Browsing Category

ଜୀବନ ଚର୍ଯ୍ୟା

କ୍ଷୀରରେ ମିଶି ଥାଇପାରେ ଷ୍ଟାର୍ଚ, ସାବୁନ ! ଜାଣନ୍ତୁ କିଭଳି କରିବେ ଚିହ୍ନଟ

ବର୍ତମାନ ସମୟରେ ମଣିଷ ଟଙ୍କା ପଛରେ ଏତେ ଅନ୍ଧ ହୋଇଗଲାଣି ଯେ ସାମାନ୍ୟ କେଇଟା ଟଙ୍କା ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସହିତ ଖେଳିବାକୁ ମଧ୍ୟ ପଛାଉନାହିଁ । ଏପରିକି ଖାଦ୍ୟରେ ଅପମିଶ୍ରଣ କରିବାକୁ ମଧ୍ୟ ପଛାଉନି । ପ୍ରତିଦିନ ନ୍ୟୁଜରେ ଅପମିଶ୍ରଣର ଖବର ଦେଖିବାକୁ ମିଳୁଛି । କ୍ଷୀର ହେଉଛି ଏଭଳି ଏକ…

ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ କାଜୁ, ଜାଣନ୍ତୁ ଏହାର ଉପକାରିତା

କାଜୁକୁ ଡ଼୍ରାଏ ଫ୍ରୁଟ୍ସ୍‍ର ରାଜା କୁହାଯାଏ। ଯେକୌଣସି ଖାଦ୍ୟ ସାମଗ୍ରୀରେ ମସଲା ଭାବେ ହେଉ କିମ୍ବା ସଜାଇବା ନିମନ୍ତେ ଏହାର ବ୍ୟବହାର ହୋଇଥାଏ। ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ତେଣୁ କାଜୁ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଅଟେ। ସ୍ମରଣ ଶକ୍ତିର ଦୁର୍ବଳତା ହେତୁ ଅନେକ ଲୋକେ…

ଚା’ ସହିତ ଆପଣ ଏହି ସମସ୍ତ ଖାଦ୍ୟ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସତର୍କ ବିଗିଡିପାରେ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା

ଅଧିକାଂଶ ଲୋକ ଚା ’ସହିତ ଦିନ ଆରମ୍ଭ କରିଥାନ୍ତି । ଚା’ର ସ୍ୱାଦ ବଢାଇବା ପାଇଁ ବିଭିନ୍ନ ଜିନିଷ ଖାଇଥାନ୍ତି । ଅନେକ ଲୋକଙ୍କୁ ଠିକ୍ ସମୟରେ ଚା’ ନମିଳିଲେ ମୁଣ୍ଡବିନ୍ଧାର ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଖାଲି ପେଟରେ ଚା’ ପିଇବା ଦ୍ୱାରା ଅମ୍ଳତା ଏବଂ ପେଟ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ…

ଛିଡା ହୋଇ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ, ଜାଣନ୍ତୁ

ସୁସ୍ଥ ରହିବା ପାଇଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଏହା ଶୋଷ ମେଣ୍ଟାଇବା ସହିତ ଶରୀରକୁ ପୁଷ୍ଟିକର କରିଥାଏ । ଶରୀରରେ ଥିବା ମଇଳାକୁ ବାହାରକରିବାରେ ସାହାଯ୍ୟ କରିଥାଏ । ଏଥିଲାଗି ସୁସ୍ଥ ଏବଂ ସତେଜ ଅନୁଭବ ହୋଇଥାଏ । ତେଣୁ ପ୍ରତିଦିନ ଅତି କମରେ ୮ ଗ୍ଲାସ୍ ପାଣି ପିଇବା ଉଚିତ୍ । କିନ୍ତୁ…

ଉତ୍କଳ ହସ୍ପିଟାଲ ଦ୍ୱାରା ବିରଳ ଆଣ୍ଠୁ ସ୍ଥାନାନ୍ତରଣ ଅସ୍ତ୍ରୋପଚାର ପରିଚାଳିତ

ଭୁବନେଶ୍ୱର : କ୍ରୀଡା ଆଘାତ ଓ ପୁନର୍ବାସ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଉତ୍କଳ ହସ୍ପିଟାଲର ଅର୍ଥୋପେଡିକ୍ ଡାକ୍ତର ଓ ଅନ୍ୟମାନଙ୍କ ଏକ ଟିମ୍ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ଖୁସି ଫେରାଇ ଆଣିଛନ୍ତି, ଯିଏ ଆଣ୍ଠୁ ହାଡ ସ୍ଥାନାନ୍ତର ଯୋଗୁ ଏକ…

କଣ ଆପଣ କଂଚାଲଙ୍କା ଖାଇବାର ଏହି ଚମତ୍କାରୀ ଫାଇଦାଗୁଡ଼ିକ ବିଷୟରେ ଜାଣନ୍ତି କି?

