Browsing Category
ବାଣିଜ୍ୟ
ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପରେ ବଡ଼ ଉପଲବ୍ଧି
ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଟନେଲ ଟି-୪ର ବୁଧବାର ସଫଳ ଭାବେ ଡେଲାଇଟିଂ ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି। ୪,୧୮୫ ମିଟର ଦୀର୍ଘ ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ
ଏହି ଟନେଲ ବୌଦ୍ଧ ଜିଲାର ଆଢେଣିଗଡ଼-ଚାରିଛକ ଷ୍ଟେଶନ ମଧ୍ୟରେ ଅବସ୍ଥିତ ଏବଂ ଏହି…
ପାରମିତା ଶତପଥୀ ତ୍ରିପାଠୀ ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର
ଭାରତୀୟ ରାଜସ୍ବ ସେବା ଅଧିକାରୀ ପାରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ପଦ ଗ୍ରହଣ କରିଛନ୍ତି। ପାରମିତା ଶତପଥୀ ତ୍ରିପାଠୀ ହେଉଛନ୍ତି ୧୯୮୯ ବ୍ୟାଚର ଭାରତୀୟ ରାଜସ୍ବ ସେବାର ଅଧିକାରୀ । ଏହା ପୂର୍ବରୁ ଶତପଥୀ ଓଡ଼ିଶାର ଆୟକର ବିଭାଗରେ ବିଭିନ୍ନ…
ଏଣିକି ଟ୍ରେନ୍ରେ ଏଟିଏମ୍ ସେବା
ଟ୍ରେନରେ ଯାତ୍ରା କରିବା ସମୟରେ ନଗଦ ଟଙ୍କା ନଥିଲେ ଅନେକ ସମୟରେ ଯାତ୍ରୀ ସମସ୍ୟା ପଡ଼ିଥା’ନ୍ତି। ମାତ୍ର ଏହି ସମସ୍ୟା ଦୂର ହେବାକୁ ଯାଉଛି। ଭାରତୀୟ ରେଳପଥ ପକ୍ଷରୁ ପ୍ରଥମ କରି ଟ୍ରେନରେ ଅଟୋମେଟେଡ୍ ଟେଲେର ମେଶିନ୍(ଏଟିଏମ୍) ସେବା ଆରମ୍ଭ କରାଯାଇଛି। ମୁମ୍ବାଇ-ମନମାଡ ପଞ୍ଚବଟୀ…
ନବରଙ୍ଗପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କଲା ଟିପିଏସ୍ଓଡିଏଲ୍
ବିଜୁଳି ଚାହିଦା ମେଣ୍ଟାଇବାକୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧିଉପକୃତ ହେବେ ୧୪ ହଜାରରୁ ଅଧିକ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗ ବ୍ରହ୍ମପୁର, ଏପ୍ରିଲ: ଚଳିତ ଗ୍ରୀଷ୍ମପ୍ରବାହରେ ବିଜୁଳି ଚାହିଦାକୁ ଦୃଷ୍ଟିରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍ )!-->…
ଓମଫେଡ୍ ଦୁଗ୍ଧ ଚାଷୀ ପାଇଲେ ୩୧ କୋଟିର ପ୍ରୋତ୍ସାହନ ରାଶି
ରାଜ୍ୟର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏହି ଅର୍ଥ ଓମଫେଡ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ୨୦୨୪ ସେପ୍ଟେମ୍ବରରୁ ୨୦୨୫ ଫେବୃଆରୀ ମଧ୍ୟରେ ଯେଉଁ ଚାଷୀ ଯେତେ…
୬ ବର୍ଷର ସର୍ବନିମସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି
ପନିପରିବା ଏବଂ ପ୍ରୋଟିନଯୁକ୍ତ ଖାଦ୍ୟଦ୍ରବ୍ୟର ମୂଲ୍ୟ ହ୍ରାସ ହେତୁ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ୬ ବର୍ଷର ସର୍ବନିମ୍ନ ୩.୩୪ ପ୍ରତିଶତକୁ ହ୍ରାସ ପାଇଛି। ଏହାପୂର୍ବରୁ ଅଗଷ୍ଟ ୨୦୧୯ ରେ ଏହା ୩.୨୮ ପ୍ରତିଶତ ସ୍ତରରେ ଥିଲା। ଫେବୃଆରୀରେ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ)…
ଜେଏସଡବ୍ଲ୍ୟୁ ପେଣ୍ଟସ ପକ୍ଷରୁ “ରଙ୍ଗୋ କା ଖେଲ ୨.୦” ଉନ୍ମୋଚନ ସହ ଆଇପିଏଲର ଆନନ୍ଦଦାୟକ ଅନୁଭୂତିକୁ ପାଳନ
ଭୁବନେଶ୍ୱର: ଭାରତର ଅଗ୍ରଣୀ ପରିବେଶ ଅନୁକୂଳ ପେଣ୍ଟ କମ୍ପାନି ତଥା ୨୪ ବିଲିୟନ ଆମେରିକୀୟ ଡଲାର ଜେଏସଡବ୍ଲ୍ୟୁ ଗ୍ରୁପର ଅଂଶ ଜେଏସଡବ୍ଲ୍ୟୁ ପେଣ୍ଟସ୍ ଆଇପିଏଲ୍ ୨୦୨୫ ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପୂର୍ବ ଅଭିଯାନର ସଫଳତାକୁ ଆଧାର କରି ନୂତନ ସଂସ୍କରଣରେ ରଙ୍ଗ, ସାମୂହିକ…
ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ
ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିକୁ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉତ୍ସବରେ କମ୍ପାନୀ କର୍ମଚାରୀ ଓ ତାଙ୍କ ପରିବାର ଏବଂ ଆଖପାଖ ଗ୍ରାମାଞ୍ଚଳର ବାସିନ୍ଦାମାନେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଗୋଳ…
ବନ୍ଧନ ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛଳ ବର୍ଗ ଗ୍ରାହକଙ୍କ ପାଇଁ ଏଲିଟ ପ୍ଲସ ସଂଚୟ ଖାତା
- ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏଲିଟ ପ୍ଲସର ଶୁଭାରମ୍ଭ
- ସିନେମା ଟିକଟ, ବିମାନବନ୍ଦର ଲାଉଂଜ ପ୍ରବେଶ, ଗଲ୍ଫ ଅଧିବେଶନ, ଅସୀମିତ ମାଗଣା କାରବାର ଳଭି ସ୍ୱତନ୍ତ୍ର ଲାଭ
- ଅତିରିକ୍ତ ଲାଇଫଷ୍ଟାଇଲ ଭାଉଚର, ମାଇଲଖୁଂଟ ଅଫର ଏବଂ ଉନ୍ନତ ଡେବିଟ କାର୍ଡ ବୀମା ମଧ୍ୟ ଅଫରର ଅଂଶବିଶେଷ…
ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ‘ଜୁଏଲ୍ସ ଅଫ୍ ଇଣ୍ଡିଆ – ତିରୁପତି…
ମୁମ୍ବାଇ, ୧୧ ଏପ୍ରିଲ୍, ୨୦୨୫: ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ , ତିରୁପତିର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହାର ସ୍ୱତନ୍ତ୍ର 'ଜୁଏଲ୍ସ ଅଫ୍ ଇଣ୍ଡିଆ' କଲେକ୍ସନର ୧୦ମ ସଂସ୍କରଣରେ ତିରୁପତି କଲେକ୍ସନକୁ ଗର୍ବର ସହିତ!-->…