ପୃଥିବୀର ଅଲୌକିକ ଦେଶ ଯେଉଁଠି କେବେ ଦିନ ହୁଏ ନାହିଁ –

ପ୍ରକୃତିର ନିୟମ ଅନୁଯାୟୀ  ଦିନ ପରେ ରାତି ଏବଂ ରାତି ପରେ ଦିନ ହୋଇଥାଏ । ଆମ ଦେଶରେ ବିଭିନ୍ନ ସ୍ଥାନରେ ୧୨ ଘଣ୍ଟା ଦିନ ଏବଂ ୧୨ ଘଣ୍ଟା ରାତି ହେଉଥିବା ବେଳେ ସମୟ ସମୟରେ ଏହା ପାଣିପାଗ ଏବଂ ଋତୁ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଦୁନିଆରେ ଏପରି ଦେଶ ଅଛି ଯେଉଁଠି କେବେ ରାତି…

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଟିମ ଚୟନ କରିଲେ ବିସିସିଆଇ . . .କୋହଲି ବାଦ ପଡିଥିବା…

ଭାରତ- ଇଂଲଣ୍ଡର ମ୍ୟାଚ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଯାଉଥିବା ୫ଦିନିଆ  ଟି-୨୦ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ଟିମ ଚୟନ କରାଯାଇଛି । ଏହା ଗୁରୁବାର ଦିନ ଚୟନ କରାଯାଇଥିବା ବେଳେ ଏଥିରେ ରୋହିତ ଶର୍ମା କ୍ୟାପଟେନ ରହିବେ ଏବଂ ବିରାଟ କୋହଲିଙ୍କୁ ଏଥିରେ ବିଶ୍ରାମ…

ଜାଣନ୍ତି କି ଘାସ ଉପରେ ଚାଲିବା ଦ୍ୱାରା କଣ ମିଳିଥାଏ ସୁଫଳ . . . .

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଜୋତା ଚପଲ ପିନ୍ଧିବା ସହିତ ଖାଲି ପାଦରେ ଚାଲିବାକୁ ସମୟ ମିଳିନଥାଏ । କିନ୍ତୁ ଖାଲିପାଦରେ ଚାଲିବା ତଥା ଖାଲି ପାଦରେ ଘାସରେ ଚାଲିବାର ଉପକାରିତା ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି । ପୂର୍ବ କାଳରେ ଲୋକେ ଘାସ ଏବଂ ଖାଲି ପାଦରେ ଚାଲୁଥିବାରୁ ବହୁ…

ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଏହି ୮ଟି ସୁପର ସିଡ . . . . .

ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଏବଂ ଏହାର ସମାଧାନ ପାଇଁ ଆପଣ ନିତିଦିନିଆ ଖାଦ୍ୟରେ ନିମ୍ନ ଲିଖିତ ୮ଟି ସୁପର ସିଡ ସାମିଲ କରନ୍ତୁ । ଯାହା ଶରୀର ପାଇଁ ଖୁବ ହିତକାରୀ ଏବଂ ସହଜରେ ବିଭିନ୍ନ ପ୍ରକାରର ପୋଷଣ ଆପଣ ପାଇପାରିବେ । ୧.   ଚିଆ ସିଡ – ଚିଆ ସିଡ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ…

ଏମରଜେନ୍ସି ଫିଲ୍ମରେ ତାଙ୍କର ପ୍ରଥମ ଲୁକ ସେୟାର କଲେ କଙ୍ଗନା ରାଣାବତ୍ . . . .

ବଲିଉଡର ଲୋକପ୍ରିୟ  ଅଭିନେତ୍ରୀ କଙ୍ଗନା ରାଣାବତ୍ ନିଜର ଆଗାମୀ ଫିଲ୍ମ ଏମରଜେନ୍ସିରେ ନିଜର ଲୁକକୁ ପ୍ରଥମ ଥର ପାଇଁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସୟୋର କରିଛନ୍ତି । ଏହି ଫିଲ୍ମରେ ସେ ଅବିକଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି । ଏବଂ ୧.୨୧ମିନିଟର ଏହି…

ଘରେ ଲଗାନ୍ତୁ ଏପରି ଏକ ବୃକ୍ଷ ଯାହା ଆଣିଥାଏ ସୁଖ ସମୃଦ୍ଧି ଏବଂ ସମସ୍ତ ପ୍ରକାରର ମନୋସ୍କାମନା ପୂର୍ଣ୍ଣ କରିଥାଏ –

