Browsing Category
ପ୍ରଯୁକ୍ତି
ଏୟାରଟେଲ୍ ସହ ସାଓମି ଇଣ୍ଡିଆର ସହଭାଗିତା
ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଇଣ୍ଡିଆ ପକ୍ଷରୁ ଏୟାରଟେଲ୍ ସହ ଏହାର ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି । ଯାହାଦ୍ୱାରା ଦେଶର ସାଓମି ଓ ରେଡ୍ମି ସ୍ମାର୍ଟଫୋନ୍ ଉପଭୋକ୍ତାମାନେ ଉତ୍କୃଷ୍ଟମାନର ‘୫ଜି ପ୍ଲସ୍’ ନେଟ୍ୱର୍କ ପାଇପାରିବେ । ଏହି ରଣନୈତିକ…
ଓଡିଶାର ସର୍ବୋତମ ମୋବାଇଲ ନେଟ୍ୱର୍କର ମାନ୍ୟତା ହାସଲ କରିଛି ଏୟାରଟେଲ୍
ଭୁବନେଶ୍ୱର : ଦେଶର ଅଗ୍ରଣୀ ଟେଲି-କମ୍ୟୁନିକେଶନ୍ସ ସର୍ଭିସ୍ ପ୍ରଦାତା ଏୟାରଟେଲକୁ ଓପନ୍ସିଗ୍ନାଲ ପକ୍ଷରୁ ଭିଡିଓ ଷ୍ଟ୍ରିମିଙ୍ଗ୍, ଗେମ୍ସ, ଭଏସ୍ ଆପ୍ ଓ ଡାଉନ୍ଲୋଡ୍ ସ୍ପିଡ୍ ପାଇଁ ଓଡିଶାର ସର୍ବୋତମ ନେଟ୍ୱର୍କ ଭାବେ ସମ୍ମାନିତ କରାଯାଇଛି । ଓଡିଶାରେ ଏୟାରଟେଲ୍ର ଉପଭୋକ୍ତାମାନେ…
ହ୍ୱାଟସଆପ୍ର ନୂଆ ଫିଚର, ଖୁବ୍ ଶୀଘ୍ର ଗ୍ରୁପ୍ରେ ଆଡ୍ ହୋଇପାରିବେ ୧୦୦୦ ରୁ ଅଧିକ ଲୋକ
ହ୍ୱାଟସଆପ୍ ରେ ନୂଆ ନୂଆ ଅପଡେଟ୍ ଜାରି ରହିଛି, ଯାହାଫଳରେ ୟୁଜରଙ୍କୁ ଭଲ ସୁବିଧା ମିଳିପାରିବ। ହ୍ୱାଟସଆପ୍ରେ ନୂଆ ଫିସର୍ଚ ଚାଟିଂରେ ମଧ୍ୟ ଏବେ ଦେଖିବାକୁ ମିଳିବ। ଏବେ ହ୍ୱାଟସଆପ୍ ଆଉ ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତି କରୁଛି, ଯାହାକି ବିଶେଷ ଭାବରେ ଗ୍ରୁପ୍ ପାଇଁ ଅଣାଯିବ।…
ଏୟାରଟେଲ୍ ୫ଜି ପ୍ଲସ୍ର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା ଏୟାରଟେଲ୍ ପକ୍ଷରୁ ଦେଶର ଅନେକ ପ୍ରମୁଖ ସହରରେ ଏୟାରଟେଲ୍ ୫ଜି ପ୍ଲସ୍ର ଉନ୍ମୋଚନ ଉପରେ ଅଧିକ ବିବରଣୀ ପ୍ରଦାନ କରାଯାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡି, ନାଗପୁର ଓ ବାରାଣସୀ ଆଦି…
ଏୟାରଟେଲ୍ର ପକ୍ଷରୁ ୫ଜି ପରିଚାଳିତ ଭାରତର ପ୍ରଥମ ଭିଆର୍ ବିଜ୍ଞାପନ ଉନ୍ମୋଚିତ
ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ୍ସ ପ୍ରଦାତା ଏୟାରଟେଲ୍ ପକ୍ଷରୁ ୫ଜି ଦ୍ୱାରା ପରିଚାଳିତ ଭାରତର ପ୍ରଥମ ନିମଜ୍ଜିତ ଭର୍ଚୁଆଲ ରିଅଲିଟି (ଭିଆର୍) ବିଜ୍ଞାପନର ଉନ୍ମୋଚନ କରାଯାଇଛି । ଏହି ଅଲ୍ଟ୍ରା-ଫାଷ୍ଟ୍ ଲୋ-ଲାଟେନ୍ସି ୫ଜି ନେଟ୍ୱର୍କ ୩ଡି ଭିଜୁଆଲ ସୁନିଶ୍ଚିତ…
ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ରେ ବହୁ ପ୍ରତିକ୍ଷୀତ ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍’ର…
ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାଧୀନ ଓଟିଟି ପ୍ଲାଟଫର୍ମ “ଆଓ ନେକ୍ସଟ’ ପକ୍ଷରୁ ବୋକା କାଫେରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ପ୍ଲାଟଫର୍ମରେ ୩୦ ସେପ୍ଟେମ୍ବର ୨୦୨୨, ଶୁକ୍ରବାର ଦିନ ଆଓ ନେକ୍ସଟର ମୌଳିକ ସିନେମା “କ୍ୟାପିଟାଲ୍ ଟକିଜ୍’ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଏହା…
ଭାରତରେ ବଡଧରଣର ଡିଜିଟାଲ ପରିବର୍ତନ ଆଣିବ ୫ଜି
ଭୁବନେଶ୍ୱର: ବହୁବର୍ଷର କଳ୍ପନାଜଳ୍ପନା ପରେ ଶେଷରେ ଚଳିତ ବର୍ଷ ୫ଜି ସେବା ଭାରତରେ ଆରମ୍ଭ ହେବାକୁ ଯାଉଛି । ତେବେ ଏହି କ୍ଷେତ୍ରରେ ଏୟାରଟେଲ୍ ୫ଜି , ଅନ୍ୟ ୪ଜି ନେଟ୍ୱର୍କ ତୁଳନାରେ ଅଧିକ ଦ୍ରୁତ ବେଗ ପ୍ରଦାନ କରିବ ଯାହା ଆଜି ଉପଭୋକ୍ତାମାନେ ପାଉଥିବା ବେଗର ୨୦ରୁ ୩୦ ଗୁଣ ଅଧିକ ହୋଇପାରେ ।…
ଏୟାରଟେଲ୍ ପକ୍ଷରୁ ଏକ୍ସସେଫ୍ ଉନ୍ମୋଚିତ
ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ସହଜରେ ପରିଚାଳନା କରି ହେଉଥିବା ଏଣ୍ଡ୍ ଟୁ ଏଣ୍ଡ୍ ଗୃହ ନିରୀକ୍ଷଣ ସମାଧାନ, ଏକ୍ସସେଫର ଶୁଭାରମ୍ଭ କରାଯାଇଛି । ଯେଉଁଥିରେ ଏକ ୱାଇ-ଫାଇ ଭିତିକ ଉନ୍ନତ କ୍ୟାମେରା ବ୍ୟବହାର କରାଯାଇଛି ଯାହା ଚଳପ୍ରଚଳକୁ ଚିହ୍ନଟ କରିପାରୁଛି । ଫଳରେ ଆପଣ ଯେକୌଣସି ସ୍ଥାନରେ ରହି…
ପିସି ଅପ୍ଗ୍ରେଡର୍ଙ୍କ ପାଇଁ ଏକ ଉନ୍ନତ ବଜେଟ୍ ଏନ୍ଭିଏମ୍ଇ ଏସ୍ଏସ୍ଡି, ଡବ୍ଲ୍ୟୁଡି ବ୍ଲୁ ଏସ୍ଏନ୍୫୭୦ର…
ଭୁବନେଶ୍ୱର : ଆଜିର ଦ୍ରୁତ ବେଗରେ ଆଗକୁ ବଢୁଥିବା ଡିଜିଟାଲ ଯୁଗରେ ଆମେ ସମସ୍ତେ ନିଜ ପିସିର ପ୍ରଦର୍ଶନକୁ ଅପ୍ଗ୍ରେଡ୍ ଓ ଉନ୍ନତ କରିବା ପାଇଁ ବିକଳ୍ପ ସନ୍ଧାନ କରୁଛୁ । ଯଦି ଆପଣ ଏକ ଅପ୍ଗ୍ରେଡ୍ ଚାହୁଁଛନ୍ତି ତେବେ ୱେଷ୍ଟର୍ଣ୍ଣ ଡିଜିଟାଲର ଡବ୍ଲ୍ୟୁଡି ବ୍ଲୁ ଏସ୍ଏନ୍୫୭୦ ହେଉଛି ବିଚାର…
ୱେଷ୍ଟର୍ଣ୍ଣ ଡିଜିଟାଲ୍ର ‘ସେୟାର୍ ୟୋର୍ ମେମୋରିଜ୍’ ପ୍ରତିଯୋଗିତା
ଭୁବନେଶ୍ୱର : ୱେଷ୍ଟର୍ଣ୍ଣ ଡିଜିଟାଲ ପକ୍ଷରୁ ଏହାର ନୂଆ ୬ ମାସର ପାର୍ବଣ ପ୍ରତିଯୋଗିତା ‘ସେୟାର ୟୋର୍ ମେମୋରିଜ୍’ର ଶୁଭାରମ୍ଭ କରାଯାଇଛି । ସାନ୍ଡିସ୍କ ପ୍ରଡକ୍ଟ, ୧୨୮ଜିବି ଓ ତାହାଠାରୁ ଅଧିକ କ୍ଷମତାର କିମ୍ବା ୨ଟିବି ଓ ତାହାଠାରୁ ଅଧିକ କ୍ଷମତାର ଯେକୌଣସି ଡବ୍ଲ୍ୟୁଡି ଉତ୍ପାଦ ସମେତ…