Browsing Category
ଜୀବନ ଚର୍ଯ୍ୟା
ସାବଧାନ ! ପେନ କିଲର ଖାଇବା ହୋଇପାରେ ବିପଦ୍ଜନକ, ଚେତାଇଲେ ବିଶେଷଜ୍ଞ
ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ…
ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ଗ୍ରହଣ ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର ସଠିକ ପରିମାଣ
କଥାରେ ଅଛି କୌଣସି ଜିନିଷର ଅତି ମାତ୍ରା ଭଲ ହୋଇନଥାଏ । ପ୍ରତ୍ୟେକ ଜିନିଷକୁ ସନ୍ତୁଳିତ ପରିମାଣରେ ଗ୍ରହଣ କରିବା ଉଚିତ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…
ହୃଦ ରୋଗରୁ ରକ୍ଷା ପାଇବା ପାଇଁ ଖାଆନ୍ତୁ ଏହି ୭ଟି ଜିନିଷ
ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରେସ୍ ଫ୍ରି ଲାଇଫ୍ ସହିତ ଖାଦ୍ୟର ମଧ୍ୟ ବିଶେଷ ଯତ୍ନ ନେବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟରେ ଲାଲ୍ ଜିନିଷ ଅନ୍ତର୍ଭୁକ୍ତ କରିବା ଦ୍ୱାରା ହୃତପିଣ୍ଡ ମଜବୁତ ହୋଇଥାଏ । ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ତେଣୁ ଏହି ଅବସରରେ…
ଆପଣଙ୍କ ୟୁରିନର ରଙ୍ଗ କହିବ ଆପଣ କେତେ ସୁସ୍ଥ, ଏହାର ଏଭଳି ରଙ୍ଗ ହୋଇପାରେ କ୍ଷତିକାରକ
ୟୁରିନ ବା ପରିସ୍ରାର ରଙ୍ଗରୁ ଆପଣ କେତେ ସୁସ୍ଥ ତାହା ଜଣାପଡ଼ିଥାଏ | ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଯାଞ୍ଚ କରିବାର ଏକ ମାଧ୍ୟମ ହୋଇପାରେ। ରଙ୍ଗ, ପରିସ୍ରାର ଗନ୍ଧ ଏବଂ ଆପଣ ଏହାକୁ କେତେଥର ଅନୁଭବ କରନ୍ତି, ତାହା ଉପରେ ନିର୍ଭର କରି ଆପଣ ସୁସ୍ଥ କି…
ଆପଣଙ୍କ ଭାଗ୍ୟ ବଦଳାଇଦେବ ମାତ୍ର ମୁଠାଏ ଚାଉଳ, କରନ୍ତୁ ଏହି ବିଶେଷ ଉପାୟ
ଅନେକ ସମୟରେ, କଠିନ ପରିଶ୍ରମ ସତ୍ତ୍ୱେ ଆପଣ ଚାହୁଁଥିବା ଫଳାଫଳ ପାଆନ୍ତି ନାହିଁ । ଏହି କାରଣରୁ, ଜୀବନରେ ଅସ୍ଥିରତା ଏବଂ ଅର୍ଥ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିରେ ଗ୍ରହର ଦୁର୍ବଳତା ମଧ୍ୟ ଏହିପରି ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏଥିଲାଗି କିଛି…
ଆଂଟିଅକ୍ସିଡାଂଟରେ ଭରପୂର ହୋଇଥାଏ ଆଖୁରସ, ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା
