Browsing Category
ଜୀବନ ଚର୍ଯ୍ୟା
ଆଂଟିଅକ୍ସିଡାଂଟରେ ଭରପୂର ହୋଇଥାଏ ଅଅଁଳା, ମିଳିଥାଏ ଅନେକ ଫାଇଦା
ଅଁଳାକୁ ଓ୍ବଣ୍ଡର ଫୁଡ ବୋଲି କୁହାଯାଏ । କାରଣ ଏହି ଫଳରେ ଏପରି ଚମତ୍କାରୀ ଗୁଣ ରହିଛି ଯାହା କେବଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇନଥାଏ ବରଂ ଅନେକ ରୋଗକୁ ସମୂଳେ ବିନାଶ କରିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍-ସି ରହିଥାଏ । ଅଁଳା ଏକମାତ୍ର ଏଭଳି ଫଳ ଯାହା ଔଷଧୀୟ ଗୁଣ ପାଇଁ ବେଶ…
ଜଲଦି ଜଲଦିରେ ଖାଦ୍ୟ ଖାଉଛନ୍ତି କି? ତେବେ ଜାଣନ୍ତୁ ଶରୀରକୁ କିଭଳି ପ୍ରଭାବିତ କରିଥାଏ ଅଭ୍ୟାସ
ଆପଣ କ’ଣ ଶୀଘ୍ର ଶୀଘ୍ର ଖାଇଥାନ୍ତି କି, ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ। ଏକା ସହିତ ପେଟ ପୂରା ନଖାଇ ବହୁତ ଥର ଟିକେ ଟିକେ ଖାଇବା ଉଚିତ୍। ଆସନ୍ତୁ…
କଦଳୀ ସଢ଼ିଗଲେ ଫିଙ୍ଗିଦେଉଛନ୍ତି କି? ତେବେ ଫିଙ୍ଗିବା ପୂର୍ବରୁ ଜାଣି ରଖନ୍ତୁ ଏହାର ଫାଇଦା
ପ୍ରାୟତଃ ଯେତେବେଳେ ଆପଣ ବଜାରରୁ କଦଳୀ ଆଣନ୍ତି, ତାହା ଦିନେ କିମ୍ବା ଦୁଇ ଦିନ ରହିଲା ପରେ ସଢି ଯାଇଥାଏ । ତାହା ଉପରେ କଳା ଦାଗ ଦେଖାଦେଇଥାଏ । ତେଣୁ ତାହାକୁ ଆମେ ଖରାପ ଭାବି ଫିଙ୍ଗିଦେଇଥାଉ, କିନ୍ତୁ ଆପଣ ଜାଣନ୍ତି କି ଯାହାକୁ ଆପଣ ପ୍ରକୃତରେ ଖରାପ ଭାବନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ…
ସର୍ଦି, ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
ଏବେ ଥଣ୍ଡା ବା କାଶର ନାଁ ଶୁଣିଲେ ସମସ୍ତଙ୍କ ଭିତରେ ଛନକା ପଶିଯାଉଛି । ଏହା କରୋନାର ଲକ୍ଷଣ ନୁହେଁ ତ? ପ୍ରଥମେ ଏମିତି ଧାରଣା ଆସୁଛି । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ଥଣ୍ଡାର କୌଣସି ଲକ୍ଷଣ ଦେଖା ଯାଉଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ବହୁତ ଜରୁରି ।…
କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଟୁଥ୍ ବ୍ରଶ୍ ବଦଳାଇବା ଜରୁରୀ, ବିଶେଷଜ୍ଞମାନେ କାହିଁକି ଦେଉଛନ୍ତି ଏପରି ପରାମର୍ଶ…
ଭାରତରେ କରୋନା ଭାଇରସ ଭୟଙ୍କର ଭାବରେ ବ୍ୟାପୁଛି ଏବଂ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଜଣେ ଏହି ରୋଗରୁ ଭଲ ହୋଇଗଲେ ମଧ୍ୟ ଏହା ପୁଣି ଫେରି ଆସିପାରେ। ଯଦିଓ ଏହାର ଟିକା କୋଭିଡ -୧୯ ରୁ ରକ୍ଷା କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି, ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ କରୋନା ଟିକା…