ବାସ୍ତୁ ଶାସ୍ତ୍ରରେ ଘରେ ଆପଣ କଣ ରଖିବେ କେଉଁ ଦିଗରେ ରଖିବେ ତାହାର ବର୍ଣ୍ଣନା ସହିତ ଘରେ କେଉଁ ବୃକ୍ଷ ଲଗାଇବେ ଏବଂ କେଉଁ ବୃକ୍ଷ ନଲଗାଇବେ ତାହା ସମ୍ବନ୍ଧରେ ମଧ୍ୟ ରହିଛି । ସେଥମଧ୍ୟରୁ ଏକ ବୃକ୍ଷ ହେଉଛି ଅପରାଜିତା ଗଛ । ଖାସ କରି ନୀଳ ଅପରାଜିତା ଦେଖିବାକୁ ଖୁବ ସୁନ୍ଦର ହେବା ସହିତ ଏହା ମା…

ଆପଣ ଜାଣନ୍ତି କି କିଛି ଖାଦ୍ୟ ଉପାଦାନ ଯାହା ଖାଇବା ଦ୍ୱାରା ଆପଣ ଯନ୍ତ୍ରଣାରୁ ପ୍ରାକୃତିକ ଭାବେ ମୁକ୍ତି ପାଇପାରିବେ .…

ମନୁଷ୍ୟ ଶରୀରରେ ଯନ୍ତ୍ରଣା ଏବଂ କଷ୍ଟ ସମୟ ସମୟରେ ଦେଖାଯାଇଥାଏ । ଆପଣଙ୍କର ଗୋଡ କିମ୍ବା ହାତର ମାଂସପେଶୀରେ ହେଉ କିମ୍ବା କାନ କିମ୍ବା ପେଟର ଯନ୍ତ୍ରଣା ହେଉ ଏହା ଖୁବ କଷ୍ଟଦାୟକ ହୋଇଥାଏ । ଆପଣ ଏହାର ନିରାକରଣ ପାଇଁ େଓøଷଧ ଖାଇଥାନ୍ତି କିନ୍ତୁ ସମୟ ସମୟରେ ଓøଷଧ ଗୁଡିକର ମଧ୍ୟ ପାଶ୍ୱର୍…

ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଜାହ୍ନବୀ କପୁର ସେୟାର କରିଲେ ‘ଗୁଡଲକ ଜେରି’ର ପୋଷ୍ଟର . . . . .

ଜାହ୍ନବୀ କପୁର ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଆଗାମୀ ଫିଲ୍ମ ‘ଗୁଡ ଲକ ଜେରି’ର ପୋଷ୍ଟର ସେୟାର କରିଛନ୍ତି । ଏହି ଫଟୋରେ ସେ ବହୁ ବନ୍ଧୁକ ଧାରୀଙ୍କ ସହିତ ବସିଥିବାର ନଜର ଆସିଛନ୍ତି । ସେ ଇନଷ୍ଟାଗ୍ରାମରେ ଏହି ଫୋଟର ସେୟାର ସହିତ ନିଜର ବିଜନେସ…

ମକା ଖାଇବାକୁ ଭଲ ପାଉଥିଲେ ଜାଣି ରଖନ୍ତୁ ଶରୀର ଉପରେ କଣ ପଡିଥାଏ ଏହାର ପ୍ରଭାବ. . .

ବର୍ଷାଦିନ ହେଉ କିମ୍ବା ଶୀତ ଦିନ ସମସ୍ତେ ମକା ଖାଇବାକୁ ଭଲ ପାଇଥାନ୍ତି । ଏହା ମଧ୍ୟ ଖାଇବାକୁ ଖୁବ ସୁସ୍ୱାଦୁ ଏବଂ  ଯେଉଁ ଖାଦ୍ୟରେ ମିଶାଇଲେ ବି ଖାଦ୍ୟର ସ୍ୱାଦ ବଢିଯାଇଥାଏ । ବର୍ଷା ଦିନେ ପୋଡା ମକା ଏବଂ ସିଢା ମକା ଖାଇବାକୁ ଭଲ ଲାଗିଥାଏ । ମକା ଯେପରି ସୁସ୍ୱାଦୁ ସେହିପରି ବହୁ ପ୍ରକାରର…

ପିଲାମାନେ ଜିଦ କରୁଥିଲେ କିମ୍ବା ସେମାନଙ୍କ ମନକଥା ବୁଝିବାରେ ସମସ୍ୟା ହେଉଥିଲେ ଜାଣନ୍ତୁ କିପରି କରିବେ ଏହି ଏହାର…

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପିଲାମାନଙ୍କ ପାଇଁ ସଠିକ ସମୟ ବାହାର କରିପାରୁନଥିବା ବେଳେ ପିଲାମାନେ ସମୟ ସମୟରେ ଜିଦିଆ ଏବଂ ଚୁପଚାପ ହୋଇଯାଇଥାନ୍ତି  । ତେଣୁ ପିଲାମାନଙ୍କର ଭାବନା ଏବଂ ଚିନ୍ତାଧାରାକୁ ବୁଝି ଏହାର ସେମାନଙ୍କ ଭାବନାର ସମ୍ମାନ କରିବା ଦ୍ୱାରା ପିଲାମାନଙ୍କର ବିଶେଷ…