Browsing Category
ଖବର
ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର, ୦୧/୦୭/୨୦୨୫ : ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଓ ଓଡ଼ିଶା ଜଳବିଦ୍ୟୁତ ନିଗମ (ଓଏଚପିସି)ର ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ପ୍ରକଳ୍ପ ତ୍ୱରାନ୍ୱିତ କରିବା!-->…
ପୁରୀ ରଥଯାତ୍ରାରେ ଶ୍ରୀ ଗୌତମ ଆଦାନୀଙ୍କ ସେବା ଭାବକୁ ଇସ୍କନ ପକ୍ଷରୁ ପ୍ରଶଂସା
ପୁରୀ, ୧.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ‘ପ୍ରସାଦ ସେବା’ ବଣ୍ଟନ କରାଯାଉଥିବା ବେଳେ ଅଧ୍ୟକ୍ଷ ଗୌତମ ଆଦାନୀ ଇସ୍କନର ରୋଷଶାଳା ପରିଦର୍ଶନ କରିଛନ୍ତି । ରୋଷଶାଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ରନ୍ଧାଯାଉଛି,!-->…
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ପୋରଣ, ୬ ମୃତ
ହାଇଦ୍ରାବାଦ: ସୋମବାର ହାଇଦ୍ରାବାଦ ନିକଟବର୍ତ୍ତୀ ପଶାମାଇଲାରାମରେ ଏକ ଶିଳ୍ପ ୟୁନିଟରେ ଏକ ବଡ଼ ଧରଣର ରିଆକ୍ଟର ବିସ୍ଫୋରଣରେ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଏବଂ 20 ଜଣ ଆହତ ହେବାର ଆଶଙ୍କା କରାଯାଉଛି।
ସକାଳ ପ୍ରାୟ 9ଟା ସମୟରେ ସାଙ୍ଗାରେଡ୍ଡି ଜିଲ୍ଲାର ଶିଳ୍ପ ଅଞ୍ଚଳରେ ଥିବା ଏକ…
୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀ ଗୁଣ୍ଡିଚା ମନ୍ଦିର
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସାର୍ବଜନୀନ ଦର୍ଶନ ଏବଂ ପ୍ରଭୁ ସୁଦର୍ଶନଙ୍କ ସାର୍ବଜନୀନ ଦର୍ଶନ ୫ ଘଣ୍ଟା ପାଇଁ ଅସ୍ଥାୟୀ ଭାବରେ ବନ୍ଦ ରହିବ। ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ଏହା ସୂଚନା ଦିଆଯାଇଛି।
ରିପୋର୍ଟ ଅନୁଯାୟୀ,…
UPSC Recruitment 2025 ; ୨୪୧ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି
UPSC ନିଯୁକ୍ତି 2025: ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ବିଭିନ୍ନ ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରୁଛି, ଯେଉଁଥିରେ ଆଞ୍ଚଳିକ ନିର୍ଦ୍ଦେଶକ, ବୈଜ୍ଞାନିକ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଗ୍ରେଡ୍-I ଅନ୍ତର୍ଭୁକ୍ତ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ…
ସିଏମ୍ଇ ୨୦୨୫ରେ ସନ୍ତାନ ପକ୍ଷରୁ ଭାରତର ପ୍ରଥମ ଫର୍ଟିଲିଟି କମ୍ପାନିଅନ ଆପ୍ର ଶୁଭାରମ୍ଭ
ଭୁବନେଶ୍ୱର/ଗୋପାଳପୁର: ଭାରତର ଅଗ୍ରଣୀ ସ୍ୱଦେଶୀ ଓ ଟେକ୍ନୋଲୋଜି-ଚାଳିତ ଫର୍ଟିଲିଟି ଚେନ୍ ସନ୍ତାନ ଫର୍ଟିଲିଟି ଜୁନ୍ ୨୯ ତାରିଖ ୨୦୨୫ରେ ଗୋପଳପୁରସ୍ଥିତ ହୋଟେଲ ପ୍ରମୋଦଠାରେ ଆୟୋଜିତ କଂଟିନ୍ୟୁୟିଙ୍ଗ ମେଡିକାଲ ଏଜୁକେଶନ (ସିଏମ୍ଇ) ଇଭେଂଟରେ ସନ୍ତାନ ଆପ୍ର ଶୁଭାରମ୍ଭ କରିଛି । ସନ୍ତାନ ଆପ୍…
ସମ୍ବଲପୁରରେ ୧ ଲକ୍ଷ ଗଛ ଲଗାଇବା ଲକ୍ଷ୍ୟରେ ବିଶାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ
ପୋତାପାଲି/ସମ୍ବଲପୁର, ଜୁନ ୨୮ - ଦେଶରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା । ଯେପରି ମା’ ସମଲେଶ୍ୱରୀ, ନୂଆଁଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ ହୋଇଛି, ସେହିପରି ଭାବରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି କରିବା ପାଇଁ…
ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା ଆୟୋଜିତ
ଭୁବନେଶ୍ୱର, ୨୮/୬: ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ!-->…
ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଫୋନପେ ଏବଂ ଏଚଡିଏଫସି ବ୍ୟାଙ୍କ, ‘ଫୋନପେ ଏଚଡିଏଫସି ବ୍ୟାଙ୍କ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ'ର ଶୁଭାରମ୍ଭ ଘୋଷଣା କରିଛନ୍ତି ଯାହା ଫୋନପେର କୋ-ବ୍ରାଣ୍ଡେଡ୍ କାର୍ଡ ସେଗମେଂରେ ପ୍ରବେଶକୁ ଚିହ୍ନିତ କରିଛି । ଏଚଡିଏଫସି ବ୍ୟାଙ୍କ ସହଭାଗୀତାରେ, ନୂତନ କୋ-ବ୍ରାଣ୍ଡେଡ୍ ରୁପେ…