Browsing Category
ବାଣିଜ୍ୟ
ଟାଟା ନିଉ ଏଚ୍ଡିଏଫ୍ସି ବ୍ୟାଙ୍କ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ
ଭୁବନେଶ୍ୱର: ଟାଟା ନିଉ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ଟାଟା ନିଉ ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ୨ ନିୟୁତ ମାଇଲଖୁଂଟ ଅତିକ୍ରମ କରିଥିବା ଘୋଷଣା କରାଯାଇଛି। ଏଥି ସହିତ ଏହା ଭାରତର ପସନ୍ଦର ରିୱାର୍ଡ କ୍ରେଡିଟ୍ କାର୍ଡରେ ପରିଣତ ହୋଇଛି। ଏହା ସାରା ଦେଶରେ ଗ୍ରାହକଙ୍କୁ ମୂଲ୍ୟ…
ପାରଳାଖେମୁଣ୍ଡି ରେଳ ଷ୍ଟେଶନର ପୁନର୍ବିକାଶ
ରେଳ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଅମୃତ ଷ୍ଟେଶନ ଯୋଜନାର ଅଂଶ ଭାବରେ ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେଶନର ପୁନର୍ବିକାଶ ଓ ନବୀକରଣ କରାଯାଉଛି। ୧୬.୪ କୋଟି ଟଙ୍କା ବିନିଯୋଗରେ ଏହି କାର୍ଯ୍ୟ କରାଯାଉଛି। ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବା ଲକ୍ଷ୍ୟରେ!-->!-->!-->…
ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଏମଡିଜିନେକ୍ସଟ ମୋବାଇଲ୍ ଆପ୍ର ଶୁଭାରମ୍ଭ; ନଗଦ ପରିଚାଳନା ସେବା ପାଇଁ ଉତ୍ସର୍ଗୀକୃତ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବରୋଦା କ୍ୟାସ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ବିସିଏମ୍ଏସ୍) ବ୍ୟବହାର କରୁଥିବା ବ୍ୟାଙ୍କର କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ନଗଦ ପରିଚାଳନା ସେବା ମୋବାଇଲ ଆପ ‘ବରୋଦା!-->…
ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ: ୨୦୨୫ରେ ସ୍ୱାସ୍ଥ୍ୟ ବୀମା କାହିଁକି ବୁଦ୍ଧିମାନର ନିବେଶ
ଭୁବନେଶ୍ୱର: ବର୍ତମାନ ସମୟରେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଅଭୂତପୂର୍ବ ହାରରେ ବୃଦ୍ଧି ପାଉଛି। କେବଳ ବ୍ୟକ୍ତିଗତ ଆର୍ôଥକ ବ୍ୟବସ୍ଥା ଉପରେ ନିର୍ଭର କରିବା ବିପଦପୂର୍ଣ୍ଣ ହୋଇପାରେ। ଅପ୍ରତ୍ୟାଶିତ ଚିକିତ୍ସା ଭଳି ଜରୁରୀକାଳୀନ ପରିସ୍ଥିତି ସଂଚୟ ରାଶିକୁ ଶୀଘ୍ର ହ୍ରାସ କରିପାରେ। ସ୍ୱାସ୍ଥ୍ୟ ବୀମା…
ମୁଗ୍ଧା କାଲ୍ରାଙ୍କ ପୁସ୍ତକ ‘ଆଇ ସି ୟୁ, ଆଇ ଗେଟ ୟୁ: ଦି ସେଲ୍ଫ କେୟାର ଗାଇଡ ଫର ସ୍ପେସାଲ ନିଡ୍ସ ପ୍ୟାରେଂଟ୍ସ’…
