Browsing Category

ଜୀବନ ଚର୍ଯ୍ୟା

ଦେଶୀ ଘିଅ ନା ସୋରିଷ ତେଲ? ହୃଦୟ ସ୍ୱାସ୍ଥ୍ୟ ପାଇଁ କେଉଁ ତେଲ ସବୁଠାରୁ ଭଲ

ଭାରତୀୟ ରୋଷେଇ ଘରଗୁଡିକରେ ବହୁ ପୁରାତନ ସମୟରୁ ଦେଶୀ ଘିଅ ଓ ସୋରିଷ ତେଲର ବ୍ୟବହାର କରାଯାଇଆସୁଛି, ତେବେ ଯେତେବେଳେ ହୃଦୟ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ ରୋଷେଇ କରିବା ପାଇଁ ଏହାମଧ୍ୟରୁ କେଉଁ ତେଲ ସର୍ବୋତମ ତାହା ଚୟନ କରିବା ଆମକୁ ଦ୍ୱନ୍ଦରେ ପକାଇଥାଏ। କିଛି ଲୋକ ଘିଅକୁ କ୍ଷତିକାରକ…

ଭାରତରେ ଯୌନ ଶିକ୍ଷାର ଅଭାବ ଯୋଗୁଁ ପ୍ରଭାବିତ ହେଉଛି ପ୍ରଜନନ କ୍ଷମତା

ଭୁବନେଶ୍ୱର : ସମଗ୍ର ଭାରତରେ ଥିବା ପ୍ରଜନନ (ଫର୍ଟିଲିଟି) କ୍ଲିନିକ୍‌ଗୁଡ଼ିକରେ, ଗୋଟିଏ ଧାରା ବାରମ୍ବାର ଦେଖିବାକୁ ମିଳେ ଯେ ଦମ୍ପତିମାନେ ବର୍ଷ ବର୍ଷ ଧରି ଚେଷ୍ଟା କରିବା ପରେ କ୍ଲାନ୍ତ ହୋଇ ଏଠାକୁ ଆସନ୍ତି ଏବଂ ସେମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି…

ଚୈତ୍ର ମଙ୍ଗଳବାରରେ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା ମଙ୍ଗଳା

କାକଟପୁର,୧୦/୦୩:ଚୈତ୍ରମାସର ପ୍ରଥମ ମଙ୍ଗଳବାର ଅବସରରେ ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳା ମନ୍ଦିର ରେ ଆଜି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଏହି ପବିତ୍ର ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମନ୍ଦିରକୁ

ଆଜିର ରାଶିଫଳ,କେମିତି କଟିବ ଆପଣଙ୍କ ଦିନ

ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବୃଷ:- ଆଜି

ରାସାୟନିକ ନୁହେଁ, ପ୍ରାକୃତିକ ଉପାୟରେ ହଟାନ୍ତୁ ହୋଲି ରଙ୍ଗ

ଗାଁଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ନିଜକୁ ହୋଲିର ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ହୋଲିରେ ରଙ୍ଗ ଖେଳିବାକୁ ମଜା ତ ଲାଗେ। କିନ୍ତୁ

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ,ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ଯଦି ହେବ ସେ ସମୟରେ କରିବେ କଣ

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଫେବୃଆରୀ ୧୭ ତାରିଖରେ ପଡୁଛି । ଫାଲଗୁନ ମାସର ଅମାବାସ୍ୟା ଦିନ ଏହି ସୂର୍ଯ୍ୟଗ୍ରହଣ ହେବ ବୋଲି କୁହାଯାଇଛି । ଏହା ଏକ ଅଗ୍ନି ବଳୟ ସୂର୍ଯ୍ୟଗ୍ରହଣ ହେବ । ଗ୍ରହଣ ଅପରାହ୍ନ ୩.୨୬ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭.୫୭ ପର୍ଯ୍ୟନ୍ତ ରହିବ । ଏହା ମୁଖ୍ୟତଃ