କରୋନା ମହାମାରୀ ସମୟରେ ଗଳା ସଂକ୍ରମଣ ଦୂର କରିବ ମହୁ, ଜାଣନ୍ତୁ ଏହାର ଉପକାରିତା
ମହୁ ଜଳର ଲାଭ : ଭାରତରେ କରୋନା ଭାଇରସରେ ଲୋକମାନେ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ କରିଛନ୍ତି । ସକାଳ-ସନ୍ଧ୍ୟା ନିତ୍ୟକର୍ମ ପୂରାପୂରି ଭାବେ ପରିବର୍ତ୍ତିତ ହୋଇଛି । କିଏ ସକାଳେ ଉଷୁମ ପାଣି ପିଉଛି ତ କିଏ ବାରମ୍ବାର ଷ୍ଟିମ୍ ବା ବାଷ୍ପ ନେଉଛନ୍ତି। ଯଦି ଆପଣଙ୍କର ଗଳା ସଂକ୍ରମଣ ହୋଇଛି,…
ସନ୍ତାନ ସୁଖ ଲାଭ ପାଇଁ ଆପଣାନ୍ତୁ ଏହି ସରଳ ଉପାୟ
ଭୋଜନ, ବସ୍ତ୍ର ଓ ଆବାସ ଭଳି ପାରିବାରିକ ସୁଖ ଶାନ୍ତି ପାଇଁ ପତ୍ନୀ ଓ ସନ୍ତାନର ମଧ୍ୟ ଆବଶ୍ୟକତା ରହିଛି। ଭାଗ୍ୟରେ ଥିଲେ ସରଳ ଓ ସୁଶୀଳ ପତ୍ନୀ ମିଳିଥାଏ। ବିବାହ ପରେ ସବୁଠାରୁ ବଡ ଚିନ୍ତା ସନ୍ତାନ। ସନ୍ତାନ ସୁଖର ଅଭାବ କେତେ ପୀଡାଦାୟକ ତାହା କେବଳ ସେହି ଦମ୍ପତି ହିଁ ବୁଝି ପାରିବେ ଯେଉଁମାନେ…
ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ଭୃଶୁଙ୍ଗ ପତ୍ର, ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା
ସମସ୍ତ ଭାରତୀୟମାନଙ୍କ ରୋଷେଇ ଘରେ ଭୃଷୁଙ୍ଗ ପତ୍ରର ବ୍ୟବହାର ହୋଇଥାଏ। ଏହା ଖାଇବାରେ ସ୍ବାଦ ଏବଂ ବାସ୍ନାକୁ ବଢ଼ାଇଥାଏ। ଭୃଶୁଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃଷୁଙ୍ଗ ପତ୍ରକୁ ପେଟରୋଗ ପାଇଁ ରାମବାଣ କୁହାଯାଇଥାଏ। ତେବେ ବସନ୍ତୁ…
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ୩ଟି ଖାଦ୍ୟ
ଭୁବନେଶ୍ୱର : ସାରା ଭାରତରେ ବର୍ତମାନ କୋଭିଡ୍-୧୯ର ଦ୍ୱିତୀୟ ଲହରୀର ସମ୍ମୁଖୀନ ହେଉଛନ୍ତି । ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ପ୍ରଦାନ କରିବା ଏବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏପରି ଜଟିଳ ସମୟରେ ଜଣେ କିପରି ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିପାରିବେ? ଏହାର…
ଶରୀରରେ ଇମ୍ୟୁନିଟି ବଢାଇବା ପାଇଁ ଗିଲୋଇରେ ପ୍ରସ୍ତୁତ କରନ୍ତୁ କାଢା
କରୋନା ସମୟରେ ଗିଲୋଇର ସେବନ ଆପଣ ଇମ୍ୟୁନିଟି ବଢ଼ାଇବା ପାଇଁ କରିପାରିବେ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କେମିତି ଆମେ ଏହି ଗିଲୋଇର କାଢ଼ା ପ୍ରସ୍ତୁତ କରିବା –
୧- ଗିଲୋଇରେ ଆଣ୍ଟି-ଟକ୍ସିକ୍ ଆଣ୍ଟିପାୟରେଟିକ୍ ଓ ଆଣ୍ଟି…