ଖାଦ୍ୟ ପ୍ରସ୍ତୁତି ବ୍ୟତୀତ କେଉଁ କାମରେ ବ୍ୟବହାର କରିବେ ବେକିଂ ସୋଢା

ପ୍ରତ୍ୟେକ ରୋଷେଇ ଘରେ ଆପଣ ବେକିଂ ସୋଢା ଦେଖିଥିବେ । ଆପଣ ଜାଣନ୍ତି କି ବେକିଂ ସେଢାକୁ ଆପଣ ଖାଦ୍ୟ ପଦାର୍ଥ ବ୍ୟତୀତ ଅନ୍ୟ ବିଭିନ୍ନ ପ୍ରକାରର ଉପାୟରେ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା କିପରି ଆପଣ ବେକିଂ ସୋଢାର ବ୍ୟବହାର କରିପାରିବେ . . . . . . . ୧. ପରିବା ଏବଂ ଫଳର ଉପରୁ…

ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ଵରରୁ ଯାଇ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ଵର୍ଦ୍ଧନା କରାଯାଇଛି। ସେ ବିମାନ ବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ଆସନ୍ତାକାଲି…

ଏକ ସ୍କୁଲ ଶିକ୍ଷକରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷର କାହାଣୀ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ରାଷ୍ଟ୍ରପତି ପାର୍ଥୀ ପାଇଁ ଓଡିଶାରୁ ଚୟନିତ ହୋଇଥିବା ସେ ପ୍ରଥମ ମହିଳା ଆଦିବାସି ପ୍ରାର୍ଥୀ ଅଟନ୍ତି । କିନ୍ତୁ ସେ ପ୍ରଥମରୁ ରାଜନିତୀର ପଶା ଖେଳରେ ମାହିର ନଥିଲେ କିମ୍ବା ଜଣେ ରାଷ୍ଟ୍ରପତି…

ଜାଣନ୍ତି କି ଦକ୍ଷିଣ ଅଷ୍ଟ୍ରେଲିଆର ଏପରି ଏକ ସହର ଯେଉଁଠି ଲୋକମାନେ ରୁହନ୍ତି ମାଟି ତଳ ଅଣ୍ଡରଗ୍ରାଉଣ୍ଡରେ

ଦକ୍ଷିଣ ଅଷ୍ଟ୍ରେଲିଆରେ ଗୋଟିଏ ଗ୍ରାମ ଏପରି ରହିଛି ଯେଉଁଠି ସେଠାକାର ବାସିନ୍ଦା ମାଟି ତଳେ ଘର କରି ରହିଥାନ୍ତି । ଏହି ଗାଁକୁ କୋବର ପେଡି ଏବଂ ଡଗଆଉଟ ମଧ୍ୟ କୁହାଯାଇଥାଏ । କୋବର ପେଡି ଗ୍ରେଟ ଭିକ୍ଟୋରିଆ ମରୁଭୂମିରେ ଅବସ୍ଥିତ । ଏଠାରେ ଦିନର ତାପମତ୍ରାକୁ ନଜରରେ ରଖି ଲୋକେ ମାଟି ଖୋଳି ସେହି…

ଖାଦ୍ୟରେ ସ୍ୱାଦ ବଢାଇବା ସହିତ ଏହି ସମସ୍ତ ଗୁଣର ଅଧିକାରୀ ହେଉଛି ଭୃସଙ୍ଗ ପତ୍ର

ଭୃସଙ୍ଗ ପତ୍ର ବା କରି ପତ୍ର ଖାଦ୍ୟର ସ୍ୱାଦ ବଢାଇଥାଏ ବୋଲି ଆପଣ ଜାଣିଥିବେ । ଦକ୍ଷିଣ ଭାରତରେ ସମସ୍ତ ପ୍ରକାରର ଖାଦ୍ୟରେ ଏହାର ବ୍ୟବହାର ହୋଇଥାଏ । ଏହା ଖାଦ୍ୟର ସ୍ୱାଦରେ ଏକ ପରିବର୍ତ୍ତନ ଆଣିବା ସହିତ ଶରୀରରେ ଏହା ବିଭିନ୍ନ ପ୍ରକାରର ଅନ୍ୟ ପ୍ରଭାବ ମଧ୍ୟ ପକାଇଥାଏ । ୧୦୦ଗ୍ରାମର ଭୃସଙ୍ଗ…

