ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି ଶାନ୍ତି ମେମୋରିଆଲ ହସ୍ପିଟାଲ
ଭୁବନେଶ୍ୱର, ୨୪ ଜାନୁଆରୀ ୨୦୨୩: ଗତ ଜାନୁଆରୀ ୨୨ ତାରିଖରେ ଆଇଟିସି ୱେଲ୍କମ୍ରେ ଆୟୋଜିତ ଟାଇମ୍ସ ହେଲ୍ଥ ଆଇକନ୍ -୨୦୨୩ର ଏକ କାର୍ଯ୍ୟକ୍ରମରେ ଶାନ୍ତି ମେମୋରିଆଲ ହସ୍ପିଟାଲକୁ ଦୁଇଟି ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରଥମ ସମ୍ମାନ ହସ୍ପିଟାଲର ମୁଖ୍ୟ ସର୍ଜନ୍ ଓ ସିଏମ୍ଡି…