ବର୍ଷା ଦିନେ ଗରମ ଜଳର ସେବନ ଦ୍ୱାରା କଣ ମିଳିଥାଏ ସୁଫଳ ଆସନ୍ତୁ ଜାଣିବା . .. . .. . . . . .
ବର୍ଷା ଦିନେ ଗରମ ଜଳ ପିଇବା ଦ୍ୱାରା ବହୁ ସୁଫଳ ମିଳିଥାଏ । ଗରମ ଜଳ ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ଏହା ବର୍ଷର ସମସ୍ତ ଦିନ ପାଇଁ ଆପଣ ସେବନ କରିପାରିବେ । ଆସନ୍ତୁ ଜାଣିବା ଗରମ ଜଳ ପିଇବା ଦ୍ୱାରା କଣ ସୁଫଳ ମିଳିଥାଏ –
୧. ବର୍ଷା ଦିନେ ଗରମ ପାଣି ପିଇବା ଦ୍ୱାରା ଗଳାର ସଂକ୍ରମଣ ଦୂର ହୋଇଥାଏ ।
୨. ନାକରେ ଚୋକ କିମ୍ବା ବନ୍ଦ ହୋଇଯିବା ସମସ୍ୟାରୁ ଉଷୁମ ପାଣି ମୁକ୍ତି ପ୍ରଦାନ କରିଥାଏ ।
୩. ଆପଣଙ୍କୁ ହାଲକା ଥଣ୍ଡା କିମ୍ବା ସର୍ଦ୍ଦି ହୋଇଥିଲେ ଆପଣ ଉଷୁମ ପାଣିର ଗାର୍ଗଲ କରିପାରିବେ କିମ୍ବା ଉଷୁମ ପାଣିର ବାମ୍ଫ ନେଇପାରିବେ ।
୪. ବର୍ଷାରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଦିନକୁ ଅତି କମରେ ଦୁଇଥର ଉଷୁମ ପାଣି ପିଅନ୍ତୁ ।
୫. ଗରମ ଜଳ ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
Comments are closed.