Browsing Category
କ୍ରୀଡା
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆରମ୍ଭ ହେଲ ବାକଯୁଦ୍ଧ, ସୂର୍ଯ୍ୟକୁମାରଙ୍କ ଏକତରଫା ମ୍ୟାଚ ବୟାନକୁ ନିନ୍ଦା କଲେ ଫରହାନ
କଲମ୍ବୋ: ଆସନ୍ତା ଫେବୃଆରୀ ୧୫ ତାରିଖରେ ଟି-୨୦ ବିଶ୍ୱକପ୍ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମୁକାବିଲା ପୂର୍ବରୁ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ "ଏକତରଫା ମ୍ୟାଚ୍" ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପାକିସ୍ତାନର ଓପନିଂ…
ଧମକରୁ ଆରମ୍ଭ, ଆତ୍ମସମର୍ପଣରେ ଶେଷ: ପାକିସ୍ତାନର ‘ୟୁ-ଟର୍ଣ୍ଣ’ ରହସ୍ୟ
ପାକିସ୍ତାନ କ୍ରିକେଟର ଏହି କାହାଣୀ କୌଣସି ରୋମାଞ୍ଚକର ଫିଲ୍ମଠାରୁ କମ୍ ନୁହେଁ। ଏକଦା 'ଟି-୨୦ ବିଶ୍ୱକପ୍ର ମାର୍ଶଲ୍' କୁହାଯାଉଥିବା ଏହି ଦଳ କିଭଳି ନିଜର ଜିଦ୍ ଆଗରେ ଆଣ୍ଠୁ ମାଡ଼ିଲା ଏବଂ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ୍ କରିବାର ଧମକ ଦେଇ ଶେଷରେ ୟୁ-ଟର୍ଣ୍ଣ ନେଲା, ତାହା ଏବେ ଚର୍ଚ୍ଚାର…
ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍: “ଧମକକୁ ଭୟ କରେନି ପାକିସ୍ତାନ”, ନକଭିଙ୍କ ବୟାନରେ ଆସିଲା ଜେନେରାଲ୍…
ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ ନକଭି ଭାରତ ବିପକ୍ଷ ଟି-୨୦ ବିଶ୍ୱକପ୍ ମ୍ୟାଚକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ନାମ ଉଲ୍ଲେଖ କରି ଏକ ଚର୍ଚ୍ଚିତ ବୟାନ ଦେଇଛନ୍ତି।
ପାକିସ୍ତାନ କ୍ରିକେଟ୍ ବୋର୍ଡ…
ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ
ଭୁବନେଶ୍ଵର,୦୯/୦୨:ଉତ୍ତରପ୍ରଦେଶର ମୋଦୀନଗରଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ୭ଟି ପଦକ ଅର୍ଜନ କରିଛି। ବରିଷ୍ଠ ମହିଳା ୫୮ କେଜି ଓଜନ ବର୍ଗରେ ରିମା ଭୋଇ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଶ୍ରେଷ୍ଠ!-->…
୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ ଶୁଭାରମ୍ଭ
କଟକ,୦୮/୦୨:୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ ଶୁଭାରମ୍ଭ । କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୪ ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିଆନସିପ୍ ୨୦୨୬ର ଶୁଭାରମ୍ଭ ହୋଇଯାଇଛି । କ୍ରାଉମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ!-->…
ସାହିବଜାଦା ଫରହାନ ଆଉଟ୍ କଣ ନେଦରଲ୍ୟାଣ୍ଡସ କରିପାରିବ ପ୍ରତ୍ୟାବର୍ତ୍ତନ ?
କଲୋମ୍ବୋ: ଟି-୨୦ ବିଶ୍ୱକପ ୨୦୨୬ର ପ୍ରଥମ ମୁକାବିଲାରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡସ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ୧୪୮ ରନର ପିଛା କରୁଥିବା ପାକିସ୍ତାନ ଦଳ ଏକ ଶକ୍ତ ଝଟକା ଖାଇଛି। ଭଲ ବ୍ୟାଟିଂ କରୁଥିବା ଓପନର ସାହିବଜାଦା ଫରହାନ ମାତ୍ର ୩ ରନ୍ ପାଇଁ ନିଜର ଅର୍ଦ୍ଧଶତକ ହରାଇ ୪୭…
Under-19 World Cup 2026: ଭାରତ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା
ଅଭିନନ୍ଦନ! ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ଗର୍ବର ବିଷୟ। ଭାରତ ପୁଣି ଥରେ ଅଣ୍ଡର-୧୯ ବିଶ୍ୱକପ୍ ଜିତି ଇତିହାସ ରଚିଛି।
ଜିମ୍ବାୱେର ହରାରେଠାରେ ଅନୁଷ୍ଠିତ ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଏହି ବିଜୟ…
Under-19 କ୍ରିକେଟ ବିଶ୍ୱକପ୍ ୨୦୨୬ ଫାଇନାଲରେ Vaibhav Suryavanshi ଏକ ଐତିହାସିକ ଇନିଂସ
ହରାରେ (ଜିମ୍ବାୱେ): ଜିମ୍ବାୱେର ହରାରେ ସ୍ପୋର୍ଟସ କ୍ଲବଠାରେ ଖେଳାଯାଉଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ୨୦୨୬ ର ଫାଇନାଲ ମ୍ୟାଚରେ ଭାରତର ଯୁବ ଓପନର୍ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାତ୍ର ୧୪ ବର୍ଷ ବୟସ୍କ ଏହି ବ୍ୟାଟର ଇଂଲଣ୍ଡ ବିପକ୍ଷରେ ୧୭୫ ରନର ଏକ ବିସ୍ଫୋରକ…
“ସ୍ମୃତି ଅପା ବହୁତ କଷ୍ଟ ସହିଛନ୍ତି”: RCBର ଐତିହାସିକ ବିଜୟ ପରେ ଭାବୁକ ହେଲେ ଶ୍ରେୟଙ୍କା
ଗତକାଲି ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ଫାଇନାଲ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏକ ଐତିହାସିକ ବିଜୟ ହାସଲ କରି ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ଏହି ବଡ଼ ସଫଳତା ପରେ ଦଳର ତାରକା ଖେଳାଳି ଶ୍ରେୟଙ୍କା ପାଟିଲ ନିଜର ବିଜୟକୁ ଅଧିନାୟିକା ସ୍ମୃତି…
ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ,୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟର ଆଜି ଫାଇନାଲ ମ୍ୟାଚ୍
ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ।୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟର ଆଜି ଫାଇନାଲ ମ୍ୟାଚ୍ । ହରାରେରେ ଦିନ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସ୍ପଷ୍ଟ ହେବ କିଏ ହେବ ଭାରତ ବିଶ୍ବଚାମ୍ପିଅନ୍ ।ଭାରତ ଲଗାତାର ୭ମ ଥର ଫାଇନାଲରେ ପହଞ୍ଚିଛି, ଏବଂ ଏହା ପ୍ରମାଣ ଯେ ଭାରତର ୟୁବା ଟିମ୍ ସର୍ବଦା!-->…