Browsing Category

ବାଣିଜ୍ୟ

କିଆ ମୋଟର୍ସ ପକ୍ଷରୁ ଅଲ୍‌-ନ୍ୟୁ ସ୍ମାର୍ଟ ଅର୍ବାନ୍ କମ୍ପାକ୍ଟ ଏସ୍‌ୟୁଭି ସୋନେଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ସର୍ବବୃହତ୍ ଅଟୋମେକର୍‌, କିଆ ମୋଟର୍ସ କର୍ପୋରେଶନ ପକ୍ଷରୁ ଆଜି ଏକ ଡିଜିଟାଲ ପ୍ରେଜେନ୍‌ଟେସନରେ ସମଗ୍ର ବିଶ୍ୱ ପାଇଁ ନୂଆ କିଆ ସୋନେଟ୍ କାର୍‌ର ଉନ୍ମୋଚନ କରାଯାଇଛି । ଆନ୍ଧ୍ରପ୍ରଦେଶର ଅନନ୍ତପୁରସ୍ଥିତ କିଆର ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଉତ୍ପାଦନ କାରଖାନାରେ…

ଏୟାରଟେଲ ପେମେଂଟ ବ୍ୟାଙ୍କ ଓ ଭାରତି ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସର ନୂଆ ସପ୍ ଇନ୍ସ୍ୟୁରାନ୍ସ ଯୋଜନା

ଭୁବନେଶ୍ୱର: ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସର ମିଳିତ ସହଯୋଗିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏହାର ରିଟେଲର ଏବଂ ବ୍ୟବସାୟୀମାନଙ୍କ ପାଇଁ ସପ୍ ଇନ୍ସ୍ୟୁରାନ୍ସ ପ୍ରଦାନ କରିବାର ଘୋଷଣା କରାଯାଇଛି । ଏହି ସ୍ମାର୍ଟ ଯୋଜନା ସପ୍ ପ୍ୟାକେଜ ପଲିସିରେ ନିଆଁ ଓ ବନ୍ୟା, ଭୂମିକମ୍ପ,…

ସମସ୍ତ ପ୍ରକାର ସୁରକ୍ଷା ଓ ସହଜ ସପିଂ ସୁବିଧା ସହିତ ଓଡିଶା ସମେତ ସାରା ଦେଶରେ ଖୋଲିଲା ରିଲାଏନ୍ସ ଜୁଏଲ୍ସ ସୋ ରୁମ୍‌

ଭୁବନେଶ୍ୱର: ଭାରତର ପ୍ରମୁଖ ଓ ବିଶ୍ୱସନୀୟ ଜୁଏଲରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲସ୍ ସାରା ଦେଶରେ ଏହାର ସୋରୁମଗୁଡିକୁ ସ୍ଥାନୀୟ ଗାଇଡଲାଇନ ଅନୁସାରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଓ ପରିଚ୍ଛନ୍ନତା ସହିତ ପୁଣି ଥରେ ଖୋଲିଛି । ଗ୍ରାହକ ଓ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ…

ନୂତନ କିଆ ସୋନେଟ୍‌ର ଇଂଟେରିୟର ଓ ଏକ୍ସଟେରିୟରର ଅଫିସିଆଲ ଫଟୋ ପ୍ରକାଶିତ କଲା କିଆ ମୋଟର୍ସ ଇଣ୍ଡିଆ

ଭୁବନେଶ୍ୱର: କିଆ ମୋଟର୍ସ କର୍ପୋରେଶନର ଏକ ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ କମ୍ପାନୀ କିଆ ମୋଟର୍ସ ଇଣ୍ଡିଆ ପକ୍ଷଣୁ ଏହାର ନୂତନ ସୋନେଟ୍ କମ୍ପାକ୍ଟ ଏସ୍‌ୟୁଭି କାର୍‌ର ଇଂଟେରିୟର ଓ ଏକ୍ସଟେରିୟରର ଔପଚାରିକ ଫଟୋ ପ୍ରକାଶ କରାଯାଇଛି । ଉତ୍ପାଦନ ପାଇଁ ପ୍ରସ୍ତୁତ ଥିବା କିଆ ସୋନେଟ୍‌ର…

ଉବେର, ବଜାଜର ମିଳିତ ସହବନ୍ଧିତାରେ ୧ ଲକ୍ଷ ଅଟୋରିକ୍ସାରେ ସେଫ୍ଟି ପାର୍ଟିସନ ଇନ୍‌ଷ୍ଟଲ୍

ଭୁବନେଶ୍ୱର: ଉବେର୍ ଓ ବଜାଜ ପକ୍ଷରୁ ମିଳିତ ଭାବେ ଦେଶବ୍ୟାପୀ ପ୍ରାୟ ୧ ଲକ୍ଷ ଅଟୋରିକ୍ସାଙ୍କ ସହିତ ମିଳିତ ସହଭାଗିତାରେ ଡ୍ରାଇଭର ସିଟ୍ ପଛରେ ସେଫ୍ଟି ପାର୍ଟିସନ୍ ସ୍ଥାପନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହା ଏକ ପ୍ରତିରକ୍ଷା ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବା, ଯୋଗାଯୋଗକୁ ସୀମିତ…

ଏୟାରଟେଲ୍‌ର ଏଂଟର୍‌ପ୍ରାଇଜ୍ ବିଜ୍‌ନେସ୍‌ର ସିଇଓ ଭାବେ ନିଯୁକ୍ତ ହେଲେ ଗଣେଶ ଲକ୍ଷ୍ମୀନାରାୟଣନ୍‌