ଗ୍ରୀଷ୍ମ ଋତୁରେ ଏକ ଗ୍ଲାସ୍ ଆଖୁ ରସର ଅନୁଭବ ନିଆରା । ଏହା କେବଳ ଆପଣଙ୍କୁ ଥଣ୍ଡା କରେ ନାହିଁ ବରଂ ଅନେକ ଉପାୟରେ ଆପଣଙ୍କ ଶରୀରକୁ ମଧ୍ୟ ଉପକୃତ କରିଥାଏ | ପ୍ରାକୃତିକ ଭାବରେ ସବୁଜ ରଙ୍ଗର ଆଖୁ ରସ କେବଳ ମିଠା ଏବଂ ଆନନ୍ଦଦାୟକ ନୁହେଁ, ବରଂ ପାରମ୍ପାରିକ ଭାରତୀୟ ଔଷଧ ଅନୁଯାୟୀ ଅତ୍ୟନ୍ତ…
ଆଣ୍ଠୁ ଓ କହୁଣୀରୁ କଳାଦାଗ ହଟାଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ଉପାୟ
ମୁହଁରେ ଚମକ ପାଇଁ ସାଧାରଣତଃ ସମସ୍ତେ ବିଭିନ୍ନ ଉପାୟ ଆପଣେଇ ଥାନ୍ତି। ହେଲେ ଅନେକ କହୁଣୀ ଓ ଆଣ୍ଠୁର କଳାଦାଗକୁ ଅଣଦେଖା କରନ୍ତି। ଏହି କଳାଦାଗ ପାଇଁ ଇଚ୍ଛାଥିଲେ ବି ସର୍ଟ ଡ୍ରେସ ପିନ୍ଧି ହୁଏନି। ଆପଣ ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ କିଛି ଘରୋଇ ଟିପ୍ସ ଆପଣେଇ…
ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଁ ରଖନ୍ତୁ ଏହି ଗଛ
ସମୟ ସହିତ ଜୀବନଶୈଳୀ ମଧ୍ୟ ବଦଳୁଛି । ଅନେକ ଲୋକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଘରେ ଗଛ ଲଗାଇବାକୁ ପାଇଁ ଭଲ ପାଇଥାନ୍ତି । ଆଜିକାଲି ବୋନସାଇ ଗଛ ଖୁବ୍ ଟ୍ରେଣ୍ଡିଙ୍ଗ ଚାଲିଛି । ଲୋକମାନେ ଏହି ଛୋଟ ଗଛକୁ ନିଜ ଘରେ ରଖିବାକୁ ପସନ୍ଦ କରୁଛନ୍ତି । କେହି କେହି ଏହାକୁ ସୁନ୍ଦରତା ପାଇଁ…
ଗ୍ରୀଷ୍ମ ଋତୁରେ ବଢ଼ିଯାଇଥାଏ ଏହିସବୁ ରୋଗର ବିପଦ: ନିଜ ସ୍ୱାସ୍ଥ୍ୟ ପ୍ରତି ରୁହନ୍ତୁ ବିଶେଷ ସଜାଗ
ଯେତେବେଳେ ଶୀତଋତୁ ପରେ ଗ୍ରୀଷ୍ମର ଆଗମନ ହୋଇଥାଏ ସେତେବେଳେ ଆରମ୍ଭରୁ ତ ବହୁତ ଭଲ ଲାଗିଥାଏ, କିନ୍ତୁ ଯେମିତି ଗରମ ବଢ଼ିବାକୁ ଲାଗିଥାଏ ସେମିତି ସମସ୍ୟା ମଧ୍ୟ ବଢ଼ିବାକୁ ଲାଗିଥାଏ । ଏହି ଋତୁ ନିଜ ସହିତ ଅନେକ ରୋଗ ନେଇ ଆସିଥାଏ । ତେଣୁ ଏହି ଋତୁରେ ବିଶେଷ ରୂପେ ସାବଧାନ ରହିବା ଆବଶ୍ୟକ ।…
ସ୍କିନ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବାରେ ବେଶ ଲାଭକାରୀ ହୋଇଥାଏ କଂଚା କ୍ଷୀର, ଏପରି କରନ୍ତୁ ବ୍ୟବହାର
ଏବେ ଚର୍ମ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ପାଲଟି ଗଲାଣି । ବିଶେଷକରି ଗ୍ରୀଷ୍ମ ଋତୁରେ, ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ସ୍କିନ୍ ଡଲ୍ , ଡ୍ରାଏ ଏବଂ ଖରାପ ଦେଖାଯାଇଥାଏ । ତେଣୁ ଏଥିଲାଗି ଆପଣ କଞ୍ଚା କ୍ଷୀର ବ୍ୟବହାର କରିପାରିବେ । କଞ୍ଚା କ୍ଷୀରରେ ଭିଟାମିନ୍ ଏ, ଡି,…