ଶୋଇବା ପୂର୍ବରୁ ପାଦ ଧୋଇବା କାହିଁକି ଆବଶ୍ୟକ ?ଜାଣନ୍ତୁ ଏହାର କାରଣ

ଶରୀରର ସବୁଠାରୁ ସକ୍ରୀୟ ଅଙ୍ଗ ପାଦ । ଏଥିରେ 26ଟି ହାଡ 33ଟି ଜଏଣ୍ଟ ଓ 100ରୁ ଅଧିକ ମାଂସପେଷୀ ଓ ଟେଣ୍ଡନ୍ସ ରହିଛି । ଆମ ଶରୀରର ଓଜନ ପାଦ ବହନ କରୁଥିଲେ ବି ଅନେକ ଏହାର ଯତ୍ନ ନିଅନ୍ତି ନାହିଁ । କେହି କେହି ପାଦକୁ ରାତିରେ ଧୋଇ ଶୋଉଥିବା ବେଳେ ଅନେକ ଲୋକ ଏହା ମଧ୍ୟ କରନ୍ତି ନାହିଁ ।

ଆଜିର ରାଶିଫଳ: ଜାଣିରଖନ୍ତୁ କେମିତି କଟିବ ଆଜିର ଦିନ

♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ସ୍ପଷ୍ଟତା ଏବଂ ସଂଯମ ରଖିବା ଆବଶ୍ୟକ। ପରିବାରର ସମର୍ଥନ ଆପଣଙ୍କୁ ଆତ୍ମବଳ ଦେବ। ଆର୍ଥିକ ଅସୁବିଧା କମିବାର ସଙ୍କେତ ମିଳୁଛି। ନୂତନ ପୋଷାକ କିମ୍ବା ପ୍ରିୟ ବସ୍ତୁ ପ୍ରାପ୍ତିର ଯୋଗ ଅଛି। ସରକାରୀ କାମରୁ ଲାଭ ଏବଂ ପଦୋନ୍ନତି ସମ୍ଭାବନା ରହିଛି। ପୈତୃକ

ଆଜି ହଗ୍ ଡେ’ ,ଜାଣନ୍ତୁ ଆଲିଙ୍ଗନ କରିବାର ଫାଇଦା

ପ୍ରେମ ସପ୍ତାହର ଷଷ୍ଠ ଦିବସ ହେଉଛି ଆଲିଙ୍ଗନ ଦିବସ ବା ହଗ୍ ଡେ’ । ୧୨ ଫେବୃୟାରୀ ୨୦୨୫ ବୁଧବାର ଏହି ଦିବସ ପଡିଛି । ଏହି ଦିନ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ପ୍ରତୀକ୍ଷିତ ଦିନ । ଏହି ଦିନକୁ ଅପେକ୍ଷା କରିଥାନ୍ତି ଅନେକ ପ୍ରେମୀଯୁଗଳ । କାରଣ ପାଖରେ ବସି କଥା ହେବା, ଚିଠି ଦେବା, ଗୋଲାପ ଦେଇ

ଆଜିର ରାଶିଫଳ: ମେଷରୁ ମୀନ – କେମିତି କଟିବ ଆଜିର ଦିନ?

ଆଜିର ଦିନରେ ଗ୍ରହ-ନକ୍ଷତ୍ରର ଗତିପରିବର୍ତ୍ତନ ଆପଣଙ୍କ ଜୀବନରେ କିଛି ନୂତନ ପରିସ୍ଥିତି ନେଇଆସିପାରେ। କେଉଁ ରାଶି ପାଇଁ ଆଜି ଶୁଭ, କେଉଁ ରାଶିକୁ ରହିବାକୁ ପଡିବ ସତର୍କ – ପଢନ୍ତୁ ବିସ୍ତୃତ ରାଶିଫଳ।♈ ମେଷ: ନୂତନ ପ୍ରକଳ୍ପ ଆରମ୍ଭ ପାଇଁ ଦିନଟି ଶୁଭ। ଚାକିରି ଓ ବ୍ୟବସାୟରେ ଆଗ୍ରହ ବଢିବ।