ଜାଣନ୍ତୁ ବାସ୍ତୁ ଅନୁଯାୟୀ କିପରି କରିବେ ନିଜର ଲିଭିଂ ରୁମର ସାଜସଜ୍ଜା

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସଜାସଜ୍ଜା ଏବଂ ଉତ୍ପାଦର ଅବସ୍ଥିତିରେ ଘରେ ସକାରତ୍ମକ ପ୍ରଭାବ ପଡିଥାଏ ଏବଂ ଘରେ ସୌଭାଗ୍ୟ ଆଣିଥାଏ । ତେଣୁ ଆପଣ ଘର ପ୍ରସ୍ତୁତ ଏବଂ ସଜାଇବା ସମୟରେ ବାସ୍ତୁର ନିୟମକୁ ଧ୍ୟାନରେ ରଖନ୍ତୁ । ଲିଭିଂ ରୁମରେ ସମସ୍ତ ପରିବାରର ହସଖୁସି ଏବଂ କଥାବାର୍ତ୍ତା ବେଶି…

ଆର୍ନ୍ତଜାତୀୟ ଯୋଗ ଦିବସରେ ଜାଣନ୍ତୁ ଦୈନନ୍ଦିନ ଜାବନରେ ଯୋଗର କଣ ରହିଛି ମହତ୍ତ୍ୱ

ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଯୋଗର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆର୍ନ୍ତଜାତୀୟ ଯୋଗ ଦିବସର ପାଳନ କରାଯାଇଥାଏ । ଯୋଗ ଉଭୟ ଶାରିରୀକ ଏବଂ ମାନସିକ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ । ବହୁ ଅଭିନେତା ଅଭିନେତ୍ରୀ ଯୋଗ ଆସନ ଦ୍ୱାରା ନିଜକୁ ଫିଟ…

ବିଭିନ୍ନ ସ୍କିନ କେୟାର ପାଇଁ ବ୍ୟବହାର କରନ୍ତୁ ରସୁଣ

ରସୁଣ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ରୋଗରୁ ଉପମଶ ମିଳିବା କଥା ଆପଣ ଜାଣିଥିବେ । କିନ୍ତୁ ରସୁଣକୁ ଆପଣ ମଧ୍ୟ ନିଜର ସ୍କିନ କେୟାର ଉତ୍ପାଦଭାବେ ବ୍ୟବହାର କରିପାରିବେ । ଏହାକୁ ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାରର କ୍ୟାନସର ସୃଷ୍ଟିକାରୀ କୋଷକୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟ୍ରଲର…

ବିଭିନ୍ନ ରୋଗରୁ ଉପଶମ ପାଇଁ ପ୍ରତିଦିନ ପିଅନ୍ତୁ ଆଲୋଭେରା ଜୁସ

ଆଲୋଭେରା ଜୁସ ଏକ ଆଣ୍ଟି-ଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଏକ ଜୁସ ଯାହା ଫ୍ରି ରାଡିକାଲମାନଙ୍କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆଲୋଭେରା ଭିଟାମିନ, ଏନଜାଇମ, ମିନେରାଲ, ସାପୋନିନ ଏବଂ ଏମିନୋ ଏସିଡର ଉତ୍ତମ ସ୍ରୋତ ଅଟେ । ଏଥିରେ ଭିଟାମିନ ଏ, ସି , ଇ ଫଲିକ ଏସିଡ ଭରପୁରମାତ୍ରାରେ…

ଓଠର କଳାପଣ କରନ୍ତୁ ଦୂର ଆପଣାନ୍ତୁ କିଛି ଘରୋଇ ଉତ୍ପାଦ

ସ୍କିନ କେୟାର କରିବା ସମୟରେ ସମସ୍ତେ ଓଠକୁ ଧ୍ୟାନ ଦିଅନ୍ତି ନାହିଁ । ମୁହଁର ଯତ୍ନ ନେବା ସମୟରେ ମଧ୍ୟ ଓଠକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଓଠର କଳାପଣ ଏବଂ ଟ୍ୟାନିଂ ବେଶି ଦିନ ରହିଲେ ଏହା ଛାଡିବାର ସମସ୍ୟା ଦେଖାଯାଇଥାଏ । ତେଣୁ ଆପଣ ଆପଣଙ୍କ ଘରେ ଉପଲବ୍ଧ ହେଉଥିବା ଉତ୍ପାଦ ବ୍ୟବହାର କରି…