Browsing Category
ବାଣିଜ୍ୟ
ବନ୍ଧନ ବ୍ୟାଙ୍କ ପକ୍ଷରୁ ଶୌର୍ଯ୍ୟ ବେତନ ଖାତା ପାଇଁ ଭାରତୀୟ ବାୟୁସେନା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ
ନିରବଚ୍ଛିନ୍ନ ବ୍ୟାଙ୍କିଂ ଅନୁଭୂତି ସହିତ ଆଇଏଏଫ୍ କର୍ମଚାରୀଙ୍କୁ ସୁହାଇବା ଭଳି ଆର୍ଥିକ ସେବା ପ୍ରଦାନ କରିବ ବ୍ୟାଙ୍କ
ଶୌର୍ଯ୍ୟ ବେତନ ଖାତା ହେଉଛି ଏକ ଜିରୋ ବାଲାନ୍ସ ଖାତା, ଯେଉଁଥିରେ ଆଇଏଏଫ୍ କର୍ମଚାରୀଙ୍କ ପାଇଁ ବ୍ୟାପକ ଲାଭ ରହିଛି
ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ସ୍ପର୍ଶ…
ଇଦ ଉପଲକ୍ଷେ ମୋଦିକେୟାରର ଶୁଦ୍ଧ ଘିଅ, କାଶ୍ମିରୀ କେଶର ଓ ପ୍ରାକୃତିକ ଷ୍ଟେଭିଆ ପାଉଡରରେ ପ୍ରସ୍ତୁତ କରନ୍ତୁ ଶୀର…
ଭୁବନେଶ୍ୱର: ପରିବାରକୁ ଏକାଠି କରୁଥିବା ପାରମ୍ପରିକ ମିଠା ସମୃଦ୍ଧ ଏବଂ ସୁଗନ୍ଧିତ ଶୀର ଖୁର୍ମା ବିନା ଇଦ୍ ଉତ୍ସବ ଅସମ୍ପୂର୍ଣ୍ଣ କ୍ଷୀର, ସିମେଇ ଓ ଡ୍ରାଏ ଫ୍ରୁଟରେ ତିଆରି ହୋଇଥିବା ଏହି ପାର୍ବଣ ଖାଦ୍ୟକୁ ଉଚ୍ଚମାନର ଉପାଦାନରୁ ପ୍ରସ୍ତୁତ କରାଯାଏ। ମୋଦିକେୟାରର ଶୁଦ୍ଧ ଗାଈ ଘିଅର ସମୃଦ୍ଧି,…
ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ
- ଏଥିସହିତ ଜିଓକୁ ମିଳିଲା ଆନ୍ତର୍ଜାତୀୟ ଡବ୍ଲୁଆଇପିଓ (ୱାର୍ଲଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ) ଟ୍ରଫି- ଜିଓ ପକ୍ଷରୁ ୪ ହଜାରରୁ ଅଧିକ ପେଟେଣ୍ଟ ଦୂରସଂଚାର, ଡିଜିଟାଲ୍ ପ୍ରଯୁକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦାଖଲ କରାଯାଇଛି
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ, ୨୦୨୫:!-->!-->!-->…
ଗୋଦରେଜ୍ ପକ୍ଷରୁ ଏସି ବର୍ଗମାଳାର ବିସ୍ତାର ସହ ୫୦% ବ୍ୟବସାୟିକ ଅଭିବୃଦ୍ଧି ହାସଲ ଲକ୍ଷ୍ୟ
ଭୁବନେଶ୍ୱର: ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ବଢ଼ୁଥିବା ବେଳେ ଗୋଦରେଜ୍ ଏଂଟରପ୍ରାଇଜେସ୍ ଗ୍ରୁପ୍ର ଅଂଶ ଗୋଦରେଜ୍ ଆଣ୍ଡ୍ ବଏସ୍ର ଆପ୍ଲାଏନ୍ସେସ୍ ବ୍ୟବସାୟ ପକ୍ଷରୁ ନୂଆ ଏସି ବର୍ଗମାଳାକୁ ଉନ୍ମୋଚନ କରାଯାଇଛି। ସେଥିରେ ଏକାଧିକ ପ୍ରକାରର କ୍ଷମତା, ଟନେଜ୍, ପାୱାର ରେଟିଂ ଓ…
ଡିମର୍ଜର ହୋଇଥିବା ପ୍ରତିଟି କମ୍ପାନି ୧୦୦ ବିଲିୟନ ଡଲାର କମ୍ପାନିରେ ପରିଣତ ହେବାର ସମ୍ଭାବନା ରହିଛି: ବେଦାନ୍ତ…
ଭୁବନେଶ୍ୱର: ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ପ୍ରତ୍ୟେକ ଡିମର୍ଜଡ୍ (ପୃଥକ ହୋଇଥିବା) କମ୍ପାନି ୧୦୦ ବିଲିୟନ ଡଲାରର କମ୍ପାନୀରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଅଂଶୀଦାରମାନଙ୍କୁ ଲେଖିଥିବା ଏକ ଚିଠିରେ ଅଗ୍ରୱାଲ ମୂଲ୍ୟ ବାହାର କରିବା ଏବଂ…