ଭୁବନେଶ୍ୱର: ଏପ୍ରିଲ ମାସକୁ ଅଟିଜିମ ସଚେତନତା ଓ ଗ୍ରହଣୀୟ ମାସ ଭାବେ ପାଳନ କରାଯାଉଛି। ଏଥିପାଇଁ ଅର୍ନ୍ତଭୁକ୍ତୀକରଣ ନୀତି, ଆଗୁଆ ହସ୍ତକ୍ଷେପ ଓ ଯତ୍ନ ନେଉଥିବା ଲୋକଙ୍କ କଲ୍ୟାଣ ଉପରେ ଅଧିକ ଦୃଷ୍ଟି ଦେବାର ସମୟ ଆସିଛି। ଅଟିଜିମ ସୋସାଇଟି ଅଫ ଆମେରିକା ପକ୍ଷରୁ ୧୯୭୦ରୁ ଏପ୍ରିଲ ୨କୁ ବିଶ୍ୱ!-->…
ମୋବାଇଲ ନମ୍ବର ବନ୍ଦ ଥିଲେ ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି UPI ସେବା
UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି। ଏହି ନିୟମଗୁଡ଼ିକ ୧ ଏପ୍ରିଲରୁ ଲାଗୁ ହେଉଛି। ଏହା ଅନୁଯାୟୀ, ଯଦି ଆପଣ ୯୦ ଦିନ ପର୍ଯ୍ୟନ୍ତ ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟବହାର କରନ୍ତି ନାହିଁ,…
ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେଉଛି ଟିପିଏସ୍ଓଡିଏଲ୍
* ଡ୍ରୋନ୍ ଟେକ୍ନୋଲୋଜି ଓ ଏଡିଏମ୍ଏସ୍ ସେବା ଆରମ୍ଭ ବ୍ରହ୍ମପୁର, ମାର୍ଚ୍ଚ: ବିଦ୍ୟୁତ ବଣ୍ଟନ ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ୍) ଦୁଇଟି ପ୍ରମୁଖ ଡିଜିଟାଲ ପଦକ୍ଷେପ ଆରମ୍ଭ କରିଛି।!-->…
ଟିପିଏସଓଡିଏଲ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
‘ଯଶସ୍ୱିନୀ’ ପୁସ୍ତିକା ଉନ୍ମୋଚିତ
ବ୍ରହ୍ମପୁର : ମହିଳାମାନଙ୍କର ଅମୂଲ୍ୟ ଅବଦାନକୁ ସ୍ୱୀକାର କରି ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସକୁ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀମତୀ ସୁମିତ୍ରା ମାଝି,!-->!-->!-->…
ଟାଟା ଏଆଇଏ ଲାଇଫ ପକ୍ଷରୁ ଟ୍ୟାକ୍ସ ବୋନାଞ୍ଜା କଂଜମ୍ପସନ ଫଣ୍ଡର ଶୁଭାରମ୍ଭ
- କମ୍ପାନି ପକ୍ଷରୁ ଦୁଇଟି ଏନଏଫଓ ଉନ୍ମୋଚିତ
ଭୁବନେଶ୍ୱର: ଭାରତ ସରକାର ଉପସ୍ଥାପନ କରିଥିବା ବଜେଟରେ ଲୋକଙ୍କ ହାତରେ ଅଧିକ ପାଣ୍ଠି ପହଂଚାଇବା ଲାଗି ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ ଘୋଷଣା କରିଥିବାରୁ ଲୋକମାନେ ଅଧିକ ବ୍ୟୟ କରିବେ ବୋଲି ଆଶା କରାଯାଉଛି। ଲୋକଙ୍କ…
ବନ୍ଧନ ବ୍ୟାଙ୍କ ପକ୍ଷରୁ ଶୌର୍ଯ୍ୟ ବେତନ ଖାତା ପାଇଁ ଭାରତୀୟ ବାୟୁସେନା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ
ନିରବଚ୍ଛିନ୍ନ ବ୍ୟାଙ୍କିଂ ଅନୁଭୂତି ସହିତ ଆଇଏଏଫ୍ କର୍ମଚାରୀଙ୍କୁ ସୁହାଇବା ଭଳି ଆର୍ଥିକ ସେବା ପ୍ରଦାନ କରିବ ବ୍ୟାଙ୍କ
ଶୌର୍ଯ୍ୟ ବେତନ ଖାତା ହେଉଛି ଏକ ଜିରୋ ବାଲାନ୍ସ ଖାତା, ଯେଉଁଥିରେ ଆଇଏଏଫ୍ କର୍ମଚାରୀଙ୍କ ପାଇଁ ବ୍ୟାପକ ଲାଭ ରହିଛି
ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ସ୍ପର୍ଶ…