ଭୁବନେଶ୍ୱର: ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ଗଣେଶ ଲକ୍ଷ୍ମୀନାରାୟଣନ୍‌ଙ୍କୁ ଏହାର ଏଂଟର୍‌ପ୍ରାଇଜ୍ ବିଜ୍‌ନେସ୍‌ର ସିଇଓ ଭାବେ ନିଯୁକ୍ତ କରାଯାଇଛି । ନିଜର ନୂତନ ପଦବୀରେ ଗଣେଶ ବି୨ବି ବର୍ଗରେ ଏୟାରଟେଲ୍‌ର ମାର୍କେଟ୍ ଲିଡର୍‌ସିପ୍‌କୁ ଅଧିକ ସୁଦୃଢ କରିବା ସହିତ ଉଦ୍ୟୋଗଗୁଡିକରେ…

ଟାଟା ମୋଟର୍ସ କାର୍ ଉପରେ ସର୍ବୋତମ ଅଫର୍‌

ରାଉରକେଲା: ଭାରତର ଅଗ୍ରଣୀ ଅଟୋ ବ୍ରାଣ୍ଡ ଟାଟା ମୋଟର୍ସ ପକ୍ଷରୁ, ରାଉରକେଲାସ୍ଥିତ ଏହାର ଡିଲର ପାର୍ଟନର୍‌- ବଳରାମ ମୋଟର୍ସରେ ଆକର୍ଷଣୀୟ ଅଫର ଉପଲବ୍ଧ ହେଉଛି । ଏହା ସହିତ କମ୍ପାନୀ ପକ୍ଷରୁ ମିଳିତ ଭାବେ ଏହାର ହ୍ୟାଚ୍‌ବ୍ୟାକ୍‌, ସେଡାନ୍ ଓ ଏସ୍‌ୟୁଭି କାର୍ ଯେପରିକି ଟିଆଗୋ, ଟିଗୋର୍‌,…

ବିଏମଡବ୍ଲୁ ପକ୍ଷରୁ ଭାରତରେ ନୂତନ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆର ଶୁଭାରମ୍ଭ

ଭୁବନେଶ୍ୱର : ବିଏମଡବ୍ଲୁ ମୋଟୋରାଡ ୍‌ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହୋଇଥିବା ଆଡ୍‌ଭେଂଚର ସ୍ପୋର୍ଟ ବାଇକ୍‌, ନୂତନ ବିଏମଡବ୍ଲୁ ଏସ ୧୦୦୦ ଏକ୍ସଆରର ଶୁଭାରମ୍ଭ କରାଯାଇଛି । ଦୀର୍ଘସ୍ଥାୟୀ ପ୍ରଦର୍ଶନ ଓ କ୍ରୀଡା କ୍ଷମତା ଗୁଡିକୁ ହାସଲ କରିବା ପାଇଁ ଏହି ଅତ୍ୟାଧୁନିକ…

ଜିଇ ପକ୍ଷରୁ ବାୟୁ ଗୁଣବତା ପ୍ରଯୁକ୍ତି ସ୍ଥାପନ ନିମନ୍ତେ ୮୫୦.୬୯ କୋଟି ଟଙ୍କାର ଚୁକ୍ତି

ଭୁବନେଶ୍ୱର: ଜିଇ ପାୱାର ଇଣ୍ଡିଆ ଲିମିଟେଡ୍ (ଜିଇପିଆଇଏଲ୍‌) ଭାରତରେ ସର୍ବୋତମ ଏୟାର କ୍ୱାଲିଟି କଂଟ୍ରୋଲ ସିଷ୍ଟମ (ଏକ୍ୟୁସିଏସ୍‌) ସଲ୍ୟୁସନ୍ସ ଯୋଗାଣ କରିବା ପାଇଁ ୮୫୦.୬୯ କୋଟି ଟଙ୍କା (୧୧୨.୫୭ ମିଲିୟନ ଡଲାର) ମୂଲ୍ୟର ୩ଟି ଚୁକ୍ତି ସ୍ୱାକ୍ଷର କରିଛି । ଏହି ପ୍ରକଳ୍ପଗୁଡିକ ଏନ୍‌ଟିପିସି…

ନିସାନ ଇଣ୍ଡିଆର ନୂଆ ଷ୍ଟାଇଲିଷ୍ଟ ବି-ଏସୟୁଭି ନିସାନ ମାଗ୍‌ନାଇଟ

ଭୁବନେଶ୍ୱର: ନିସାନ ଇଣ୍ଡିଆ ପକ୍ଷରୁ ଏହାର ବହୁ ପ୍ରତିକ୍ଷିତ ବି-ଏସୟୁଭି, ନିସାନ ମ୍ୟାଗନାଇଟର କନସେପ୍ଟ ସଂସ୍କରଣର ଉନ୍ମୋଚନ କରାଯାଇଛି । ପ୍ରଯୁକ୍ତିରେ ସମୃଦ୍ଧ ଏହି ଷ୍ଟାଇଲିସ ବି-ଏସୟୁଭିକୁ ଭାରତରେ ଆର୍ଥିକ ବର୍ଷ ୨୦୨୦ରେ ଶୁଭାରମ୍ଭ କରାଯିବ । “ମ୍ୟାଗ୍ନେଟିକ” ଏବଂ “ଇଗନାଇଟ” ଏହି ଦୁଇ…