Browsing Category
ବାଣିଜ୍ୟ
ଟିପିସିଓଡିଏଲ୍ ପକ୍ଷରୁ ଏକ ସୁରକ୍ଷିତ ଭାରତ ପ୍ରତି ପ୍ରତିବଦ୍ଧତା ସହିତ ସୁରକ୍ଷା ମାସ ପାଳିତ
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଏପ୍ରିଲ ମାସର ପ୍ରଥମ ସପ୍ତାହରେ ସୁରକ୍ଷା ମାସ ଅଭିଯାନ ସମାପ୍ତ କରି କାର୍ଯ୍ୟସ୍ଥଳ ଏବଂ ଗୋଷ୍ଠୀ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି।…
ସ୍ପାଇସ ମନି ପକ୍ଷରୁ ୨୦୨୫ ମାର୍ଚ୍ଚରେ ଗ୍ରାହକ ଜିଟିଭି ୧୧,୪୮୫ କୋଟି ଅତିକ୍ରମ
- ୨୦୨୫ ମାର୍ଚ୍ଚରେ ଗ୍ରାହକ ଜିଟିଭି ୧୧,୪୮୫ କୋଟି ଟଙ୍କାରେ ପହଂଚିଛି, ଯାହା ଅକ୍ଟୋବର ୨୦୨୪ରେ ଧାର୍ଯ୍ୟ ହୋଇଥିବା ୧୧,୩୮୭ କୋଟି ଟଙ୍କାର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି
- ମାର୍ଚ୍ଚରେ ସାମଗ୍ରିକ ଜିଟିଭିକୁ ଏଇପିଏସ୍ କାରବାର ଯୋଗଦାନ ୫,୩୦୬ କୋଟି ଟଙ୍କା ରହିଛି
- ସ୍ପାଇସ୍…
ଭିମ୍ ପକ୍ଷରୁ “ପୈସୋଁ କି କଦର’ ଅଭିଯାନ ଜରିଆରେ ନିଜକୁ “ଭାରତର ନିଜର ପେମେଂଟ୍ ଆପ୍’ ଭାବେ ଉପସ୍ଥାପନ
ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଏନ୍ପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନ୍ବିଏସ୍ଏଲ୍) ପକ୍ଷରୁ ବିକାଶ କରାଯାଇଥିବା ପେମେଂଟ୍ ଆପ୍ ଭିମ୍ ପକ୍ଷରୁ ନିଜକୁ ଭାରତର ନିଜର ପେମେଂଟ୍ ଆପ୍ ଭାବେ ଉପସ୍ଥାପନ କରିବା…
ଦ୍ରୁତ ଅଭିବୃଦ୍ଧିଶୀଳ ସାମ୍ପୁ କେଶ ରଙ୍ଗ ପାଇଁ ପ୍ରମୁଖ ବଜାର ଭାବେ ଉଭା ହୋଇଛି ଓଡ଼ିଶା
ଭୁବନେଶ୍ୱର: ଓଡ଼ିଶାରେ ସାମ୍ପୁ କେଶ ରଙ୍ଗ ବର୍ଗରେ ଦ୍ରୁତ ଅଭିବୃଦ୍ଧି ଦେଖାଦେଇଛି ଯାହା ତ୍ୱରିତ ଓ ସହଜ କେଶ ରଙ୍ଗ ସମାଧାନ ପ୍ରତି ବଢ଼ୁଥିବା ପସନ୍ଦକୁ ପ୍ରତିଫଳିତ କରୁଛି। ରାଜ୍ୟର ଅଧିକରୁ ଅଧିକ ଗ୍ରାହକ ସାମ୍ପୁ କେଶ ରଙ୍ଗକୁ ଚୟନ କରୁଛନ୍ତି ଯାହା ହେଉଛି ନିଜେ ରଙ୍ଗ କରି ହେଉଥିବା ଏକ ପଦ୍ଧତି…
ବିସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତାଙ୍କ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସହ ରାଜ୍ୟରେ ୧୫୦୦୦…
ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ୟାବସାୟିକ ପ୍ରତିଷ୍ଠାନ ବି ସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତାମାନେ ନୂଆଦିଲ୍ଲୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭେଟି…
ପାମ ଅଏଲ କମ୍ପାନି ସହ ରାଜ୍ୟ ସରକାରଙ୍କ ଏମ୍ଓୟୁ ସ୍ବାକ୍ଷରିତ
ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ୩ଟି ତୈଳ ପାମ କମ୍ପାନି ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି ା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ୪ଟି ଜିଲା ପାଇଁ ଏହି ଏମଓୟୁ ସ୍ବା୪ର କରିଛନ୍ତି। ପାମ ଅଏଲ କମ୍ପାନି ଦ୍ୱାରା…
ରାଜ୍ୟର କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେଶନର ନବୀକରଣ
ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଓଡ଼ିଶାର ୬ଟି ରେଳ ଷ୍ଟେଶନଗୁଡ଼ିକର ପୁନଃବିକାଶ ଆରମ୍ଭ କରିଛି। ,ହି ପ୍ରକଳ୍ପରେ ଅନୁଗୁଳ, ତାଳଚେର, ତାଳଚେର ରୋଡ, ମେରାମଣ୍ଡଳୀ, ଢେଙ୍କାନାଳ ଏବଂ ରେଢ଼ାଖୋଲ ଆଦି ଷ୍ଟେଶନ ରହିଛି। ଏହି ସବୁ ଷ୍ଟେଶନଗୁଡ଼ିକର ଆଧୁନିକରଣ ଅଧିନରେ…
୪୨୫ ମେଗାୱାଟ୍ ୟୁପିପିସିଏଲ୍ ହାସଲ ସହ ହିନ୍ଦୁସ୍ତାନ ପାୱାର୍ରର ଅକ୍ଷୟ ଶକ୍ତିକୁ ସୁଦୃଢ଼ କରିଛନ୍ତି ରତୁଲ ପୁରୀ
ଭୁବନେଶ୍ୱର: ଉତର ପ୍ରଦେଶ ପାୱାର କର୍ପୋରେସନ୍ ଲିମିଟେଡ୍ (ୟୁପିପିସିଏଲ୍) ପକ୍ଷରୁ ଏହାର ୨୦୦୦ ମେଗାୱାଟ୍ ଏସି ଗ୍ରିଡ୍ କନେକ୍ଟେଡ୍ ସୋଲାର୍ ପିଭି ପାୱାର ପ୍ରକ୍ୟୁରମେଂଟ୍ ଅଭିଯାନର ଅଂଶସ୍ୱରୂପ ରତୁଲ ପୁରୀଙ୍କ ହିନ୍ଦୁସ୍ତାନ ପାୱାରକୁ ଏକ ଟାରିଫ ଭିତିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବିଡିଂ…
ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍ବିବିଏଲ୍ର ଭାରତ କନେକ୍ଟକୁ ବ୍ୟବହାର କରି ଏକ ଫର୍ଚୁନ୍ ୫୦୦ କମ୍ପାନି ପାଇଁ ବି୨ବି…
ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏନ୍ବିବିଏଲ୍ର ଭାରତ କନେକ୍ଟକୁ ବ୍ୟବହାର କରି ବି୨ବି କଲେକ୍ସନ ସୁବିଧା ପ୍ରଦାନ କରିବା ଲାଗି ଏକ ଫର୍ଚୁନ୍ ୫୦୦ କମ୍ପାନି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ନିଜର ଶ୍ରେଷ୍ଠ ମାନର ଏପିଆଇ ଷ୍ଟାକ୍ ବ୍ୟବହାର…
ଟିଭିଏସ୍ ଆପାଚି: ୬ ନିୟୁତ ଦୃଢ଼ ଓ ୨୦ ବର୍ଷର ରେସିଂ ପରମ୍ପରା
ଭୁବନେଶ୍ୱର: ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ବିଶ୍ୱସ୍ତରୀୟ ଅଟୋମୋବାଇଲ୍ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏହାର ପ୍ରିିମିୟମ୍ ମୋଟରସାଇକଲ୍ ବ୍ରାଣ୍ଡ୍ ଟିଭିଏସ୍ ଆପାଚିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ପାଳନ କରାଯାଉଛି। ଏହା ବ୍ରାଣ୍ଡ୍ର ୨୦ ବର୍ଷ…