ଜିଆଇ ମାନ୍ୟତା ଏବଂ ଛେନାପୋଡ଼ କାରିଗରଙ୍କ ଲାଗି ସ୍ବତନ୍ତ୍ର କ୍ଲଷ୍ଟର ନିର୍ମାଣ ସହ ଛେନାପୋଡ଼ର ପ୍ରସ୍ତୁତି ଓ ସଂରକ୍ଷଣ ଲାଗି ଅଧିକ…
ରାମନବମୀରେ ରାମ ନାମ କରନ୍ତୁ ଜପ , ଚମତ୍କାର ଫଳ ଦେବେ ଏହି ମନ୍ତ୍ରଗୁଡ଼ିକ
ରାମ ନବମୀ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସର ପବିତ୍ର ପର୍ବ, ଯାହା ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଆସନ୍ତାକାଲି ଅର୍ଥାତ୍ ୬ ଏପ୍ରିଲ ୨୦୨୫ ରେ ରାମ ନବମୀ। ଏହି ଦିନ ମନ୍ତ୍ର ଜପ ସହିତ ଉପବାସ, ଭକ୍ତି, କୀର୍ତ୍ତନ ଏବଂ ପୂଜା ଅତ୍ୟନ୍ତ ଲାଭଦାୟକ ବୋଲି…
ରାମନବମୀରେ ପମ୍ବନ ସେତୁ ଉଦଘାଟନ କରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ କରିବେ। ରାମନବମୀ ଅବସରରେ ସେ ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ନୂତନ ପାମ୍ବନ ରେଳ ସେତୁର ଉଦଘାଟନ କରିବେ। ମୋଦୀ ଅପରାହ୍ନରେ ରାମେଶ୍ୱରମର ରାମନାଥସ୍ବାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ରାମେଶ୍ୱରମରେ ଆୟୋଜିତ…
ଏପ୍ରିଲ ମାସରେ ଆପଣଙ୍କ ଟ୍ରାଭେଲ ଲିଷ୍ଟରେ ନିଶ୍ଚିତ ସାମିଲ କରନ୍ତୁ ଓଡ଼ିଶାର ଏହିସବୁ ପ୍ରସିଦ୍ଧ ସ୍ଥାନ
ଏପ୍ରିଲ ମାସରେ ଓଡ଼ିଶା ଭ୍ରମଣ ପାଇଁ ଯଦି ଆପଣ ଚିନ୍ତା କରୁଛନ୍ତି କିନ୍ତୁ କେଉଁ ସ୍ଥାନକୁ ବୁଲିବାକୁ ଯିବେ ଜାଣିପାରୁ ନାହାନ୍ତି। ତେବେ ଆପଣ ଠିକ ସ୍ଥାନକୁ ଆସିଛନ୍ତି। ଆମେ ଏଠାରେ ଓଡ଼ିଶାର କିଛି ଅତ୍ୟନ୍ତ ମନୋରମ ଦୃଶ୍ୟ ଏବଂ ଭୂଭାଗରେ ଭରି ରହିଥିବା ସ୍ଥାନଗୁଡିକ ବିଷୟରେ ଉଲ୍ଲେଖ କରିଛୁ ।…