Browsing Category
ପ୍ରଯୁକ୍ତି
ଜିଓଭାରତ – ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍
- ସ୍ଥାନ (ଲୋକେସନ୍) ମନିଟରିଂ, ବ୍ୟବହାର ପରିଚାଳନା, ଏବଂ ରିଅଲ୍-ଟାଇମ୍ ଫୋନ୍ ସ୍ୱାସ୍ଥ୍ୟ ଜାଣିବା ଫିଚର - ମୂଲ୍ୟ ମାତ୍ର ୭୯୯ ଟଙ୍କା - ଜିଓ ଷ୍ଟୋର୍, ପ୍ରମୁଖ ମୋବାଇଲ୍ ଆଉଟଲେଟ୍, ଜିଓମାର୍ଟ, ଅମାଜନ ଆମାଜନ ଏବଂ ସ୍ଵିଗି ଇନଷ୍ଟାମାର୍ଟରେ ଉପଲବ୍ଧନୂଆଦିଲ୍ଲୀ, ଅକ୍ଟୋବର ୮, ୨୦୨୫: ଲୋକପ୍ରିୟ!-->…
ମୋଲବିଓ ଡାଏଗ୍ନୋଷ୍ଟିକ୍ସ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଅଗ୍ରଣୀ ଡାଏଗ୍ନୋଷ୍ଟିକ୍ସ କମ୍ପାନି ମୋଲବିଓ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଓ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍ଏଚ୍ପି)…
ଦୀର୍ଘସ୍ଥାୟୀତା କ୍ଷେତ୍ରରେ ଆଉ ପାଦେ : ଟାଟା ଷ୍ଟିଲ୍ର ଏଫ୍ଏଏମ୍ଡି କର୍ମଚାରୀ ପରିବହନ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି…
ବ୍ରାହ୍ମଣୀପାଳ, ଅଗଷ୍ଟ ୨୦, ୨୦୨୫: ଟାଟା ଷ୍ଟିଲ୍ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ୍ (ଏଫ୍ଏଏମ୍ଡି) ବ୍ରାହ୍ମଣୀପାଳ ସ୍ଥିତ ଫେରୋ ଆଲଏଜ ପ୍ଲାଣ୍ଟ୍ (ଏଫ୍ଏପି) ରେ କର୍ମଚାରୀ ପରିବହନ ପାଇଁ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ଆରମ୍ଭ କରି ନିଜର ଦୀର୍ଘସ୍ଥାୟୀତା କ୍ଷେତ୍ରରେ…
ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ୬୧ ଜଣ…
କଳିଙ୍ଗନଗର, ଜୁନ ୨୩, ୨୦୨୫: ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଗଠିତ ଦାନଗଦି ମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟର (ଏମଏସଡ଼ିସି) ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଦାନଗଦିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଥମ ବ୍ୟାଚର ୬୧ ଜଣ…
ଇନ୍ଫିନିକ୍ସ ପକ୍ଷରୁ ଜିଟି ୩୦ ପ୍ରୋ ଗେମିଂ ସ୍ମାର୍ଟଫୋନର ଶୁଭାରମ୍ଭ
ନୂଆଦିଲ୍ଲୀ, : ଏକ ନୂତନ ଯୁଗର ସ୍ମାର୍ଟଫୋନ ବ୍ରାଣ୍ଡ ଇନ୍ଫିନିକ୍ସ ପକ୍ଷରୁ ଆଜି ଭାରତରେ ଏହାର ନୂଆ ସ୍ମାର୍ଟଫୋନ ଇନ୍ଫିନିକ୍ସ ଜିଟି ୩୦ ପ୍ରୋର ଲଂଚ ଘୋଷଣା କରାଯାଇଛି । ପ୍ରକୃତ ଗେମିଂ ଦର୍ଶନ ସହ ନିର୍ମିତ ଇନଫିନିକ୍ସ ଜିଟି ୩୦ ପ୍ରୋ ଏକ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ…
ଦୁଇ ବର୍ଷ ମଧ୍ୟରେ ଆରମ୍ଭ ହେବ ସେମିକଣ୍ଡକ୍ଟର ଉତ୍ପାଦନ: ଆଇଟି ମନ୍ତ୍ରୀ‘ଫ୍ରମ ଟେମ୍ପଲ ଟୁ ଟେକ’ ସମ୍ମିଳନୀରେ…
ଭୁବନେଶ୍ୱର : ନିବେଶକଙ୍କ ପାଇଁ ଉନ୍ନତ ନୀତି ପ୍ରଣୟନ ପାଇଁ ଜଣାଶୁଣା ଓଡ଼ିଶାରେ ଆଗାମୀ କିଛି ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ ହେବ ବୋଲି ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି । ‘ଫ୍ରମ ଟେମ୍ପଲ ଟୁ ଟେକ' ସମ୍ମିଳନୀକୁ ସମ୍ବୋଧିତ କରି!-->!-->!-->…
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି…
ବନ୍ଦେ, ନମୋ, ଅମୃତ ଭାରତର ସଙ୍ଗମ ହେବ ବିହାର
ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଆଧୁନିକ ଭାରତୀୟ ରେଳପଥର ତ୍ରିବେଣୀ କୁହାଯାଉଥିବାବେଳେ ବିହାର ଏହାର ସଙ୍ଗମସ୍ଥଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ରେ ବିହାରକୁ ଆଉ ଏକ ନୂତନ ରେଳସେବାର ଶୁଭାରମ୍ଭ କରିବେ। ମଧୁବାଣୀରୁ ସେ ଭିଡିଓ କନଫରେନ୍ସିଂ…
ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ
ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ରେଳ ମଣ୍ଡଳ ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ୨୬ ପର୍ଯ୍ୟନ୍ତ ରାଉରକେଲା-ବଣ୍ଡାମୁଣ୍ଡା ରେଳ ସେକ୍ସନରେ ମଲ୍ଟି-ଟ୍ରାକିଂ ଲାଇନଗୁଡ଼ିକର କାର୍ଯ୍ୟକ୍ଷମର ଅଂଶ ଭାବରେ…
କିଟରେ ପଢ଼ୁଥିବା ଶହେ ଛାତ୍ରୀଛାତ୍ରଙ୍କୁ ମିଳିଲା କ୍ୟାମ୍ପସ୍ ପ୍ଲେସମେଣ୍ଟ
କିଟ୍ରେ ପଢ଼ୁଥିବା କିସର ୧୦୦ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କମ୍ପାନୀରେ କ୍ୟାମ୍ପସ ପ୍ଲେସମେଣ୍ଟ ମିଳିଛି। କିଟରେ ଆଇଟିଆଇ, ପଲିଟେକନିକ, ବିଟେକ, ରୁରାଲ ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ ପାଠ ପଢ଼ୁଥିବା କିସ୍ର ଏହି ଛାତ୍ରୀଛାତ୍ରମାନେ କ୍ୟାମ୍ପସ୍ ପ୍ଲେସମେଣ୍ଟ ପାଇବାରେ ସଫଳ ହୋଇଛନ୍ତି।…