Browsing Category
ଜୀବନ ଚର୍ଯ୍ୟା
ହୃଦୟକୁ କିଭଳି ପ୍ରଭାବିତ କରୁଛି କରୋନା ଭାଇରସ? ଜାଣନ୍ତୁ
କରୋନା ମହାମାରୀ ସମୟରେ କୋଭିଡରେ ସଂକ୍ରମିତ ରୋଗୀ ହଠାତ ହୃଦଘାତର ଶିକାର ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି। ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କୋଭିଡ ଚିକିତ୍ସା…
ବୁଧବାର ଦିନ ଏହି ପାଂଚଟି କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଆପଣଙ୍କ କ୍ଷତି
ବୁଧବାର ଦିନକୁ ଭଗବାନ ଗଣେଶଙ୍କ ଦିନ ବୋଲି ବିବେଚନା କରାଯାଏ। ଏହି ଦିନ ଗଣପତି ମହାରାଜଙ୍କୁ ପୂଜା କରି ଲୋକଙ୍କ ସମସ୍ତ ପ୍ରକାର ଦୁଃଖ ଦୂର କରାଯାଇଥାଏ। କିନ୍ତୁ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ବୁଧବାର ଦିନ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ ଅଟେ। ଏହି ଦିନରେ ଏହି ପାଂଚୋଟି କାର୍ଯ୍ୟ…
ଖରା ଦିନେ ଉଷୁମ ପାଣି ପିଇବାର ଫାଇଦା ସଂପର୍କରେ ଜାଣନ୍ତୁ
ଗ୍ରୀଷ୍ମ ଦିନରେ ଉଷୁମ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଉଷୁମ ପାଣି ଶରୀର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ। କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାର ମଧ୍ୟ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମଣ ଖୁବ୍ କମ୍ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ…
ଇମ୍ୟୁନିଟି ମଜବୁତ କରିବା ପାଇଁ ଖାଆନ୍ତୁ ଭିଟାମିନ-ସି ରେ ଭରପୁର ଏହିସବୁ ଖାଦ୍ୟ
କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା…
ଦହି ସହିତ ଏହି ଜିନିଷ ଖାଉଥିଲେ ହୋଇଯାଆନ୍ତୁ ସାବଧାନ: ହୋଇପାରେ ସମସ୍ୟା
ଗ୍ରୀଷ୍ମ ଋତୁରେ ଖାଦ୍ୟ ସହିତ ଦହି ଖାଇବା କେବଳ ଖାଦ୍ୟ ଶୀଘ୍ର ହଜମ କରେ ନାହିଁ, ବରଂ ଏହା ଶରୀରର ଉତ୍ତାପକୁ ମଧ୍ୟ ଥଣ୍ଡା କରିଥାଏ । ଦୈନିକ ଦହି ଖାଇବା ଦ୍ୱାରା ଶରୀରର ଡିଟକ୍ସ ମଧ୍ୟ ହୋଇଥାଏ, କିନ୍ତୁ କିଛି ଜିନିଷ ଅଛି ଯାହା ଦହି ସହିତ ଖାଇବା ଉଚିତ୍ ନୁହେଁ । ଦହି ସହିତ ଏହି ଜିନିଷ ଖାଇବା…
ରୋଗ ବେମାର ପିଛା ଛାଡ଼ୁନଥିଲେ ଆପଣାନ୍ତୁ ବାସ୍ତୁର ଏହି ସରଳ ଉପାୟ
ଯଦି ଆପଣ କିମ୍ବା ଆପଣଙ୍କ ଘରର ସଦସ୍ୟମାନେ ବାରମ୍ବାର ଅସୁସ୍ଥ ହୋଇପଡନ୍ତି, ତେବେ ଆପଣ ନିଜ ଘରର ବାସ୍ତୁ ଠିକ୍ କରିବା ଉଚିତ୍ | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ ଏହା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ କିଛି ସହଜ…
ବହି ପଢିବା ସ୍ୱାସ୍ଥ୍ୟ ପାଇଁ କେତେ ହିତକର ଜାଣନ୍ତୁ
କୁହାଯାଏ ବହି ଆମର ଭଲ ବନ୍ଧୁ ହୋଇଥାଏ । ଏହା ଆମକୁ କିଛି ନ ମାଗି ଜୀବନରେ ବହୁତ ଶିକ୍ଷା ଦେଇଥାଏ । କିଛି ଲୋକ ବହି ପଢିବାକୁ ବିରକ୍ତ ଅନୁଭବ କରୁଥିବାବେଳେ ଆଉକିଛି ଲୋକ ବହି ନପଢିଲେ ଶୋଇ ପାରନ୍ତି ନାହିଁ । ବାସ୍ତବରେ, ବହି ପଢିବା ଦ୍ୱାରା ଆମର ଜ୍ଞାନ ବଢିବା ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ…
ଏହିସବୁ ଖାଦ୍ୟ ଖାଇବା ପରେ ପାଣି ପିଇବାକୁ କାହିଁକି କରାଯାଇଥାଏ ବାରଣ ? ଜାଣନ୍ତୁ
ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ, ଏହି କଥା ଅନେକ ଥର ପଢିଛନ୍ତି ଏବଂ ଶୁଣିଛନ୍ତି ମଧ୍ୟ । ଏହା ପଛର କାରଣ ହେଉଛି ଏହା ହଜମକାରୀ ରସକୁ ହ୍ରାସ କରିଥାଏ ଏବଂ ଖାଦ୍ୟ ହଜମ କରିବାରେ ଅସୁବିଧା ହୋଇଥାଏ । ଖାଦ୍ୟର ଅଧ ଘଣ୍ଟା ପରେ ପୁଷ୍ଟିକର ବିଶେଷଜ୍ଞମାନେ ପାଣି ପିଇବାକୁ…
ଶାରୀରିକ ପରିଶ୍ରମ କରୁନଥିବା ଲୋକଙ୍କ ପାଇଁ ଘାତକ ହୋଇପାରେ କରୋନା ଭାଇରସ
ଏକ୍ସରସାଇଜ୍ ଏବଂ ୱାର୍କଆଉଟ୍ କରିବା ଦ୍ୱାରା ଆମ ଶରୀର ଫିଟ୍ ଆଉ ସୁସ୍ଥ ରହିଥାଏ । ଦେଶରେ ଚାଲିଥିବା କରୋନାର ଦ୍ୱିତୀୟ ଲହରରୁ ବଞ୍ଚିବା ପାଇଁ ଆମେ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଆବଶ୍ୟକ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଦାବି କରାଯାଇଛି ଯେ ଯେଉଁ ଲୋକ ଏକ୍ସରସାଇଜ୍ କରୁନାହାଁନ୍ତି…
ଶରୀରର ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ
କରୋନା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଏଥିପାଇଁ ଅନେକ ରୋଗୀଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି । ଲୋକଙ୍କ ଶରୀରରୁ ଅକ୍ସିଜେନ୍ ସ୍ତର କମିବାକୁ ଲାଗୁଛି । ଏହି ସମସ୍ୟାକୁ ଦୁର କରିବା ପାଇଁ , ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…