Browsing Category

ବାଣିଜ୍ୟ

ଇରେଡା ସିଏମଡିଙ୍କ ରାଜସ୍ଥାନ ବ୍ୟବସାୟ ସମ୍ମିଳନୀ ୨୦୨୫ରେ ଅକ୍ଷୟ ଶକ୍ତିର ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ଅଭିନବ…

ଭୁବନେଶ୍ୱର: ରାଜସ୍ଥାନ ବ୍ୟବସାୟ ସମ୍ମିଳନୀ ୨୦୨୫ରେ ‘ସବୁଜ ପରିବର୍ତନ-ଅଭିନବ ବିକାଶ ଏବଂ ଅକ୍ଷୟ ଶକ୍ତି ପାଇଁ ଫାଇନାନ୍ସ ମଡେଲ୍‌’ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ…

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଉତ୍ସବ ଋତୁ ଆଗମନରେ କାର୍ ଋଣ ଓ ବନ୍ଧକ ଋଣ ସୁଧ ହାରରେ ହ୍ରାସ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଉତ୍ସବ ଋତୁର ଆଗମନ ଅବସରରେ କାର୍ ଋଣ ଓ ବନ୍ଧକ ଋଣ ସୁଧ ହାରରେ ହ୍ରାସ କରାଯାଇଛି। ବ୍ୟାଙ୍କ ଅଫ୍ ବରୋଦାର କାର ଋଣର ଫ୍ଲୋଟିଂ ସୁଧ ହାର ବର୍ତ୍ତମାନ ବାର୍ଷିକ ୮.୧୫ ପ୍ରତିଶତରୁ ଆରମ୍ଭ ହୋଇଛି ଯାହା…

ସପ୍ସିର ‘ଦି ଗ୍ରାଣ୍ଡ ସପ୍ସି ମେଳା’

ଭୁବନେଶ୍ୱର : ଆଗାମୀ ଉତ୍ସବ ଋତୁ ପାଇଁ ଭାରତ ଯେହେତୁ ନିଜକୁ ପ୍ରସ୍ତୁତ କରୁଛୁ, ପ୍ଲିପକାଟÿର୍ ପରି·ଳିତ ସପ୍ସି ବର୍ଷର ସବୁଠାରୁ ବୃହତର ସେଲ ସହିତ ସର୍ବାଦୃତ୍ ସପିଙ୍ଗ ପାଳନର ଉତ୍ସବ, ଦି ଗ୍ରାଣ୍ଡ ସପ୍ସି ମେଳା (ଜିଏସଏମ) ପୁଣି ଥରେ ନେଇ ଆସୁଅଛି । ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୦୭ ପର୍ଯ୍ୟନ୍ତ

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଉତ୍ସବ ଋତୁ ଆଗମନରେ କାର୍ ଋଣ ଓ ବନ୍ଧକ ଋଣ ସୁଧ ହାରରେ ହ୍ରାସ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଉତ୍ସବ ଋତୁର ଆଗମନ ଅବସରରେ କାର୍ ଋଣ ଓ ବନ୍ଧକ ଋଣ ସୁଧ ହାରରେ ହ୍ରାସ କରାଯାଇଛି। ବ୍ୟାଙ୍କ ଅଫ୍ ବରୋଦାର କାର ଋଣର ଫ୍ଲୋଟିଂ ସୁଧ ହାର ବର୍ତ୍ତମାନ ବାର୍ଷିକ ୮.୧୫ ପ୍ରତିଶତରୁ ଆରମ୍ଭ ହୋଇଛି ଯାହା…

ଭୁବନେଶ୍ୱରରେ ଏଚସିଏଲଟେକ୍‌ର ଫ୍ଲାଗସିପ ଟେକ୍‌ବି ପ୍ରୋଗ୍ରାମ

ଭୁବନେଶ୍ୱର : ଏକ ଅଗ୍ରଣୀ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଏଚସିଏଲଟେକ୍ ଭୁବନେଶ୍ୱରରେ ଗ୍ରାଜୁଏଟମାନଙ୍କୁ ଏହାର ଟେକ୍‌ବି ୟର୍ଲି କ୍ୟାରିୟର ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ଟେକ୍ନୋଲୋଜି ଶିଳ୍ପରେ କ୍ୟାରିୟର କରିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯୋଜନା ରଖିଛି । ଟେକ୍‌ବି ହେଉଛି ଏକ…

ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ: କଟକରେ ଜୀବନ ରକ୍ଷାକାରୀ ଚିକିତ୍ସା ବିନା ଏଚ୍‌ଏଇ ରୋଗୀଙ୍କ ସଂଘର୍ଷ

ଭୁବନେଶ୍ୱର: କଟକରେ ଅନେକ ରୋଗୀମାନଙ୍କଠାରେ ବଂଶାନୁକ୍ରମିକ ଆଞ୍ଜିଓଇଡିମା (ଏଚଏଇ) ରୋଗ ଚିହ୍ନଟ କରାଯାଇଛି। ଏହା ଏକ ବିରଳ ଏବଂ ସମ୍ଭାବ୍ୟ ଜୀବନ ନାଶକାରୀ ଜେନେଟିକ୍ ବ୍ୟାଧି। ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏଚଏଇ ରୋଗୀମନଙ୍କ ପାଇଁ ଅତ୍ୟାବଶ୍ୟକୀୟ ଚିକିତ୍ସା ସୁବିଧା ପାଇଁ ସରକାରୀ…

ଇରେଡା ପକ୍ଷରୁ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସହ ୨୦୨୫-୨୬ ଆର୍ଥିକ ବର୍ଷରେ ୮,୨୦୦ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟ…

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଣାଳୟ (ଏମଏନଆରଇ) ସହିତ ଏକ ପ୍ରଦର୍ଶନ-ଭିତିମ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷର କରିଛି। ଏଥିରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ…

ଆଇଆଇଏମ ରାୟପୁରରେ ଲିଡରସିପ ସମ୍ମିଳନୀ ୨୦୨୫ ଆୟୋଜିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ ପ୍ରତିଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ (ଆଇଆଇଏମ) ରାୟପୁର ପକ୍ଷରୁ ଏହାର ପ୍ରମୁଖ କାର୍ଯ୍ୟକ୍ରମ ନବମ ‘ଲିଡରସିପ ସମ୍ମିଳନୀ ୨୦୨୫’ ଆୟୋଜନ କରାଯାଇଛି। ‘ସିଏକ୍ସଓ କମ୍ପାସ: ଭବିଷ୍ୟତ ଲାଗି ପ୍ରସ୍ତୁତ ସଂସ୍ଥା ଗଠନ ପାଇଁ…

ଟିପିସିଓଡିଏଲ୍ ପକ୍ଷରୁ ପୂଜା ଋତୁ ପାଇଁ ସୁରକ୍ଷା ପରାମର୍ଶ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଆଗାମୀ ଉତ୍ସବ ଋତୁ ସମୟରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ ଗୁଡିକ ପକ୍ଷରୁ ମୌସୁମୀ ଋତୁରେ ବିଦ୍ୟୁତ ସମ୍ପତିର ସୁରକ୍ଷା ପାଇଁ ପଦକ୍ଷେପ

ଭୁବନେଶ୍ୱର: ପ୍ରବଳ ମୌସୁମୀ ବର୍ଷା ସମୟରେ ବିଦ୍ୟୁତ ଭିର୍ତିଭୂମି ପ୍ରତି ଦେଖାଦେଉଥିବା ଆହ୍ୱାନର ମୁକାବିଲା କରିବା ଲାଗି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସକମ ଗୁଡ଼ିକ ପକ୍ଷରୁ ଲାଇସେନ୍ସପ୍ରାପ୍ତ ଅଂଚଳଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଉପରେ ମାଡ଼ିଥିବା ବୃକ୍ଷଲତାକୁ ହଟାଇବା ଏବଂ ଗଛର ଡାଳ ଓ…