ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

କେନ୍ଦୁଝର, ୧୨.୦୩.୨୦୨୬: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍‌ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଓଡ଼ିଶାର କେନ୍ଦୁଝର ଜିଲା ସ୍ଥାନୀୟ ଗଣେଶ ବଜାର, ଏସ୍‌ବିଆଇ ମୁଖ୍ୟ ଶାଖାର ପଛ ପାଶ୍ୱର୍ସ୍ଥ ରୋଟାରୀ କ୍ଲବ ନିକଟରେ ଖୋଲିଛି ଏହାର ନୂତନ…

ପ୍ରସ୍ତାବିତ ଆଇପିଓ ପାଇଁ ମଧ୍ୟସ୍ଥି ଚୟନ ପ୍ରକ୍ରିୟା ଶେଷ କରିଛି ଏନଏସଇ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (ଏନଏସଇ) ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ମର୍ଚ୍ଚାଂଟ ବ୍ୟାଙ୍କର, ଲ’ ଫାର୍ମ ଓ ଅନ୍ୟ ମଧ୍ୟସ୍ଥିମାନଙ୍କ ଚୟନ ପ୍ରକ୍ରିୟା ଆଜି ଶେଷ କରିଛି । ଏହି ଚୟନ ପ୍ରକ୍ରିୟା ଏନଏସଇର ଆଇପିଓ କମିଟି ଦ୍ୱାରା…

ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏକା ଦି ୱାନ ଜାତୀୟ କଳା ପ୍ରଦର୍ଶନୀ

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬ : କୋଲକାତାରେ ଏକ ସଫଳ ପ୍ରଦର୍ଶନୀ ପରେ ଡଃ ବୀନା ଉନ୍ନିକ୍ରିଷ୍ଣନଙ୍କ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ‘ଏକା-ଦ ୱାନ’ ଏବେ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଯାହା ଭାରତର ପବିତ୍ର ନାରୀତ୍ୱ ଐତିହ୍ୟର ଏକ ଶକ୍ତିଶାଳୀ ଆଧୁନିକ ବ୍ୟାଖ୍ୟା ପ୍ରଦାନ କରିବ । ଏହି…

ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬

ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ (ଆସୋଚାମ୍‌) ପକ୍ଷରୁ ସ୍ୱସ୍ତି ପ୍ରିମିୟମ୍ ଠାରେ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆୟୋଜନ କରାଯାଇଛି । "ନୀତି ସଂସ୍କାର, ସ୍ଥାୟୀତ୍ୱ ଏବଂ ରଣନୈତିକ ସୁରକ୍ଷା ମାଧ୍ୟମରେ ରୂପାନ୍ତରକୁ ଆକାର ଦେବା’ ବିଷୟବସ୍ତୁ ଉପରେ ଆଧାରିତ…

ଟ୍ରୁକଲର୍ ପକ୍ଷରୁ ‘ଫ୍ୟାମିଲି ପ୍ରୋଟେକ୍ସନ’ ସେବାର ଶୁଭାରମ୍ଭ

ଭୁବନେଶ୍ୱର : ଆଜିକାଲି ଡିଜିଟାଲ୍ ଦୁନିଆରେ ନକଲି ପରିଚୟ, ଏଆଇ ଭଏସ୍ କ୍ଲୋନିଂ ଏବଂ ଡିଜିଟାଲ୍ ଗିରଫ ଭଳି ନୂଆ ନୂଆ ଉପାୟରେ ଠକେଇ ବଢ଼ିବାରେ ଲାଗିଛି। ଏହି ବିପଦରୁ ଭାରତୀୟ ପରିବାରକୁ ରକ୍ଷା କରିବା ପାଇଁ ‘ଟ୍ରୁକଲର’ ଏକ ବିଶେଷ ସୁବିଧା ‘ଫ୍ୟାମିଲି ପ୍ରୋଟେକ୍ସନ' ସେବାର ଶୁଭାରମ୍ଭ କରାଯାଇଛି।…

ଭୁବନେଶ୍ୱରରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଜିନ୍ଦଲ ପାନ୍ଥରର ଅଭିନବ ପ୍ରୟାସ

ଭୁବନେଶ୍ୱର : ଜିନ୍ଦଲ ପାନ୍ଥର, ଜିନ୍ଦଲ ଷ୍ଟିଲର ରିଟେଲ ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରରେ ‘ଶାନ୍ତ ସିଟି, ସେଫ ସିଟି’ ଅଭିଯାନର ଶୁଭାରମ୍ଭ କରାଯାଇଛି । ସହରର ୮୭% ବାସିନ୍ଦା ଟ୍ରାଫିକ୍ ଶବ୍ଦକୁ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ମାନୁଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିବା ପରେ ଏହି ପଦକ୍ଷେପ…

ଗୁରୁତର ଆହତ ହେଲେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ, କୋମାରେ ଥିବା ନେଇ ଚର୍ଚ୍ଚା!

ତେହେରାନ: ଇରାନର ନବ ନିଯୁକ୍ତ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଏକ ବିମାନ ଆକ୍ରମଣରେ ଆହତ ହୋଇ ବର୍ତ୍ତମାନ ସଂକଟାପନ୍ନ ଅବସ୍ଥାରେ ଥିବା ଜଣାପଡିଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସେ ନିଜର ଗୋଟିଏ ଗୋଡ଼ ହରାଇଛନ୍ତି ଏବଂ କୋମାକୁ ଚାଲିଯାଇଛନ୍ତି। ୫୬ ବର୍ଷୀୟ ଏହି ନେତା ଯୁଦ୍ଧ…

ଭୁବନେଶ୍ୱର ଓ କଟକରେ କମିଲା ପେଟ୍ରୋଲ-ଡିଜେଲ୍ ଦର: ଜାଣନ୍ତୁ ଦେଶର ପ୍ରମୁଖ ସହରର ରେଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ତୈଳ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୦.୨୩ ଟଙ୍କା କମିଛି। ଫଳରେ ଆଜି ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦର…

ମୃତ୍ୟୁ ପରେ ସାମ୍ନାକୁ ଆସିଲା ପତ୍ନୀଙ୍କ ସତ: ୬ ପିଲା ନିଜର ନୁହେଁ ଜାଣି କବର ପିଟିଲେ ସ୍ୱାମୀ!

ଫେବୃଆରୀ ୨୮ ତାରିଖରେ ଟ୍ୱିଟରରେ 'ଘର କେ କ୍ଳେଶ' (Ghar Ke Kalesh) ନାମକ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ କବରକୁ ପିଟୁଥିବାର ଦେଖିବାକୁ ମିଳିଛି। ଭିଡିଓର କ୍ୟାପ୍ସନ୍ ଅନୁଯାୟୀ,…

ସ୍ଥାୟୀ ବିକାଶ ପାଇଁ ଦୃଢ଼ ଶିଳ୍ପ-ସରକାର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର : ସିଆଇଆଇ ଓଡ଼ିଶା ପକ୍ଷରୁ ବାର୍ଷିକ ବୈଠକ ଅବସରରେ "ଓଡ଼ିଶା ଲିଡିଙ୍ଗ: ସ୍ଥାୟୀ ଏବଂ ସମାବେଶୀ ବିକାଶ ପାଇଁ ସହଭାଗୀତା’ ଶୀର୍ଷକ ଏକ ଅଧିବେଶନ ଆୟୋଜନ କରାଯାଇଛି। ଏହି ଅଧିବେଶନରେ ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା, ନବସୃଜନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ସମାବେଶୀ…