ଯେକୌଣସି ବ୍ୟଞ୍ଜନ ହେଉନା କାହିଁକି କଂଚାଲଙ୍କା ବିନା ସବୁ ଫିକା । ଅଧିକାଂଶ ଭାରତୀୟଲୋକମାନେ ସେମାନଙ୍କ ଖାଦ୍ୟରେ କଞ୍ଚାଲଙ୍କାକୁ ବେଶ ପସନ୍ଦ କରିଥାନ୍ତି ।ବିଶେଷକରି ବିଭିନ୍ନ ଖାଦ୍ୟର ଟେଷ୍ଟ୍ ପାଇଁ କଞ୍ଚାଲଙ୍କାକୁ ସମସ୍ତେ ଖାଦ୍ୟରେ ବ୍ୟବହାର କରୁଥିଲେ ମଧ୍ୟ କେହି ଏହାର ଭଲଗୁଣ ସମ୍ଵନ୍ଧରେ…

କେବଳ ଖାଇବାକୁ ନୁହେଁ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏହି ଫଳ

ମିଠା ଏବଂ ରସଯୁକ୍ତ ସ୍ୱାଦର ଲିଚୁକୁ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଅଟେ ।ଏଥିରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ…

ନଖରେ ଧଳା ଚିହ୍ନ ଦେଖାଯିବା ପଛର କାରଣ କ’ଣ, ଜାଣନ୍ତୁ

ଅନେକ ଲୋକଙ୍କର ନଖରେ ଧଳା ଚିହ୍ନ ହୋଇଯାଇଥାଏ । ଏହା ଅନେକ କାରଣରୁ ହୋଇଥାଏ । କିନ୍ତୁ ପ୍ରାୟତଃ ଆମେ ଜାଣିଥାଉ ଯେ ଏହି ଚିହ୍ନଗୁଡିକ କ୍ୟାଲସିୟମ୍ ଅଭାବ ହେତୁ ହୋଇଥାଏ କିନ୍ତୁ ଏହା ଅନ୍ୟ କାରଣରୁ ମଧ୍ୟ ହୋଇପାରେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନଖରେ କୌଣସି ପ୍ରକାରର…

କିପରି ବ୍ୟାପିଥାଏ ବ୍ଲାକ ଫଙ୍ଗସ ଏବଂ ଏଥିରୁ କିପରି ରକ୍ଷା ପାଇବେ? ଦେଶର ଦୁଇ ବଡ ଡାକ୍ତର ଦେଇଛନ୍ତି ସୂଚନା

ଦେଶର ଅନ୍ୟ ଏକ ରୋଗ ବ୍ଲାକ ଫଙ୍ଗସ୍ ବୃଦ୍ଧି ପାଉଥିବା ବେଳେ ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି ଯେ ବର୍ତ୍ତମାନ କୋଭିଡ ରୋଗୀଙ୍କଠାରେ ଦେଖାଯାଉଥିବା ଫଙ୍ଗଲ ସଂକ୍ରମଣର ମାତ୍ରା ବୃଦ୍ଧି ପାଇଛି। ଡକ୍ଟର ରଣଦୀପ ଗୁଲେରିଆ ଆହୁରି କହିଛନ୍ତି ଯେ ଅନିୟନ୍ତ୍ରିତ ମଧୁମେହ ଏବଂ…

ହାଇହିଲ ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ: ହୋଇପାରେ ଏହିସବୁ ସମସ୍ୟା

ଆପଣ ମଧ୍ୟ ହାଇ ହିଲ୍ ପିନ୍ଧିବାକୁ ଭଲ ପାଆନ୍ତି କି? ଷ୍ଟାଇଲିସ୍ ଏବଂ ଗ୍ଳାମରସ୍ ଦେଖାଯିବା ପାଇଁ ଯଦି ଆପଣ ଅଧିକାଂଶ ସମୟ ହାଇ ହିଲସ୍ ପିନ୍ଧୁଛନ୍ତି ତେବେ ଏହା ଆମ ଶରୀରର ଅନେକ ଅଙ୍ଗରେ କୁପ୍ରଭାବ ପକାଇଥାଏ। ଏଥିପାଇଁ ହାଇ ହିଲ୍ ପିନ୍ଧିବା ପୂର୍ବରୁ ଏହା ଦ୍ବାରା ହୋଇଥିବା କ୍ଷତି ବିଷୟରେ…