Browsing Category

ବିଶେଷ

୪୦ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ଵର,୧୨/୦୩:ରାଜ୍ୟରେ ଦିନକୁ ଦିନ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଅନେକ ସ୍ଥାନରେ ତାପମାତ୍ରା ଉର୍ଦ୍ଧ୍ୱଗାମୀ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଦେଖାଯାଉଛି।ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା

ଆଣ୍ଡାମାନ ଯାଉଛି ଓଡ଼ିଶା ବାଲି

ଭୁବନେଶ୍ଵର,୧୨/୦୩:ଓଡ଼ିଶାରୁ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବାଲି ରପ୍ତାନୀ ହେଉଥିବା ବିଷୟରେ ରାଜ୍ୟ ବିଧାନସଭାରେ ଖଣି ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର କିଛି ଜିଲ୍ଲାରୁ ବହୁ ପରିମାଣରେ ବାଲି ବାହାର ଅଞ୍ଚଳକୁ ପଠାଯାଉଛି।ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ

ଇରାନ୍‌ରେ ଫସିଛନ୍ତି ୯ ହଜାର ଭାରତୀୟ

ନୂଆଦିଲ୍ଲୀ/ତେହେରାନ ,୧୨/୦୩:ଇରାନ୍‌ରେ ପ୍ରାୟ ୯ ହଜାର ଭାରତୀୟ ନାଗରିକ ଫସି ରହିଥିବା ସୂଚନା ଦେଇଛି ଭାରତର ବୈଦେଶିକ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଇରାନ୍‌ର ବିଭିନ୍ନ ସହରରେ ଛାତ୍ର, ବ୍ୟବସାୟୀ, ପେଶାଜୀବୀ ଓ ତୀର୍ଥଯାତ୍ରୀମାନେ ଅଟକି

LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍

ନୂଆଦିଲ୍ଲୀ,୧୨/୦୩:LPG ଯୋଗାଣରେ ସମ୍ଭାବ୍ୟ ସମସ୍ୟାକୁ ନଜରରେ ରଖି ରାଜ୍ୟକୁ ବିକଳ୍ପ ବ୍ୟବସ୍ଥା ଭାବେ କିରୋସିନ୍ ଆବଣ୍ଟନ କରାଯିବ। ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁସାରେ, ରାଜ୍ୟକୁ LPG ର ବିକଳ୍ପ ଭାବେ ଅତିରିକ୍ତ ୪୮ ହଜାର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

ଭୁବନେଶ୍ବର,୧୦/୦୩:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ

ବାଇକ ଯୋଗେ ଦୈନିକ ଅଫିସକୁ ଦୀର୍ଘ ଯାତ୍ରା କରୁଛନ୍ତି କି, ତେବେ ହୋଇଯାଆନ୍ତୁ ସତର୍କ

ପ୍ରତ୍ୟେକ ଦିନ ମୋଟର ସାଇକକେଲ ଯୋଗେ ଅଫିସକୁ ଦୀର୍ଘ ଯାତ୍ରା କରିବା ଦ୍ୱାରା ଧିରେ ଧିରେ ମଣିଷ ଶରୀରରେ ନାନାଦି ସମସ୍ୟା ଉପୁଜେ । ସାଇକେଲ ଚଲାଇବା ତୁଳନାରେ ଏଥିରେ ଶାରୀରିକ ପରିଶ୍ରମ କମ୍ ହେଉଥିଲେ ମଧ୍ୟ ଦୀର୍ଘ ସମୟ ଏକାଭଳି ବସି ରହିବା ଯୋଗୁଁ ନିମ୍ନଲିଖିତ ସମସ୍ୟାଗୁଡ଼ିକ ଦେଖାଦେଇପାରେ:…

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ଏଡିଟର୍ସ୍ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ

-              ଡିଜିଟାଲ୍ ସାମ୍ବାଦିକତା, ସମ୍ପାଦକୀୟ ଦାୟିତ୍ୱବୋଧ ଓ ସମ୍ବାଦର ଭବିଷ୍ୟତକୁ ନେଇ ବରିଷ୍ଠ ସମ୍ପାଦକମାନଙ୍କ ଆଲୋଚନାଭୁବନେଶ୍ୱର : ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ବିର୍ଲା ସ୍କୁଲ୍ ଅଫ୍ କମ୍ୟୁନିକେଶନ୍ ପକ୍ଷରୁ ୬ ମାର୍ଚ୍ଚ ୨୦୨୬ ତାରିଖରେ ୟୁନିଭର୍ସିଟି ସେମିନାର୍…

ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ

ଭୁବନେଶ୍ଵର,୦୯/୦୩: ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁ କୁନ୍ଥୁ ସରକାରୀ କର୍ମଚାରୀ।CMGI ସୂଚନା ଅନୁଯାୟୀ,ମାର୍ଚ୍ଚ ଦୁଇ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି।ରାଜ୍ୟ ସରକାରଙ୍କ ଅଧୀନରେ ଥ‌ିବା କର୍ମଚାରୀଙ୍କ ନିମନ୍ତେ, ରାଜ୍ୟ ସରକାର

ନାରୀ ଶକ୍ତିକୁ ସମ୍ମାନ: ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ଵର,୦୮/୦୩:ଏପରି ତ ଆମ ଜୀବନରେ ଥିବା ପ୍ରତିଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ। କିନ୍ତୁ ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।କେବେ ମା’ ଭାବରେ, କେବେ ଭଉଣୀ ଭାବରେ ତ କେବେ ଜଣେ ପତ୍ନୀ ଭାବରେ । ତେଣୁ ପୂରା ବିଶ୍ବର ମହିଳାମାନଙ୍କ

ଏଏମବିଏ–ବିଜିଏ ଆନ୍ତର୍ଜାତୀୟ ମାନ୍ୟତା ଯାତ୍ରାରେ ପଦାର୍ପଣ କଲା ଆଇଆଇଏମ ସମ୍ବଲପୁର

ସମ୍ବଲପୁର: ଆଇଆଇଏମ ସମ୍ବଲପୁର ଭାରତର ଏକ ପ୍ରମୁଖ ପ୍ରବନ୍ଧନ ଶିକ୍ଷା ସଂସ୍ଥାନ, ଏକ ଦିବସିୟ ଗସ୍ତରେ ଆସିଥିବା ଏସୋସିଏସନ୍ ଅଫ୍ ଏମ୍ବିଏଜ୍ ଏବଂ ବିଜନେସ୍ ଗ୍ରାଜୁଏଟ୍ସ ଏସୋସିଏସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ରୁ ମେନ୍ ଉଇଲସନ୍ ଓ ଭାରତ ପାଇଁ ଏଏମ୍ବିଏର କୌଶଳଗତ ସମ୍ପର୍କ ପ୍ରବନ୍ଧକ…