ଟିସିଏସ କୋଡଭିଟା ୨୦୨୫ରେ ତାଇୱାନର ୨୪ ବର୍ଷୀୟ ଜେଫ୍ରି ହୋଙ୍କୁ ‘ବିଶ୍ୱର ଶ୍ରେଷ୍ଠ କୋଡର’ ଟାଇଟଲ
ଭୁବନେଶ୍ୱର: ଆଇଟି ସେବା, କନସଲଟିଂ ଓ ବ୍ୟବସାୟ ସମାଧାନର ବିଶ୍ୱସ୍ତରୀୟ କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ପକ୍ଷରୁ ଚେନ୍ନାଇର ଟିସିଏସ ସିରୁସେରି କ୍ୟାମ୍ପସରେ ଏହାର ବିଶ୍ୱସ୍ତରୀୟ କୋଡିଂ ପ୍ରତିଯୋଗିତା କୋଡଭିଟା ୨୦୨୫ର ବିଜେତା ଘୋଷଣା କରାଯାଇଛି। ତାଇୱାନର ୨୪…
ହିନ୍ଦୁଜା ଫାଉଣ୍ଡେସନର ଜଳ ଜୀବନ ମିସନ ୫ ଟ୍ରିଲିୟନ୍ ଲିଟର ଜଳ ପୁନରୁଦ୍ଧାର କରିଛି, ୫ ନିୟୁତ ଲୋକ ଉପକୃତ
ଭୁବନେଶ୍ୱର: ବିଶ୍ୱ ଜଳ ଦିବସରେ ୧୧୦ ବର୍ଷ ପୁରୁଣା ହିନ୍ଦୁଜା ଗ୍ରୁପ୍ର ଶାଖା ହିନ୍ଦୁଜା ଫାଉଣ୍ଡେସନ ଏହାର ପ୍ରମୁଖ ଜଳ ଜୀବନ ମିସନ ଅଭିଯାନରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୪୦୦୦ରୁ ଅଧିକ ଗ୍ରାମରେ ୫ ନିୟୁତ ଲୋକଙ୍କ ସକାରାତ୍ମକ ଭାବେ ପ୍ରଭାବିତ କରିଛି।
ଫାଉଣ୍ଡେସନର ଏହି ଜଳ…
ପିଏମ୍-ଜାତୀୟ ଆପ୍ରେଂଟିସ୍ ପ୍ରୋତ୍ସାହନ ସ୍କିମ୍ରେ ୪୧ ଲକ୍ଷରୁ ଅଧିକ ଆପ୍ରେଟିଂସ୍ ସାମିଲ, ଜୋନାଲ୍ ସମୀକ୍ଷା ବୈଠକ…
ଭୁବନେଶ୍ୱର: ଜାତୀୟ ଆପ୍ରେଂଟିସ୍ ପ୍ରୋତ୍ସାହନ ସ୍କିମ୍-୨ ଅଧୀନରେ ପୂର୍ବାଚଂଳ ଓ ଦକ୍ଷିଣାଚଂଳ ରାଜ୍ୟର ଜୋନାଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି।ଭୁବନେଶ୍ୱରର ବିଶ୍ୱ ଦକ୍ଷତା…
ଏନବିଏସଏଲ ପକ୍ଷରୁ ଭାରତ ଇଂଟରଫେସ ଫର ମନି (ଭିମ) ୩.୦ର ଶୁଭାରମ୍ଭ
ଭୁବନେଶ୍ୱର: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ଏନପିସିଆଇ ଭିମ ସର୍ଭିସେସ ଲିମିଟେଡ (ଏନବିଏସଏଲ) ପକ୍ଷରୁ ଭାରତ ଇଂଟରଫେସ ଫର ମନି (ଭିମ) ୩.୦କୁ ଉନ୍ମୋଚନ କରାଯାଇଛି। ଏନପିସିଆଇର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓ ସ୍ୱାଧୀନ ନିର୍ଦେଶକ…
ଇରେଡାକୁ “ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ’ ପାଇଁ ଦୁଇ ସିବିଆଇପି ପୁରସ୍କାର
ଇରେଡା ସିଏମ୍ଡି ସିବିଆଇପି ଇଣ୍ଡିଭିଦୁଆଲ୍ ପୁରସ୍କାରରେ ସମ୍ମାନିତ
ଭୁବନେଶ୍ୱର: ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)କୁ “ସିବିଆଇପି ପୁରସ୍କାର ୨୦୨୪’ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ନେତୃତ୍ୱ…